• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

Proprietor Abhimanyu Maharana by Proprietor Abhimanyu Maharana
September 13, 2026
in ଓଡ଼ିଶା, ଗଜପତି, ହୋମ୍
0
ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରାଜ୍ୟ ଗାଁ ସାଥୀ(ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଜି ସେମାନଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ୫ଶହରୁ ଉର୍ଦ୍ଧ୍ଵ ଗାଁ ସାଥୀ ସଂଘର ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ତୃଣମୂଳ ସ୍ତରରେ ବିକାଶ ମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଆସୁଥିବା ଗାଁ ସାଥି ଏବେ ହତାଶ ।

ସରକାର ଶୁଣୁନାହାନ୍ତି ସେମାନଙ୍କ ନ୍ୟାର୍ଯ୍ୟ ଦାବି। ମିଳୁନି ଉପଯୁକ୍ତ ପାରିଶ୍ରମିକ। ବାରମ୍ବାର ଗୁହାରି କରିବା ପରେ ବୃଦ୍ଧି ପାଉନି ଦରମା, ଫଳରେ ଜିଲ୍ଲାର ହଜାରରୁ ଉର୍ଦ୍ଧ୍ବ ଗାଁ ସାଥି ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୨୦୦୮ରୁ ନିଯୁକ୍ତି ପାଇଥିବା ଗାଁ ସାଥିକୁ କ୍ୟାଡ଼ର ଭୁକ୍ତ କରିବା ସହ ମାସିକ ୧୫ ହଜାର ଦରମା ପ୍ରଦାନ ସହ ବକେୟା ଥିବା ଦକ୍ଷତା ଭିତ୍ତିକ କାର୍ଯ୍ୟ ବାବଦର ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ଦାବି କରି ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି ।

ଏ ସମ୍ପର୍କରେ ସଂଘର ରାଜ୍ୟ ସଭାପତି କହିଥିଲେ ଯେ, ପୂର୍ବ ସରକାରଙ୍କ ଅମଳରୁ ଏଇ ଗାଁ ସାଥୀ ମାନଙ୍କ ଚାକିରି ଚାଲିଥିଲା କିନ୍ତୁ ସେଥିପାଇଁ ଟଙ୍କାଟିଏ ହେଲେ ମଧ୍ୟ ଦରମା ନେଉ ନ ନେଇ ନିସ୍ୱାର୍ଥପର ଭାବେ ସେବା କାର୍ଯ୍ୟ କରି ଆସୁଥିଲେ। ଗତ ସରକାର ଗାଁ ସାଥୀ ମାନଙ୍କ କାମ ଦେଖି ସେମାନଙ୍କୁ ପ୍ରଶଂସା କରୁଥିଲେ ଯେ ସେମାନଙ୍କ ଯୋଗୁଁ ବିଭିନ୍ନ ଜିଲ୍ଲାରେ ଆଶାତୀତ ଭାବେ ଉନ୍ନତି ଚାଲିଛି । ସମସ୍ତ ମଜଦୂର ସେମାନଙ୍କ ପାରିଶ୍ରମିକ ପ୍ରାପ୍ତ ଠିକ୍ ଭାବେ ପାଉଛନ୍ତି ।

ହେଲେ କିନ୍ତୁ ମଜଦୁରଙ୍କ ଟଙ୍କା ବିଲ୍ କରିଦେଇ ଯୋଗାଡ଼ କରି ଦେଉଥିବା ଏବଂ ନିମ୍ନ ସ୍ତରରୁ ସେମାନଙ୍କ କର୍ଡକୁ ଠିକଠାକ୍ ରଖୁଥିବା ଗାଁ ସାଥୀ ସେଥିପାଇଁ ଟଙ୍କାଟିଏ ହେଲେ ମଧ୍ୟ ପାଉ ନ ଥିଲା । କାମ ଠିକ ହେଉଥିବା ଦେଖି କେନ୍ଦ୍ର ସ୍ତରରେ ବିଜେପି ସରକାର ଏଥିପାଇଁ ବାହାବାହା ନେଉଥିଲା । ଲକ୍ଷ ଲକ୍ଷ ଟଙ୍କା ଆସୁଥିଲା ସେହି ରାସ୍ତାରେ କେବଳ ଏଇ ଗାଁ ସାଥୀ ମାନଙ୍କ ଯୋଗୁଁ । ଗତ ସରକାର ସମୟରେ ଆମେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିବା ସମୟରେ ଏହି ବିଜେପିର ବଡ଼ ବଡ଼ ନେତା ମାନେ ଆସି ଆମକୁ ଆମ ସରକାର ଆସିଲେ ତୁମ ସମାଧାନ ଆମେ କରିଦେବୁ କହି ବିଭିନ୍ନ ଆଶ୍ୱାସନା ଦେଇଥିଲେ ,

ହେଲେ ଆଜି ସେମାନେ ସରକାରରେ ଆସିବା ପରେ ଆମପ୍ରତି ଉଦାସୀନତା ଓ ବୈମାତୃକ ମନୋଭାବ ଦେଖାଇ ଆମ ନ୍ୟାଯ୍ୟ ଦାବୀ ଗୁଡିକ ପ୍ରତି ଘୋର ଅନ୍ୟାୟ ଓ ଅବିଚାର କରୁଛନ୍ତି ଆମର ମୁଖ୍ୟ ନ୍ୟାଯ୍ୟ ଦାବି ହେଉଛି , ଗାଁ ସାଥୀଙ୍କୁ ମାସିକ ୧୫ ହଜାର ଟଙ୍କା ପ୍ରଦାନ , ଗାଁ ସାଥୀ ମାନଙ୍କୁ ସ୍ଥାୟୀ ସରକାରୀ ଚାକିରି ପ୍ରଦାନ ଏବଂ ଗାଁ ସାଥୀଙ୍କୁ ପରିବାର ପାଇଁ ସାମାଜିକ ସୁରକ୍ଷା ପ୍ରଦାନ କରିବା । ଯଦି ଏ ବିଜେପି ସରକାର ଆମ ଦାବି ପ୍ରତି ସମାଧାନ ନ କରନ୍ତି

ତା ହେଲେ ଆସନ୍ତା ୨୩ ତାରିଖ ଦିନ ରାଜ୍ୟ ସରକାରଙ୍କୁ ଏହାର ଝଲକ ଦେଖାଇବୁ ରାଜଧାନୀର ଗାନ୍ଧୀ-ମାର୍ଗରେ ଏହାର ପ୍ରତିବାଦରେ ୬୦ ହଜାର ଗାଁ ସାଥୀ ଏକାଠି ହେବେ। ଏହାଛଡ଼ା ଯଦି ଆସନ୍ତା ଶୀତକାଳୀନ ଅଧିବେଶନରେ ଏ ସରକାର ସେ ପର୍ଯ୍ୟନ୍ତ ଯଦି କିଛି ଦାବି ଗୁଡ଼ିକ ପ୍ରତି ସମାଧାନ ପଦକ୍ଷେପ ନ ନିଏ ଟା ହେଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମେ ଗାଁ ସାଥୀ ମେଟ ମଜଦୂର ସଂଘ ରାଜରାସ୍ତାରେ ବସିବାକୁ ବାଧ୍ୟ ହେବୁ ବୋଲି କହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଡ଼ିଆ ପଞ୍ଚାୟତ ସମିତିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୧୨ ଗୋଟି ଅଭିଯୋଗପତ୍ର ଗ୍ରହଣ

ପଡ଼ିଆ ପଞ୍ଚାୟତ ସମିତିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୧୨ ଗୋଟି ଅଭିଯୋଗପତ୍ର ଗ୍ରହଣ

November 2, 2026
ଗ୍ରୀନ୍‌‌ପ୍ଲାଇ ଆଣିଲା ଏଚ୍‌‌ଡିଏମ୍‌‌ଆର୍ କୋର୍ ଟେକ୍ନୋଲୋଜି ବିଶିଷ୍ଟ ଭାରତର ପ୍ରଥମ ଲେମିନେଟ୍ ଫ୍ଲୋରିଂ

Greenply Launches India’s first Laminate Flooring with HDMR Core Technology

ପୁନଃସ୍ଥାପନ କାର୍ଯ୍ୟର ତଦାରଖ ପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ଟିପିଏସ୍ଓଡିଏଲ୍ ସିଇଓ

TPSODL CEO Visits Cyclone-Hit Areas to Drive Faster Power Restoration

November 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଡ଼ିଆ ପଞ୍ଚାୟତ ସମିତିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୧୨ ଗୋଟି ଅଭିଯୋଗପତ୍ର ଗ୍ରହଣ

ପଡ଼ିଆ ପଞ୍ଚାୟତ ସମିତିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୧୨ ଗୋଟି ଅଭିଯୋଗପତ୍ର ଗ୍ରହଣ

November 2, 2026
ଗ୍ରୀନ୍‌‌ପ୍ଲାଇ ଆଣିଲା ଏଚ୍‌‌ଡିଏମ୍‌‌ଆର୍ କୋର୍ ଟେକ୍ନୋଲୋଜି ବିଶିଷ୍ଟ ଭାରତର ପ୍ରଥମ ଲେମିନେଟ୍ ଫ୍ଲୋରିଂ

Greenply Launches India’s first Laminate Flooring with HDMR Core Technology

November 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version