No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ବାଙ୍କୀ :- ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ମା ଚର୍ଚ୍ଚିକା ମନ୍ଦିରକୁ ପର୍ଯ୍ୟଟନ ମାନ୍ୟତା ମିଳିଥିଲେ ସୁଧା ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ଅବହେଳିତ । ତେଣୁ 5T ସଚିବଙ୍କୁ ଅନୁରୋଧ ଥରେ ବାଙ୍କୀ ଆସି ମାଙ୍କୁ ଦର୍ଶନ କରିବା ସହ ଏ ପୀଠ ର ଉର୍ନ୍ନତୀ କରଣ ପାଇଁ ଅନ୍ୟସବୁ ମନ୍ଦିର ପରି ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ।

ଏହା ବାଙ୍କୀ ବାସିଙ୍କର ଦୀର୍ଘ ଦିନ ର ସ୍ୱପ୍ନ । ଆଶା କରୁଛି ଆପଣ ମାନେ ଏହାକୁ ହୃଦୟଙ୍ଗମ କରି ସରକାରଙ୍କ ନିକଟରେ ପହଞ୍ଚିବା ସହ ଏହା ସାକାର କରିବା ରେ ସହାୟକ ହେବ । ଏଥି ସହ ଚର୍ଚ୍ଚିକା ଠାକୁରାଣୀ ଙ୍କର ନିଜସ୍ୱ ଜମିକୁ ମନ୍ଦିର ପ୍ରଶାସନ କୁ ଉଧାର କରି ଦେବାପାଇଁ ବ୍ୟବସ୍ଥା ଗ୍ରହଣ କରିବା ହେବେ । (ରିପୋର୍ଟ ଗୌତମ ମିଶ୍ର )

No Result
View All Result