No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ଜଟଣୀ :- ୯/୬ :- ଖୋର୍ଦ୍ଧା ଜିଲ୍ଲାକୁ କେନ୍ଦ୍ର ଗ୍ରାମିଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୧୪,୦୦୦ରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଛି।ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ବ୍ଳକରେ ବିଜେପି ନେତା ଓ କର୍ମୀମାନେ ମନ୍ତ୍ରାଣାଳୟରୁ ଆସିଥିବା ଚିଠିକୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରି ଯଥାଶୀଘ୍ର କାର୍ଯ୍ୟକ୍ଷମ କରି ହିତାଧିକାରୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ ପୂର୍ବକ ଜଟଣୀରେ ବିଜେପିର ଯୁବନେତା ବିଶ୍ୱରଞ୍ଜନ “ଲୁଲୁ” ବଡ଼ଜେନା ଓ ସାଂସଦ ପ୍ରତିନିଧି ରବିନାରାୟଣ ସ୍ବାଇଁ (ରଘୁ) ଙ୍କ ନେତୃତ୍ୱରେ ବ୍ଳକ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । (ଇଫତେଖାର ଅଲ୍ଲୀ)
No Result
View All Result