• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାଷ୍ଟର କ୍ୟାଂଟିନ ଛକରୁ ଘୋଡ଼ା ଉଠାଇବା ନିଷ୍ପତିରୁ ସରକାର ଶୀଘ୍ର ଓହରି ଯାଆନ୍ତୁ : କଂଗ୍ରେସ

Proprietor Abhimanyu Maharana by Proprietor Abhimanyu Maharana
June 18, 2021
in ଓଡ଼ିଶା, ମହାନଗର, ହୋମ୍
0
ମାଷ୍ଟର କ୍ୟାଂଟିନ ଛକରୁ ଘୋଡ଼ା ଉଠାଇବା ନିଷ୍ପତିରୁ ସରକାର ଶୀଘ୍ର ଓହରି ଯାଆନ୍ତୁ : କଂଗ୍ରେସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍ , ଶୁକ୍ରବାର ) ଭୁବନେଶ୍ୱର :-  ଭୁବନେଶ୍ୱର ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ନବୀନ ବାବୁଙ୍କ ସରକାର ଯେତେ ବ୍ୟାକୁଳତା ଦେଖାଉଛନ୍ତି ପ୍ରକୃତରେ ସହରକୁ ସ୍ମାର୍ଟ ସିଟି ନା ସ୍ମାସ ସିଟି କରାଯାଉଛି । ଏ ସହରକୁ ସର୍ବସୁନ୍ଦର କରିବା ଆଳରେ ଏ ସହରର ଐତିହ ଏ ରାଜ୍ୟର ପରମ୍ପରା, କଳା ସଂସ୍କୁତିକୁ ସବୁଦିନ ପାଇଁ ଲୁଚେଇ ଦେବା ପାଇଁ ଅପଚେଷ୍ଟା କରାଯାଉନି ତ..? ଦୀର୍ଘ ୫ ବର୍ଷରୁ ଅଧିକ ହେଲାଣି ଏ ସହରକୁ ସ୍ମାର୍ଟସିଟି କରିବା ପରିବର୍ତେ ସବୁ ରାସ୍ତାକୁ ଖୋଳିବା ଏବଂ ଗୋଟିଏ କାମକୁ ଭାଙ୍ଗିବା ପୁଣି ଗଢ଼ିବା ଛଡ଼ା ଏ ପାଂଚ ବର୍ଷ ଭିତରେ ନୂଆକାମ କିଛି ହୋଇନାହିଁ । ଏ ପର୍ଯ୍ୟନ୍ତ ସହରରୁ ଜଳ ନିଷ୍କାସନ ବ୍ୟବସ୍ଥା ହୋଇପାରିଲା ନାହିଁ ।

ସହରର ବିଭିନ୍ନ ଅଂଚଳରେ ପିଇବା ପାଣିର ସମସ୍ୟା ଦୂରିଭୂତ ହୋଇପାରିଲା ନାହିଁ ଏବଂ ନାଳ ନର୍ଦ୍ଦମା କୁ ମଧ୍ୟ ପରିସ୍କାର କରାଯାଇ ପାରିଲା ନାହିଁ । କେବଳ ସହରର ମୁଖ୍ୟ ରାସ୍ତା ଗୁଡ଼ିକୁ ଟେଭଲ ଟାଇଲ ଯୋଡ଼େଇ କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରିବା ସହରର ମୁଖ୍ୟ ରାସ୍ତାଗୁଡ଼ିକୁ ସଂକୁଚିତ କରିବାକୁ ଏ ସରକାର କଣ ସ୍ମାର୍ଟ ସିଟିର ଆଖ୍ୟା ଦେଉଛନ୍ତି କି..? ଆଜି ମାଷ୍ଟରକ୍ୟାଂଟିନ ଗୋଲେଇ ଭିତରେ ଘୋଡ଼ା ସମ୍ମୁଖରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ଆନକୂଲ୍ୟରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ରାଜ୍ୟ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ତାଙ୍କ ବକ୍ତବ୍ୟରେ କହିଲେ ଯେ ଏହି ଘୋଡ଼ା ୧୯୮୯ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ କାଳରେ ଏହି ଘୋଡାଟି ଭୁବନେଶ୍ୱର ସହରର ମୁଖ୍ୟ ଦ୍ୱାରରେ ସ୍ଥାପନ କରାଯାଇଥିଲା ।

ଏହି ଘୋଡ଼ାଟି କେବଳ ପଥର ନିର୍ମିତ ଆକୃତି ନୁହେଁ ଏହା ଓଡ଼ିଶା ସରକାରଙ୍କର ଶାସନର ଚିହ୍ନ ଏହି ଘୋଡ଼ା ଓଡ଼ିଶାର କଳିଙ୍ଗର ବିରତ୍ୱର ଗାଥାକୁ ବହନ କରେ । ଏହି ସଭାରେ ବରିଷ୍ଠ ଆଇନଜୀବି ଶ୍ରୀ ଶିବାନନ୍ଦ ରାୟ ଓଡ଼ିଶା ସରକାରଙ୍କ ତଥା କିଛି ଅଣଓଡ଼ିଆ ସରକାରୀ କର୍ମଚାରୀଙ୍କ ପ୍ରୟୋଜନରେ ଏ ହୀନ ଉଦ୍ୟମ କରାଯାଉଛି । ସରକାର ଅତି ଶୀଘ୍ର ନିଜର ନିଷ୍ପତିକୁ ବଦଳାନ୍ତୁ ୨୧ ବର୍ଷ ଭିତରେ ଏ ସହରର ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ଦେଇ ପାରୁନଥିବା ସରକାର ସ୍ମାର୍ଟ ସିଟି ପରିକଳ୍ପନା ଏକ ଭାଣ୍ଡାମି । ଏହି ପ୍ରତିବାଦ ସଭାରେ ରାଜ୍ୟ କଂଗ୍ରେସର ମୁଖପାତ୍ର ରଜନୀ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରି କହିଲେ ଯେ ପ୍ରଗତିର ନାରେ ନିଜର କଳା, ସଂସ୍କୃତି ଏବଂ ଐତିହକୁ ନଷ୍ଟ କରିଦେବାକୁ ପ୍ରଗତି କୁହାଯାଏ ନାହିଁ ।

ଏହି ଘୋଡାଟି ଓଡ଼ିଶାର ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭୁବନେଶ୍ୱରର ବହୁ ବିଷିଷ୍ଟ ଗୁଣୀଜନଙ୍କର ନିଷ୍ପତିକ୍ରମେ ସ୍ଥାପନ କରାଯାଇଥିଲା । ତନ୍ମମଧ୍ୟରୁ ବିଜୁବାବୁ ମଧ୍ୟ ଅନ୍ୟତମ । ଆଜି ସାରା ବିଶ୍ୱରେ ପ୍ରତ୍ୟେକ ରାଷ୍ଟ୍ର ନିଜର ଐତିହ, କଳା, ସଂସ୍କୃତିକୁ ରକ୍ଷା କରୁଥିଲା ବେଳେ ଓଡ଼ିଶା ସରକାର ଏହାକୁ ନଷ୍ଟ କରିବାରେ ଲାଗିପଡ଼ିଛନ୍ତି ଏହା ହେଉଛି ନବୀନ ବାବୁଙ୍କର ସବୁଠାରୁ ବଡ ଟ୍ରାନସ୍‌ଫରମେସନ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଶୋର ଜେନା, ମନୋରଞ୍ଜନ ଦାଶ, ପ୍ରକାଶ ଜେନା, ସୁବ୍ରତ ମହାପାତ୍ର, ପ୍ରକାଶ ମିଶ୍ର, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ଜୟନ୍ତ ଭୋଇ, ବଟକୃଷ୍ଣ ରାଉତରାୟ, କହ୍ନେଇ ସେଠୀ, ରଣଜିତ ପଟ୍ଟନାୟକ, ବୃନ୍ଦାବନ ସାହୁ, କୁସୁମ ପ୍ରଧାନ, ମୁନି ଥାପ୍ପା, ସଂକୁନା କହଁର, ଜୟକୃଷ୍ଣ ମଲ୍ଲିଆ, ସାଗର ପଟ୍ଟନାୟକ, ରଞ୍ଜିତ ପାତ୍ର, ସ୍ୱାଗତ କର, ବୁନା ମହାନ୍ତି, ଶ୍ରୀଧର ବଳିଆର ସିଂ, ଅକ୍ଷୟ କୁମାର ଦାସ, କୁନା ମୁଦୁଲି, ଶତୃଘ୍ନ ବେହେରା, ଅବିନାଷ ନନ୍ଦ, ବିକାଶ ପଶୁପାଳକ, ଅଖିଲେଷ ଯାଦବ, ଅନିଲ ଦାସ, ଲୁଲୁ ଅହମ୍ମଦ, ପ୍ରତ୍ୟୁଷ ରଞ୍ଜନ ପ୍ରଧାନ, କାଳୁ ସାହୁ, ନୀଳମଣି ମିଶ୍ର, ନୌସର ଅଲ୍ଲୀ, ସୁଧାଂଶୁ ମୋହନ ପଟ୍ଟନାୟକ, ଅଶୋକ ମଙ୍ଗରାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
ମାନବ ସେବା ହିଁ ମାଧବ ସେବା

ମାନବ ସେବା ହିଁ ମାଧବ ସେବା

September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

September 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version