• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଦିବାସୀ ଶବର ମହାସଂଘ ର ରାଜ୍ୟସ୍ତରୀୟ ଗୁଗୁଲ ମିଟ ଓ ଆଲୋଚନା ଚକ୍ର

Proprietor Abhimanyu Maharana by Proprietor Abhimanyu Maharana
June 12, 2021
in ଓଡ଼ିଶା, ବଲାଙ୍ଗିର, ହୋମ୍
0
ଆଦିବାସୀ ଶବର ମହାସଂଘ ର ରାଜ୍ୟସ୍ତରୀୟ ଗୁଗୁଲ ମିଟ ଓ ଆଲୋଚନା ଚକ୍ର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର )  ପାଟଣାଗଡ଼ :- ବର୍ତ୍ତମାନ ଦେଶ ରେ କରୋନା ମହାମାରୀ କୁ ଆଖି ଆଗରେ ରଖି ଗୁଗୁଲ ମିଟ ମାଧ୍ୟମ ରେ ରାଜ୍ୟ ସ୍ତରୀୟ ଶବର ସମାଜ ର ମହାସଭା ଓଡିଶା ରାଜ୍ୟ ଶବର କଲ୍ୟାଣ ମହାସଂଘ ତରଫ ରୁ ଭିଡିଓ କନଫରେନ୍ସି ଜରିଆରେ ରାଜ୍ୟସ୍ତରୀୟ ଶବର ସମାଜ ର ମହାସଭା ଅନୁଷ୍ଠିତ ହୋଇଯାଇଛି। ମହାସଂଘ ର ଆହ୍ଵାନ କ୍ରମେ ରାଜ୍ୟ ର ୩୦ ଟି ଜିଲ୍ଲା ରେ ବସବାସ କରୁଥିବା ଶବର, ଶହର, ଶଓରା, ସଉରା, ଆର୍ଶୀ ସଓରା, ବେସଦ ଶଓରା, ଭୀମମା ଶଓରା, ତୁମୁରା ଶଓରା, ଜାରା ଶବର, ଜଦୁ ଶବର, ଜତୁ ଶଓରା, ଜାତି ଶଓରା, ଜୁଆରି ଶଓରା, କମ୍ପ ଶଓରା, କିଣ୍ଡଲ ଶଓରା, କଳାପିଠିଆ ଶଓରା, କିରାତ ଶଓରା, ଲାଞ୍ଜିଆ ଶଓରା, ଲରିଆ ଶବର, ଲୁଆର ଶଓରା, ଶରଦ୍ଦା ଶଓରା, ଟଙ୍କଲା ଶଓରା,

ବେଣୁ ଶଓରା, ଲୋଧା ସମାଜ ର ୨୫୦ ରୁ ଉର୍ଦ୍ଧ ସମାଜ ର ମୁଖୀଆ, ସମାଜ ସେବି, ସଭାପତି, କର୍ମଚାରୀ, ବୁଦ୍ଧିଜୀବୀ, ଛାତ୍ର, ଯୁବକ, ଅଂଶ ଗ୍ରହଣ କରିଥିଲେ। ଗୁଗଲ ମିଟ ମହାସଭା ରେ ଆଦିମ ଜନଜାତି ଶବର ମାନଙ୍କ ସର୍ବ ପ୍ରାଚୀନ ମହାନ ସଂସ୍କୃତି , ପ୍ରଥା ପରମ୍ପରା, ଦେବାଦେବୀ, ଐତିହ, ଗୀତ, ବାଦ୍ୟ, ନୃତ୍ୟ, ସଂଗୀତ, ଭାଷା, ଧର୍ମ ମାନବ ସମାଜ ର କଲ୍ୟାଣକାରୀ ଯନ୍ତ୍ର, ମନ୍ତ୍ର, ତନ୍ତ୍ର, ବିଜ୍ଞାନ ରା ସୁରକ୍ଷା , ସରଙ୍ଖ୍ୟଣ ଏବଂ ପୁନରୁଦ୍ଧାର କରିବା, ନିଶା ନିବାରଣ କରିବା, ସମାଜ ର ପୁଅ ଝିଅମାନଙ୍କୁ ଉଚ୍ଚଶିକ୍ଷା, ଗୁଣାତ୍ମକ ଶିକ୍ଷା , ବୃତ୍ତିଗତ ଶିକ୍ଷ୍ୟା ପ୍ରଦାନ କରିବା , ଅଣ ଆଦିବାସୀ ମାନଙ୍କୁ ଆଦିବାସୀ ଶବର ଜମି ବିକ୍ରୟ ନ କରିବା , ଅନ୍ୟ ଜାତିର ପୁଅଝିଅ ମାନଙ୍କୁ ଶବର ସମାଜ ର ଲୋକ ପୋଷ୍ୟ ପୁଅଝିଅ ନ କରିବା, ସାମାଜିକ, ସଂସ୍କୃତିକ, ବିବାହ, ମୃତାହ, ଦେବାଦେବୀ ପୂଜା ପଦ୍ଧତି କାର୍ଯ୍ୟରେ ବ୍ରାହ୍ମଣ ନିଯୁକ୍ତି ନକରି ଶବର ସମାଜ ର ଆବହମାନ କାଳରୁ ପ୍ରଚଳିତ ପ୍ରାଚୀନ ପ୍ରଥା ପରମ୍ପରା ରୀତିନୀତି କୁ ଅକ୍ଷ୍ଯୁର୍ଣ ରଖିବାକୁ ନିସ୍ପତି କରଯାଇଥିଲା ।

ଶବର ସମାଜର ଏକତା, ଅଖଣ୍ଡତା, ଗର୍ବ ଗୌରବ ବଜାୟ ରଖିବା, ଶବର ରାଜା ବିଶ୍ଵାବସୁ, ଶ୍ରେଷ୍ଠ ଧନୁର୍ଦ୍ଧର ଜାରା ଶବର, ଶବର ଶିରୋମଣି ମହାନ ଧନୁର୍ଦ୍ଧାରୀ ଏକଲବ୍ୟ, ମହାନ ସତୀସ୍ଵାଧ୍ଵୀ ବିଶ୍ଵବନ୍ଦିତା ଶବରଣୀ ଙ୍କ ବଂଶଧର ଭାବରେ ନିଜର ଜାତି ସମାଜର ସ୍ଵାଭିମାନ, ମର୍ଯ୍ୟାଦା, ସ୍ଵାଧୀନତା, ସ୍ଵତନ୍ତ୍ରତା, ପୁନଃଜୀବିତ କରିବାକୁ ଆହ୍ଵାନ କରଯାଇଥିଲା। ବ୍ରହ୍ମାଦି ନୀଳମାଧବ ଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ଵାବସୁ ଙ୍କ ଗଡ ତଥା ଜନ୍ମସ୍ଥଳି କଣ୍ଟିଲୋ ସ୍ଥିତ ଶବରପଲ୍ଲୀ (କଳିଆପଲ୍ଲୀ) କୁ ବିଶ୍ଵ ପର୍ଯ୍ୟଟନ ସ୍ଥଳୀ , ଧର୍ମ ପିଠ ର ମାନ୍ୟତା ଦେବା, ବିଶ୍ଵାବସୁ ଙ୍କ ଗଡ ଶବରପଲ୍ଲୀ (କଳିଆପଲ୍ଲୀ)ରେ ନବକଳେବର କରି ସଂସ୍କୃତିକ ସ୍ଥଳ ର ସୌନ୍ଦର୍ଜ୍ୟାକରଣ, ଅତିଥିଶାଳା, ଧର୍ମଶାଳା, ମନ୍ଦିର ପାର୍କ, ପାଚେରି ନିର୍ମାଣ କରିବାକୁ ଦାବି କରଯାଇଥିଲା ।

ଗୁଗୁଲ ମିଟ ରେ ଶବର ସମାଜ ର ସଭାପତି ନିରଞ୍ଜନ ବିଶି, ରାମ ଶବର, କମଭୁପାଣି ଶବର, ବିଦ୍ୟାଧର ଦେହୁରି, ହୃଷୀକେଶ ଭୋଇ, ବିଷ୍ଣୁ ଚରଣ ସାମଲ, ଗୌତମ ପ୍ରଧାନ, ବଳଦେବ ଭୋଇ, ବାଳକୃଷ୍ଣ ଶବର, ଦୟାନିଧି ବୁଡେନ, ଭୁପାଳ ବିଶ୍ଵାଳ, କମଳ ଶବର, ଅନିରୁଦ୍ଧ ଦେହୁରି, ସର୍ବଧର୍ମ ସମନ୍ଵୟ ମହାଶିଦ୍ଧ ନୀଳପଦ୍ମ ଆଶ୍ରମର ଅଧ୍ୟକ୍ଷ ତଥା ଶବରକୁଳ ଶିରୋମଣି ଶ୍ରୀଶ୍ରୀ ଟିକିବାବା, ଲକ୍ଷ୍ମୀଧର ବେହେରା, ଶରତ ନାୟକ, ସୁମନ୍ତ ବେହେରା, ଶ୍ରୀକାନ୍ତ ଦେହୁରି, କମଳାକାନ୍ତ ଭୋଇ, ଦେବେନ୍ଦ୍ର ଶଉରା, ଜଗ ସଓରା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । (ଗୋରେଖନାଥ ବରିହା )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version