No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୧ ଜୁନ୍ , ଶୁକ୍ରବାର ) ବେତନଟୀ :- ବେତନଟୀ ବ୍ଲକ ଭାଇସ୍ ଚେୟାରମ୍ୟାନ ଓ ମୟୂର ସେନା ମୟୂରଭଞ୍ଜର ପ୍ରତିଷ୍ଠାତା କୁନା ମହାନ୍ତ, ପ୍ରେସିଡେଣ୍ଟ ଭିଶାଲ ଖଣ୍ଡେଲୱାଲ, ଉପସଭାପତି ତପନ ବିନ୍ଧାଣି,ସେକ୍ରେଟେରୀ କେଶବ ନାଥ,କାର୍ଯ୍ୟକର୍ତା ଜୟପ୍ରକାଶ ଧଳ,ଯଶ୍ୱବନ୍ତ ମହାନ୍ତ,ବୁଲେଟ ମହାନ୍ତଙ୍କ ସହଯୋଗରେ ଦହିକୋଟୀ ଗ୍ରାମପଞ୍ଚାୟତର
ଭାଲିଆ ଗ୍ରାମର ଜଣେ ଅସହାୟ ବିଧବା ମାଁର ପୁଅର ସୁଧିକ୍ରିୟା ପାଇଁ ବସ୍ତ୍ର ଓ କିଛି ଅର୍ଥ ଦେଇ ସାହାଯ୍ୟ ସହଯୋଗର ହାତ ବଢାଇଲେ।ଆଗାମୀ ଦିନରେ ଆହୁରି ଏହିଭଳିଆ କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି l ବେତନଟୀ ଅଂଚଳର ବୁଦ୍ଧିଜୀବି ଓ ବିଭିନ୍ନ ମହଲୁରୁ ପ୍ରସଂଶା ଓ ଶୁଭେଚ୍ଛା ଆସୁଛି l (ଦୀପ୍ତିମାନ ପତି, ମୟୂରଭଞ୍ଜ)
No Result
View All Result