No Result
View All Result
ମଣିଷ ନିଜର ସୁଖ ସ୍ୱାଛନ୍ଦ ପାଇଁ
ପରିବେଶ ନଷ୍ଟ କରିଛି ଓ କରୁଛି – ।
ନିଜର ଯେତିକି କ୍ଷତି କରୁଛି –
ଭବିଷ୍ୟତ ପୀଢ଼ୀ, ସମାଜ ଏବଂ ସଭ୍ୟତା ପାଇଁ
ଶତଗୁଣ କ୍ଷତି କରୁଛେ – – – ।
ଦୟାକରି ବଂଦ କର ନଷ୍ଟ କରିବା ।
ବରଂ ସମୟ ଓ ଶ୍ରମ ଦିଅ ପରିବେଶର ସୁରକ୍ଷାପାଇଁ
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ଭୁବନେଶ୍ୱର :- ନୟାଗଡ଼ ଜିଲ୍ଲା ର ବିଧାୟକ ତଥା ରାଜ୍ୟ କୃଷି , ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କରିଛନ୍ତି ମନ୍ତ୍ରୀ ।
ଡ଼.ସାହୁ ଆଜି ନୟାଗଡ଼ ଗ୍ରସ୍ତ କରି ଇଟାମାଟି ସ୍ଥିତ ଯୁକ୍ତ ଦୁଇ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ପରିସର ଠାରେ ମନ୍ତ୍ରୀ ବୃକ୍ଷ ରୋପଣ କରିଥିବା ଦେଖାଦେଇଛି । ଗୁଆ,ଅଁଳା ଓ ଲିମ୍ବ ଇତ୍ୟାଦି ବୃକ୍ଷ ଲଗାଯାଇଛି । ଛାତ୍ର ଛାତ୍ରୀ ତଥା କିଛି ଯୁବ ନେତା ଙ୍କ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
No Result
View All Result