No Result
View All Result
ତାଜା ନ୍ୟୁଜ୍ (୩ ଜୁଲାଇ ଶନିବାର) ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ରଗଡ଼ିମଡ଼ା ସଂରକ୍ଷିତ ଜଙ୍ଗଲ କମ୍ପାଣ୍ଟ ମେଣ୍ଟ – ୭ ରେ ବନୋମହୋତ୍ସବ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିପୁର ବନାଞ୍ଚଳ ଅଧିକାରୀ ଅଭୟ ରଥ,

ମହିତମା ବନପାଳ ରାକେଶ କୁମାର ସାହୁ,ବନରକ୍ଷୀ ସୁଧାକର ସାହୁ,ବିନାୟକ ଜେନା,ବିଜୟ କୁମାର ସାହୁ,ଶ୍ରଦ୍ଧାଞ୍ଜଳି ସାହୁ, ଶ୍ରୀକନ୍ତା ନାୟକ ଙ୍କ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାରର ବହୁ ମୂଲ୍ୟବାନ ୧୬୨୫ ଟି ବୃକ୍ଷ ରୋପଣ କରାଯାଇଥିଲା । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result