No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମ ପଞ୍ଚାୟତ ର ଲଗାତାର ତିନିଥର ସରପଞ୍ଚ , ତେଣ୍ଡାବାଡି ହାଇସ୍କୁଲ ର ପ୍ରତିଷ୍ଠାତା ,
ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ଘନିଷ୍ଠ ସହଯୋଗୀ ଶ୍ରୀ ବତ୍ସ ସାହୁଙ୍କ ୮୮ ବର୍ଷ ବୟସରେ ପରଲୋକ ଘଟିଛି।ତାଙ୍କ ଆମର ଆତ୍ମା ର ସଦ୍ ଗତି କାମନା କରିଛନ୍ତିି ଜନସାଧାରଣ।
No Result
View All Result