• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୁଗଲ ମିଟ୍ ମାଧ୍ୟମରେ ରାଜ୍ୟ ସ୍ତରୀୟ ଶବର ସମାଜ ର ମହାସଭା – ଆଦିମ ଜନଜାତି ଶଅର ମାନଙ୍କୁ ଶବର ମାନ୍ୟତା ଦେଇ ଜନଜାତି ପ୍ରମାଣ ପତ୍ର ପ୍ରଦାନ କରିବା କୁ ଦାବି

Proprietor Abhimanyu Maharana by Proprietor Abhimanyu Maharana
June 12, 2021
in ଓଡ଼ିଶା, କନ୍ଧମାଳ, ହୋମ୍
0
ଗୁଗଲ ମିଟ୍ ମାଧ୍ୟମରେ ରାଜ୍ୟ ସ୍ତରୀୟ ଶବର ସମାଜ ର ମହାସଭା – ଆଦିମ ଜନଜାତି ଶଅର ମାନଙ୍କୁ ଶବର ମାନ୍ୟତା ଦେଇ ଜନଜାତି ପ୍ରମାଣ ପତ୍ର ପ୍ରଦାନ କରିବା କୁ ଦାବି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର )  ପାଟଣାଗଡ଼ :-  ଓଡ଼ିଶା ରାଜ୍ୟ ଶବର କଲ୍ୟାଣ ମହାସଭା ପକ୍ଷରୁ  ୧୨.୬ ଦିନ ଭିଡିଓ କନଫରେନସିଂ ଜରିଆରେ ରାଜ୍ୟ ସ୍ତରୀୟ ଶବର ସମାଜ ର ମହାସଭା ଅନୁଷ୍ଠିତ ହୋଇଯାଇଛି । ମହାସଂଘ ର ଆହ୍ୱାନ କ୍ରମେ ରାଜ୍ୟର ୩୦ ଟି ଜିଲ୍ଲା ରେ ବସବାସ କରୁଥିବା ଶବର ,ଶହରା ,ଶଓରା ସଉରା ,ଆର୍ଶି ସଉରା ,,ବସେଦ ଶଓରା ,ଭିମ୍ମା ସଓରା, ଚମୁରା ଶବରା ,ଜାରା ଶବର, ଜଦୁସଓରା ,ଜତି ଶଓରା ,ଜୁଆରୀ ଶଓରା ,କିଣ୍ଡାଲ ଶଓରା , କଳାପିଠିଆଶଓରା , କିରାତ ଶବରା ,ଲାଙ୍କିଆ ଶଓରା ଲଲିଆ ଶବର,ମଲ୍ଲ ଶଓରା ,ଲୁଆର ଶଓରା , ଶ୍ରଦ୍ଦା ଶଓରା ,ବେଶୁ ଶଓରା ,ଟଙ୍କଲା ଶଓରା ,ପାତ୍ରୋ ଶଓରା ,ଉଡିଆ ଶଓରା ,ଲୋଧା ଶଓରା ସମାଜ ର ୨୫୦ ରୁ ଉର୍ଦ୍ଧ୍ବ ସମାଜ ର ମୁଖିଆ , ସଭାପତି , ସମାଜ ସେବୀ , କର୍ମ ଚାରି , ବୁଦ୍ଧିଜୀବୀ , ଛାତ୍ର ଯୁବକ ଅଂଶଗ୍ରହଣ କରିଥିଲେ ।ଗଗୁଲ ମିଟ ମହାସଭାରେ ଆଦିମ ଜନଜାତି ଶବର ମାନଙ୍କ ସର୍ବ ପ୍ରାଚୀନ ମହାନ୍ ସଂସ୍କୃତି ,ପ୍ରଥା ପରମ୍ପରା , ଦେବାଦେବୀ ,

ଐତିହ୍ୟ , ଗୀତ ,ବାଦ୍ୟ , ନୃତ୍ୟ ସଂଗୀତ, ଭାଷା, ଧର୍ମ ,ମାନବ ସମାଜର କଲ୍ୟାଣକାରୀ ମନ୍ତ୍ର ଯନ୍ତ୍ର , ତନ୍ତ୍ର ବିଜ୍ଞାନ ର ସୁରକ୍ଷା ସଂରକ୍ଷଣ ଏବଂ ପୁନଃ ଉଦ୍ଧାର କରିବା , ନିଶା ନିବାରଣ କରିବା , ସମାଜ ର ପୁଅ ଝିଅ ମାନଙ୍କୁ ଉଚ୍ଚଶିକ୍ଷା , ଗୁଣାତ୍ମକ ଶିକ୍ଷା , ବୃତ୍ତିଗତ ଶିକ୍ଷା ଆଦି ପ୍ରଦାନ କରିବା ,ଅଣ ଆଦିବାସୀ ମାନଙ୍କୁ , ଆଦିବାସୀ ଶବର ଜମି ବିକ୍ରୟ ନ କରିବା ,ଅନ୍ୟ ଜାତି ର ପୁଅ ଝିଅ ମାନଙ୍କୁ ଶବର ସମାଜ ର ଲୋକ ପୈ।ଷ୍ୟ ପୁଅ ଝିଅ ନକରିବା , ସାମାଜିକ ସାଂସ୍କୃତିକ , ବିବାହ ,ମୃତାହ , ଦେବାଦେବୀ ପୂଜା ପଦ୍ଧତି କାର୍ଯ୍ୟ ରେ ବ୍ରାହ୍ମଣ ନିଯୁକ୍ତି ନ କରିବା , ଶବର ସମାଜ ଆବାହନ କାଳ ରୁ ପ୍ରାଚୀନ ପରମ୍ପରା ରୀତିନୀତି କୁ ଅକ୍ଷୂର୍ଣ୍ଣ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶବର ସମାଜ ଏକତା ଅଖଣ୍ଡତା , ଗର୍ବ ଗୈାରବ ବଜାୟ ରଖିବା , ଶବର ରାଜା ବିଶ୍ଵାବସୁ , ଶ୍ରେଷ୍ଠ ଧନୁର୍ଦ୍ଧାରୀ ଜାରା ଶବର , ଶବର ଶିରୋମଣି ମହାନ୍ ଧନୁର୍ଦ୍ଧାରୀ ଏକଲବ୍ୟ ,ମହାନ ସତୀ ସ୍ବାଧୀ ବିଶ୍ଵ ବନ୍ଦୀତା ଶବରଣୀ ଙ୍କ ବଂଶଧର ଭାବରେ ନିଜର ଜାତି ସମାଜ ର ସ୍ବାଭିମାନ , ମର୍ଯ୍ୟାଦା , ସ୍ବାଧୀନତା , ସ୍ୱତନ୍ତ୍ରତା କୁ ପୂନଃଜୀବିତ କରିବାକୁ ଆହ୍ୱାନ କରାଯାଇଥିଲା ।

ବ୍ରାହ୍ମାଦ୍ରୀ ନୀଳମାଧବଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ଵାବସୁ ଙ୍କ ଗଡ଼ ତଥା ଜନ୍ମସ୍ଥଳୀ କିଣ୍ଟିଲୋ ସ୍ଥିତ ଶବର ପର୍ଲି କୁ ବିଶ୍ଵ ପର୍ଯ୍ୟଟନ ସ୍ଥଳୀ , ଧର୍ମ ପୀଠ ର ମାନ୍ୟତା ଦେବା , ବିଶ୍ଵାବସୁ ଙ୍କ ଗଡ଼ ଶବର ପର୍ଲି ରେ ନବକଳେବର କରି ସାଂସ୍କୃତିକ ସ୍ଥଳର ସୈ। ନ୍ଦର୍ଯ୍ୟକରଣ , ଅତିଥି ଶାଳା , ଧର୍ମ ଶାଳା , ମନ୍ଦିର ପାର୍କ , ପାଚେରି ନିର୍ମାଣ କରିବାକୁ ଦାବି କରାଯାଇଥିଲା । ଆଦିମ ଆଦିବାସୀ ଶବର ମାନଙ୍କୁ ଶବର ମାନ୍ୟତା ଦେଇ ତୁରନ୍ତ ଜନଜାତି ପ୍ରମାଣ ପତ୍ର ପ୍ରଦାନ କରିବାକୁ ଦାବି କରାଯାଇଥିଲା । ଗୁଗୁଲ ମିଟରେ ନିରଞ୍ଜନ ବିଶି ,ରାମ ଶବର ,କମ୍ବୁପାଣି ଶବର , ବିଦ୍ୟାଧର ଦେହୁରୀ , ହୃଷିକେଶ ଭୋଇ ,ବିଷ୍ଣଚରଣ ସାମଲ , ଗୈାତ୍ତମ ପ୍ରଧାନ , ବଳଦେବ ଭୋଇ , ବାଳକୃଷ୍ଣ ଶବର , ଦୟାନିଧି ବୁଡେକ ,ଭୂପାଳ ବିଶ୍ଵାଳ ,କମଳ ଶବର , ଅନିରୁଦ୍ଧ ଦେହୁରୀ , ସର୍ବ ଧର୍ମ ସମ୍ବନୟ ସତ୍ୟ ସିଦ୍ଧି ନୀଳପଦ୍ମ ଆଶ୍ରମ ର ଅଧ୍ୟକ୍ଷ ତଥା ଶବର କୁଳ ଶିରୋମଣି ଶ୍ରୀ ଟିକି ବାବା , ଲକ୍ଷ୍ମୀ ଧର ବେହେରା ,ଶରତ ନାଏକ , ସୁମନ୍ତ ବେହେରା , ଶ୍ରୀ କାନ୍ତ ଦେହୁରୀ , କମଳାକାନ୍ତ ଭୋଇ , ଦେବେନ୍ଦ୍ର ଶଉରା ,ଜଗ ସଓରା ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ପାଟଣାଗଡ଼ ( ଗୋରେଖନାଥ ବରିହା)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

June 13, 2026
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version