• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗ୍ରୀନ୍‌‌ପ୍ଲାଇ ଆଣିଲା ଏଚ୍‌‌ଡିଏମ୍‌‌ଆର୍ କୋର୍ ଟେକ୍ନୋଲୋଜି ବିଶିଷ୍ଟ ଭାରତର ପ୍ରଥମ ଲେମିନେଟ୍ ଫ୍ଲୋରିଂ

Proprietor Abhimanyu Maharana by Proprietor Abhimanyu Maharana
November 2, 2026
in ଓଡ଼ିଶା, ମହାନଗର, ହୋମ୍
0
ଗ୍ରୀନ୍‌‌ପ୍ଲାଇ ଆଣିଲା ଏଚ୍‌‌ଡିଏମ୍‌‌ଆର୍ କୋର୍ ଟେକ୍ନୋଲୋଜି ବିଶିଷ୍ଟ ଭାରତର ପ୍ରଥମ ଲେମିନେଟ୍ ଫ୍ଲୋରିଂ
Share on FacebookShare on TwitterWhatsapp

  • ଏହି ନୂତନ ରେଞ୍ଜ୍ କାଠ ଭଳି ଆକର୍ଷଣୀୟ ଡିଜାଇନ୍‌, ଇନ୍‌‌ଷ୍ଟଲେସନ୍ ଏବଂ ମନୋନୀତ ଗ୍ରେଡ୍ ଉପରେ ଲାଇଫ୍‌‌ଟାଇମ୍ ରେସିଡେନ୍ସିଆଲ୍ ୱାରେଣ୍ଟି ସହିତ ମଏଶ୍ଚର (ଆର୍ଦ୍ରତା) ସମ୍ବନ୍ଧୀୟ ସମସ୍ୟାର ସମାଧାନ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭାରତର ଅନ୍ୟତମ ଅଗ୍ରଣୀ ଇଣ୍ଟେରିୟର ଇନ୍‌‌ଫ୍ରାଷ୍ଟ୍ରକ୍ଚର କମ୍ପାନୀ, ଗ୍ରୀନ୍‌‌ପ୍ଲାଇ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଏଚ୍‌‌ଡିଏମ୍‌‌ଆର୍ କୋର୍ ଟେକ୍ନୋଲୋଜି ସହିତ ଗ୍ରୀନ୍‌‌ପ୍ଲାଇ ଲେମିନେଟ୍ ଫ୍ଲୋରିଂର ଶୁଭାରମ୍ଭ କରିଛି, ଯାହା ମଏଶ୍ଚର ରେସିଷ୍ଟାନ୍ସ (ଆର୍ଦ୍ରତା ପ୍ରତିରୋଧ) ଆବଶ୍ୟକ ଥିବା ବର୍ଗରେ ଏକ ନୂଆ ଉତ୍ପାଦ । ମିଡ୍‌-ପ୍ରିମିୟମ୍‌‌ରୁ ପ୍ରିମିୟମ୍ ସେଗମେଣ୍ଟରେ ସ୍ଥାନିତ ଏହି ରେଞ୍ଜ୍ ସାଧାରଣ ଲେମିନେଟ୍ ଫ୍ଲୋରିଂର ମୁଖ୍ୟ ସମସ୍ୟାଗୁଡ଼ିକର ସମାଧାନ କରିବା ସହ ପ୍ରାକୃତିକ କାଠର ରୂପ, ସହଜ ସ୍ଥାପନ ଏବଂ କମ୍ ରକ୍ଷଣାବେକ୍ଷଣ ଆବଶ୍ୟକତାର ସୁବିଧା ପ୍ରଦାନ କରୁଛି । ଗ୍ରୀନ୍‌‌ପ୍ଲାଇ ଏହି ଉତ୍ପାଦକୁ ଭାରତର ପ୍ରଥମ ଏଚ୍‌‌ଡିଏମ୍‌‌ଆର-କୋର୍ ଲେମିନେଟ୍ ଉଡ୍ ଫ୍ଲୋରିଂ ଭାବେ ଉପସ୍ଥାପନ କରିଛି, ଯାହା ଭାରତୀୟ ଘର ଏବଂ ଇଣ୍ଟେରିୟର ସ୍ପେସ୍ ପାଇଁ ଫ୍ଲୋରିଂ କ୍ଷେତ୍ରରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରୁଛି । ଆଧୁନିକ ଇଣ୍ଟେରିୟର ଡିଜାଇନ୍ ପାଇଁ କାଠ ଭଳି ଦେଖାଯାଉଥିବା ଫ୍ଲୋରିଂ ଏକ ଗୁରୁତ୍ୱପୂର୍ଣ୍ଣ ପସନ୍ଦ ପାଲଟିଛି, ଯାହା ବିଭିନ୍ନ ଶୈଳୀର ଘର ଏବଂ ବାଣିଜ୍ୟିକ ସ୍ଥାନଗୁଡ଼ିକରେ ପ୍ରାକୃତିକ କାଠର ସୌନ୍ଦର୍ଯ୍ୟ ପ୍ରଦାନ କରୁଛି । ହେଲେ, ଆର୍ଦ୍ରତା ଏହାର ସବୁଠାରୁ ବଡ଼ ସମସ୍ୟା, ଯାହା ଭାରତରେ କାଠ ଫ୍ଲୋରିଂ ନଷ୍ଟ ହେବାର ପ୍ରାୟ ୫୫ ପ୍ରତିଶତ କାରଣ । ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ ଲଗାଇବା ପଦ୍ଧତି ଏବଂ ଅନୁପଯୁକ୍ତ ସବ୍‌‌ଫ୍ଲୋରିଂ, ଅତ୍ୟଧିକ ଓଦା ପୋଛା ଏବଂ କଠିନ ରକ୍ଷଣାବେକ୍ଷଣ, ଜୈବିକ କ୍ଷୟ ଏବଂ ଉଇ ଲାଗିବା ସମସ୍ୟା ସାମିଲ ରହିଛି । ଏହି କାରଣଗୁଡ଼ିକ ଫ୍ଲୋରିଂର ସୌନ୍ଦର୍ଯ୍ୟ ଏବଂ ସ୍ଥାୟିତ୍ୱକୁ ପ୍ରଭାବିତ କରିଥାଏ ।

ଭାରତର ପ୍ରଥମ ଏଚ୍‌‌ଡିଏମ୍‌‌ଆର୍ କୋର୍ ଲେମିନେଟ୍ ଉଡ୍ ଫ୍ଲୋରିଂ ବିଶିଷ୍ଟ ଗ୍ରୀନ୍‌‌ପ୍ଲାଇ ଲେମିନେଟ୍ ଫ୍ଲୋରିଂ, ଆର୍ଦ୍ରତାକୁ ପ୍ରତିରୋଧ କରିବା ପାଇଁ ପ୍ରସ୍ତୁତ ଏକ ଇଞ୍ଜିନିୟରଡ୍ କୋର୍ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ବିକଶିତ କରାଯାଇଛି, ଯାହା ଡିଜାଇନ୍ ଏବଂ କାର୍ଯ୍ୟକାରିତାକୁ ଏକତ୍ର କରୁଛି । ଭାରତର ବିଭିନ୍ନ ଜଳବାୟୁ ପରିସ୍ଥିତି ପାଇଁ ପ୍ରସ୍ତୁତ ଏହି ଉତ୍ପାଦ ଗରମ, ଥଣ୍ଡା, ଅତ୍ୟଧିକ ଆର୍ଦ୍ରତା ଏବଂ ବର୍ଷା ଦିନ ଭଳି ବିଭିନ୍ନ ପରିବେଶ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରୁଛି  | ଏହି କଲେକ୍ସନ‌ ଜଳ-ପ୍ରତିରୋଧୀ (ୱାଟର-ରେସିଷ୍ଟାଣ୍ଟ) ଏବଂ ଅଗ୍ନି-ପ୍ରତିରୋଧୀ (ଫାୟାର-ରେସିଷ୍ଟାଣ୍ଟ) ଗୁଣ ସହିତ ଆଣ୍ଟିମାଇକ୍ରୋବିଆଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ବୈଶିଷ୍ଟ୍ୟକୁ ମଧ୍ୟ ଏକତ୍ର କରୁଛି । ଏହାର ସହଜରେ ସଫା ହୋଇପାରୁଥିବା ସର୍ଫେସ୍ ରୁଟିନ୍ ରକ୍ଷଣାବେକ୍ଷଣକୁ କମ୍ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଭାରତୀୟ ପରିବାରଗୁଡ଼ିକ ପାଇଁ ଉପଯୁକ୍ତ ଯେଉଁଠାରେ ଧୂଳି, ଦୈନନ୍ଦିନ ଖାଦ୍ୟ/ପାଣି ପଡ଼ିବା ଏବଂ ବଦଳୁଥିବା ପାଣିପାଗ କାରଣରୁ ନିୟମିତ ସଫେଇ ଆବଶ୍ୟକ ହୋଇଥାଏ । ସାଇଟ୍ ପରିସ୍ଥିତି ଅନୁସାରେ, କୌଣସି ଅଠା (ଏଡ୍‌‌ହିସିଭ୍‌) କିମ୍ବା ଶୁଖିବା ସମୟ (କ୍ୟୁରିଂ ଟାଇମ୍‌) ବିନା ପ୍ରାୟ ଛଅରୁ ସାତ ଘଣ୍ଟା ମଧ୍ୟରେ ୧,୦୦୦ ବର୍ଗ ଫୁଟ୍ ଅଞ୍ଚଳ ସ୍ଥାପନ କରାଯାଇପାରିବ । ଏହି ଫ୍ଲୋରିଂ ପୋଷା ଜୀବଜନ୍ତୁ (ପେଟ୍‌-ଫ୍ରେଣ୍ଡଲି) ପାଇଁ ମଧ୍ୟ ଅନୁକୂଳ । ଏହି କଲେକ୍ସନ‌ରେ ବିଭିନ୍ନ ପ୍ରକାରର କାଠରୁ ଅନୁପ୍ରାଣିତ ଡିଜାଇନ୍ ସାମିଲ ରହିଛି, ଯେଉଁଥିରେ ବିଭିନ୍ନ ଓକ୍ କିସମ, ହାଲୁକା ନୋର୍ଡିକ୍ ଟୋନ୍ ଏବଂ ଗାଢ଼ କାଠ ଫିନିସ୍ ସାମିଲ ରହିଛି ।

ଓପନ୍‌-ଗ୍ରେନ୍ ଟେକ୍ସଚର୍ ଏବଂ ବିଭିନ୍ନ କଟିଂ ପ୍ୟାଟର୍ନ୍ ଇଣ୍ଟେରିୟର ଷ୍ଟାଇଲର ବିକଳ୍ପ ପ୍ରଦାନ କରୁଥିବା ବେଳେ କ୍ଲାସିକ୍ ପ୍ଲାଙ୍କ୍‌, ଲଙ୍ଗ୍ ପ୍ଲାଙ୍କ୍ ଏବଂ ହେରିଂବୋନ୍ ଫୋର୍ମାଟ୍ ଡିଜାଇନ‌ର୍ମାନଙ୍କୁ ଭିନ୍ନ ଭିନ୍ନ ଦୃଶ୍ୟମାନ ପ୍ରଭାବ ସୃଷ୍ଟି କରିବାରେ ସାହାଯ୍ୟ କରୁଛି । ଏସି-୩ ରୁ ଏସି-୫ ଆବ୍ରେସନ୍ ଗ୍ରେଡ୍ ଏବଂ ୮ ମିଲିମିଟରରୁ ୧୨ ମିଲିମିଟର ପର୍ଯ୍ୟନ୍ତ ମୋଟେଇରେ ଉପଲବ୍ଧ ଏହି ରେଞ୍ଜ୍ ବିଭିନ୍ନ ଆବଶ୍ୟକତାକୁ ପୂରଣ କରୁଛି |ଏହି ଶୁଭାରମ୍ଭ ସମ୍ପର୍କରେ ଗ୍ରୀନ୍‌‌ପ୍ଲାଇ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସାନ୍ନିଧ୍ୟ ମିତ୍ତଲ କହିଛନ୍ତି, “ଭାରତୀୟ ଗ୍ରାହକମାନେ ଆଧୁନିକ ଇଣ୍ଟେରିୟରକୁ ଅଧିକ ଆପଣାଉଥିବାରୁ, କାଠ-ଅନୁପ୍ରାଣିତ ଫ୍ଲୋରିଂ ସେମାନଙ୍କ ରହିବା ସ୍ଥାନକୁ ସଜାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ତେବେ, ଏକ ଡିଜାଇନ୍‌‌ର ଆକର୍ଷଣ ଦୈନନ୍ଦିନ ପରିସ୍ଥିତିରେ କାର୍ଯ୍ୟ କରିବାର କ୍ଷମତା ସହିତ ମେଳ ଖାଇବା ଉଚିତ୍‌, ବିଶେଷ କରି ଆମ ଦେଶରେ ଯେଉଁଠାରେ ଆର୍ଦ୍ରତା ଫ୍ଲୋରିଂ ପାଇଁ ଏକ ମୁଖ୍ୟ ସମସ୍ୟା ହୋଇପାରେ । ଆମେ ବିଶ୍ୱାସ କରୁ ଯେ ଗ୍ରାହକମାନେ ଲେମିନେଟ୍ ଫ୍ଲୋରିଂ ଏକ ସମାଧାନର ସୁଯୋଗ । ଏଥିସହିତ ଏହା ସୌନ୍ଦର୍ଯ୍ୟ ଏବଂ ନୂତନ ବିଶ୍ୱସ୍ତରୀୟ ଟ୍ରେଣ୍ଡ୍ ଦ୍ୱାରା ଅନୁପ୍ରାଣିତ ଆମର ଏଚ୍‌‌ଡିଏମ୍‌‌ଆର-କୋର୍ ଲେମିନେଟ୍ ଫ୍ଲୋରିଂ, ଗ୍ରୀନ୍‌‌ପ୍ଲାଇରୁ ଗ୍ରାହକମାନେ ଆଶା କରୁଥିବା ଗୁଣବତ୍ତା ଏବଂ ସ୍ଥାୟିତ୍ୱ ଦ୍ୱାରା ସମର୍ôଥତ । ଏହି ଶୁଭାରମ୍ଭ ଆମର ବ୍ୟକ୍ତିଗତ ଉତ୍ପାଦ ବର୍ଗରୁ ଆଗକୁ ବଢ଼ି ଆଧୁନିକ ଇଣ୍ଟେରିୟର ପାଇଁ ନିର୍ଭରଯୋଗ୍ୟ ସମାଧାନ ପ୍ରଦାନ କରିବାର ବୃହତ୍ତର ଆକାଂକ୍ଷାକୁ ପ୍ରତିଫଳିତ କରୁଛି ।” ଏହି କଲେକ୍ସନ‌ ଏକ ଫ୍ଲୋଟିଂ-ଫ୍ଲୋର୍ ଇନ୍‌‌ଷ୍ଟଲେସନ୍ କନସେପ୍ଟ ମଧ୍ୟ ରହିଛି ଯାହା ଏହାକୁ ଖୋଲିବା (ଡିସ୍‌‌ମାଣ୍ଟଲ୍‌) ଏବଂ ପୁନଃସ୍ଥାପନ (ରିଇନ୍‌‌ଷ୍ଟଲ୍‌) କରିବାର ସୁବିଧା ପ୍ରଦାନ କରୁଛି । ଆବାସିକ ବ୍ୟବହାର ପାଇଁ, ଦାଗ, ଫିକା ପଡ଼ିବା, ଏବଂ କ୍ଷୟକ୍ଷତି ବିରୋଧରେ ୱାରେଣ୍ଟି କଭରେଜ୍ ଉତ୍ପାଦ ଗ୍ରେଡ୍ ଉପରେ ନିର୍ଭର କରି ୧୦ ବର୍ଷରୁ ଲାଇଫ୍‌‌ଟାଇମ୍ ପର୍ଯ୍ୟନ୍ତ ରହିଛି । ଏସି-୫ ରେଞ୍ଜ୍ ଉପରେ ଦିଆଯାଉଥିବା ଲାଇଫ୍‌‌ଟାଇମ୍ ରେସିଡେନ୍ସିଆଲ୍ ୱାରେଣ୍ଟି ଗ୍ରୀନ୍‌‌ପ୍ଲାଇର ଫ୍ଲୋରିଂ ସମାଧାନର ଗୁଣବତ୍ତା ଏବଂ ସ୍ଥାୟିତ୍ୱ ଉପରେ ଥିବା ବିଶ୍ୱାସକୁ ଦର୍ଶାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଡ଼ିଆ ପଞ୍ଚାୟତ ସମିତିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୧୨ ଗୋଟି ଅଭିଯୋଗପତ୍ର ଗ୍ରହଣ

ପଡ଼ିଆ ପଞ୍ଚାୟତ ସମିତିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୧୨ ଗୋଟି ଅଭିଯୋଗପତ୍ର ଗ୍ରହଣ

November 2, 2026
ଗ୍ରୀନ୍‌‌ପ୍ଲାଇ ଆଣିଲା ଏଚ୍‌‌ଡିଏମ୍‌‌ଆର୍ କୋର୍ ଟେକ୍ନୋଲୋଜି ବିଶିଷ୍ଟ ଭାରତର ପ୍ରଥମ ଲେମିନେଟ୍ ଫ୍ଲୋରିଂ

Greenply Launches India’s first Laminate Flooring with HDMR Core Technology

ପୁନଃସ୍ଥାପନ କାର୍ଯ୍ୟର ତଦାରଖ ପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ଟିପିଏସ୍ଓଡିଏଲ୍ ସିଇଓ

TPSODL CEO Visits Cyclone-Hit Areas to Drive Faster Power Restoration

November 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଡ଼ିଆ ପଞ୍ଚାୟତ ସମିତିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୧୨ ଗୋଟି ଅଭିଯୋଗପତ୍ର ଗ୍ରହଣ

ପଡ଼ିଆ ପଞ୍ଚାୟତ ସମିତିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୧୨ ଗୋଟି ଅଭିଯୋଗପତ୍ର ଗ୍ରହଣ

November 2, 2026
ଗ୍ରୀନ୍‌‌ପ୍ଲାଇ ଆଣିଲା ଏଚ୍‌‌ଡିଏମ୍‌‌ଆର୍ କୋର୍ ଟେକ୍ନୋଲୋଜି ବିଶିଷ୍ଟ ଭାରତର ପ୍ରଥମ ଲେମିନେଟ୍ ଫ୍ଲୋରିଂ

Greenply Launches India’s first Laminate Flooring with HDMR Core Technology

November 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version