No Result
View All Result
ଓଡିଶା ତାଜ଼ା ନ୍ୟୁଜ (୨୧ ଜୁନ, ସୋମବାର) ବାଲେଶ୍ବର :- ନୀଚ ରାଜନୀତିକୁ ବିରୋଧ କରିବା ସହ ଟୀକାକରଣ କେନ୍ଦ୍ର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀଙ୍କ ସହ ବାଲେଶ୍ବର ବିଜେପିର କାର୍ଯ୍ୟକର୍ତ୍ତା ।
କେନ୍ଦ୍ର ଅନୁଦାନରେ କିଣା ଯାଇଥିବା ଟୀକା କାର୍ଡ଼ରେ ନବିନ ବାବୁଙ୍କ ଫୋଟୋ ଲଗେଇ ବିଜେଡ଼ି ଦଳୀୟ ପ୍ରଚାର କରିବାର ଘୃଣ୍ୟ ମାନସିକତାକୁ ଆମେ ଘୋର ବିରୋଧ କରୁଛୁ । କାରଣ ସତ୍ୟ ଜାଣିବା ଜନସାଧାରଣଙ୍କ ଅଧିକାର । (ଦୀପ୍ତିମାନ ପତି, ବାଲେଶ୍ୱର )ନୀଳଗିରି
No Result
View All Result