• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନ୍ୟୁହଲାଣ୍ଡ ଏଗ୍ରିକଲଚର ଇଣ୍ଡିଆନ୍ ଟ୍ରାକ୍ଟର ଅଫ ଦ ଇୟର ଆୱାର୍ଡରେ ଚାରୋଟି ପୁରସ୍କାର ହାସଲ କଲା

Proprietor Abhimanyu Maharana by Proprietor Abhimanyu Maharana
June 4, 2021
in ଓଡ଼ିଶା, ମହାନଗର, ହୋମ୍
0
ନ୍ୟୁହଲାଣ୍ଡ ଏଗ୍ରିକଲଚର ଇଣ୍ଡିଆନ୍ ଟ୍ରାକ୍ଟର ଅଫ ଦ ଇୟର ଆୱାର୍ଡରେ ଚାରୋଟି ପୁରସ୍କାର ହାସଲ କଲା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ଭୁବନେଶ୍ୱର :- ନ୍ୟୁହଲାଣ୍ଡ ଏଗ୍ରିକଲଚର, ସିଏନଏଚ୍‌ ଇଣ୍ଡଷ୍ଟ୍ରିଆଲ୍ ର ଏକ ବ୍ରାଣ୍ଡ ଆଇଟୋଟି ୨୦୨୧ ରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ହାସଲ କରି ଭାରତରେ ନିଜର ଅଗ୍ରଣୀ ସ୍ଥାନ ଓ ଜନପ୍ରିୟତାକୁ ସୁନିଶ୍ଚିତ କରାଇପାରିଛି । ଟ୍ରାକ୍ଟର ଜଙ୍କସନ୍ ଦ୍ୱାରା ଆୟୋଜିତ ଏହି ପୁରସ୍କାର ଉତ୍ସବରେ କମ୍ପାନୀ ଚାରୋଟି ଶ୍ରେଣୀ ବିଭାଗରେ ସମ୍ମାନ ପାଇବାରେ ଯୋଗ୍ୟ ବିବେଚିତ ହୋଇଛି ଯଥା ୫୧-୬୦ ଐଚ: ମଧ୍ୟରେ ସର୍ବୋତମ ଟ୍ରାକ୍ଟର ନ୍ୟୁ ହଲାଣ୍ଡ ୩୬୩୦ଟିଏକ୍ସ ସ୍ପେଶାଲ୍ ଏଡିଶନ୍‌, ବ୍ୟବସାୟିକ ପ୍ରୟୋଗ ପାଇଁ ସର୍ବୋତମ ଟ୍ରାକ୍ଟର : ନ୍ୟୁ ହଲାଣ୍ଡ ୩୨୩୦ଏନ୍‌ଏକ୍ସ, ସର୍ବୋତମ ଡିଜାଇନ୍ ଟ୍ରାକ୍ଟର: ନ୍ୟୁ ହଲାଣ୍ଡ ଏକ୍ସେଲ ଅଲଟିମା ୫୫୧୦, ସର୍ବୋତମ କର୍ପୋରେଟ ସୋସିଆଲରେ ସବାନ ସିବିଲିଟି ଉପକ୍ରମ: ନ୍ୟୁହଲାଣ୍ଡ – ଫସଲ ଅବଶିଷ୍ଟାଂଶ ଦହନ ନିରାକରଣ ନଡାକୁଟା ଆଦି ପରିଚାଳନା ଏବଂ ପୁଷ୍କରିଣୀ ପ୍ରସ୍ତୁତି ପ୍ରକଳ୍ପ ଇତ୍ୟାଦି ।

ପୁରସ୍କାର ଗୁଡିକ ଉପରେ ନିଜର ମତାମତ ରଖି ଶ୍ରୀକୁମାର ବିମଲ୍‌, ସେଲସ୍‌ ନିର୍ଦ୍ଦେଶକ, ନ୍ୟୁହଲାଣ୍ଡ ଏଗ୍ରିକଲଚର ଭାରତ ଓ ସାର୍କ, କହିଲେ, ଏହି ପୁରସ୍କାର ଗୁଡିକ, ଆମ ବ୍ରାଣ୍ଡ ଗୁଡିକ ଉପରେ ଥିବା ଗ୍ରାହକଙ୍କ ବିଶ୍ୱାସ ଏବଂ କୃଷକଙ୍କ ପ୍ରତି ଥିବା ଆମର ଉତ୍ସର୍ଗୀକୃତ ଭାବନାକୁ ସମ୍ମାନ ପ୍ରଦାନ କରିବା ସହ ଏହାକୁ ପୁଣି ସ୍ମରଣକରାଇ ଦେଉଛି । ନ୍ୟୁହଲାଣ୍ଡ ଉପରେ ବିଚାରପତିମାନଙ୍କର ଏହି ଭରସା ନିଶ୍ଚିତ ଭାବରେ ଉତ୍ସାହବର୍ଦ୍ଦକ । ସେମାନଙ୍କର ପ୍ରତ୍ୟାଶା ଅନୁଯାୟୀ କାମ କରିବାକୁ ଆମର ପ୍ରୟାସ ସର୍ବଦା ଜାରି ରହିବ । ଆମକୁ ଏହି ପୁରସ୍କାରରେ ସମ୍ମାନିତ କରିଥିବାରୁ ମୁଁ, ମାନନୀୟ ବିଚାରକମଣ୍ଡଳୀ ଆୟୋଜକ ଏବଂ କୃଷକଭାଇମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛି । ତେବେ ଏହି ପୁରସ୍କାର ଗୁଡିକ କେବଳ ଟ୍ରାକ୍ଟର ଗୁଡିକ ଯୋଗୁ ନୁହେଁ ବରଂ ଏହାର ଇଞ୍ଜିନିୟରିଂ ଜ୍ଞାନ କୌଶଳ ଗୁଡିକ ଯୋଗୁଁ ।

ବିଶେଷ ଭାବରେ କମ୍ପାନୀ ତାର ଦୁଇଟି ସ୍ୱତନ୍ତ୍ର କର୍ପୋରେଟ ସାମାଜିକ ଦାୟୀତ୍ୱକୁ ନେଇ ଅତ୍ୟନ୍ତ ଖୁସି ଯାହାକୁ ଆଇଟୋଟି ୨୦୨୧ ର ବିଚାରକ ମଣ୍ଡଳୀ ମଧ୍ୟ ସ୍ୱୀକୃତିପ୍ରଦାନ କରିଛନ୍ତି । ଏହି ମାଧ୍ୟମରେ ବାୟୁ ମଣ୍ଡଳରୁ ଅଙ୍ଗାରକାମ୍ଳ ର ମାତ୍ରା କମ୍‌ କରାଇବା ପରେ ପ୍ରକ୍ରିୟାଟିର ପୂର୍ବରୁ ୬ଟି ସ୍ଥାନରୁ ଏବେ ୧୦ ଟି ସ୍ଥାନକୁ ବୃଦ୍ଧି କରାଯାଇ ୯,୬୧୪ ଟନ୍ ନଡା ଓ ପାଳକୁ ଜାଳିବାରୁ ରକ୍ଷାକରାଯାଇଛି ଯାହା ଦ୍ୱାରା ପ୍ରାୟ ୧୫,୦୦୦ ଟନ୍ ଉଙ୨ ବା ଅଙ୍ଗାରକାମ୍ଳ ବାୟୁ ମଣ୍ଡଳରେ କମିଛି । ଉଚ୍ଚମାତ୍ରାରେ ଇନ୍ଧନ ମିତବ୍ୟୟୀ ୫୫ଏଚ୍ ଏଫ୍‌ପିଟି ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନ୍‌ ଦ୍ୱାରା ଉତ୍ପାଦନ, ନ୍ୟୁ ହଲାଣ୍ଡ ୩୬୩୦ ଟିଏକ୍ସ ସ୍ପେଶାଲ ଏଡିଶନରେ ବହୁତ ଗୁଡିଏ ଶ୍ରେଣୀର ସର୍ବୋତମ ବୈଶିଷ୍ଟ୍ୟ, ଯେଉଁଥିରେ ୧୭୦୦ କିଗ୍ରା. ଅଥବା ଆସିଷ୍ଟ ରାମ୍ ସହିତ ୨୦୦୦ କିଗ୍ରାର ଲିଫଟିଙ୍ଗ କ୍ଷମତା ଅନ୍ତର୍ଭୂକ୍ତ । ସେନସୋମାଟିକ୍ ହାଇଡ୍ରଲିକ୍ସ ସିଷ୍ଟମ ଗୋଟିଏ ଆଂଶିକ ସିଙ୍କ୍ରୋମେସ ଗିୟର ବକ୍ସ, ଯାହା ଡବଲ ଡିକ୍ଲିଚିଙ୍ଗ୍ କମ କରେ, ରିଭର୍ସ ପିଟିଓ ଗୋଟିଏ ମାସିଭ ୪୮୦ ମି.ମି. ଗ୍ରାଉଣ୍ଡ କ୍ଲିୟରାନ୍ସ ଏବଂ ସର୍ବାଧିକ ସୁରକ୍ଷା ପାଇଁ ଫ୍ୟାକ୍ଟରୀ ଫିଟେଡ୍ ଆରୋପିଏସ୍ କେନୋପି ଇତ୍ୟାଦି ଏଥିରେ ରହିଛି ।

୨୦୦୧ରେ ବଜାରକୁ ପ୍ରଥମକରି ଆସିଥିବା ନ୍ୟୁ ହଲାଣ୍ଡ ୩୨୩୦ଏନ୍‌ଏକ୍ସ ବହୁତ ଗୁଡିଏ ଆକର୍ଷଣୀୟ ବୈଶିଷ୍ଟ୍ୟକୁ ନୂଆ କରି ଧାରଣ କରିଥିଲା ଯେମିତିକି ଲିଫ୍ଟ- ଓ-ମାଟିକ୍‌, ସାଇଡ ଶିଫ୍ଟ କନଷ୍ଟା ମେସ୍‌, ଆର୍ମ ଫ୍ରି ଡ୍ରପ ଗିୟର ବକ୍ସ । ନ୍ୟୁହଲାଣ୍ଡ ଏଗ୍ରିକଲଚର ବର୍ତମାନ ସଫଳତାର ସହିତ ତର ୨୦ ତମ ବାର୍ଷିକୀ ପାଳନ କରୁଛି ଏବଂ ଏହି ଜନପ୍ରିୟ ମଡେଲରେ ୭୫,୦୦୦ ରୁ ଅଧିକ ୟୁନିଟ୍ ବିକ୍ରି କରିସାରିଛି । ୫୦ଏଚ୍ ଶ୍ରେଣୀ ବିଭାଗର, ନ୍ୟୁ ହଲାଣ୍ଡ ଏକ୍ସେଲ ଅଲଟିମା ୫୫୧୦ ବଜାରରେ ଉପଲବ୍ଧ ଅନ୍ୟତମ ଓ ସର୍ବାଧିକ ବୈଶିଷ୍ଟ୍ୟରେ ଭରପୁର ଟ୍ରାକ୍ଟର ହୋଇଥିବାର ସୁନାମ ଅର୍ଜନ କରିଛି । ବହୁତ ଗୁଡିଏ ବୈଶିଷ୍ଟ୍ୟ ଯେମିତିକି ଇଭୋଲ୍ୟୁଶନ୍ କାରିଗରୀ ଟ୍ରାନ୍ସମିଶନ ୧୨+୧୨/୨୪+୨୪/ ୨୦+୨୦ ସିଙ୍କ୍ରୋ ବକ୍ସ ସହିତ ପାୱାର ଶଟଲ, ମାନକ/ଇକୋନୋମି ମୋଡ ସହିତ ଗୋଟିଏ ରିଭର୍ସ/ମଲ୍ଟୀ ସ୍ପୀଡ୍‌/ଗ୍ରାଉଣ୍ଡ ସ୍ପୀଡ୍ ପିଟିଓ ଏବଂ ଗୋଟିଏ ଇଣ୍ଡିପେଣ୍ଡେଂଟ କ୍ଲଚ୍‌, ୨୫୦୦ ଳଶ, ପର୍ଯ୍ୟନ୍ତ ଭାର ଉଠାଇବାର କ୍ଷମତା କନୋପି ଓ ଉଚ୍ଚ ଗ୍ରାଉଣ୍ଡ କ୍ଲିୟରାନ୍ସ କ୍ଷମତା ଓ ଆରୋପିଏସ୍ ସହିତ ଉପଲବ୍ଧ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version