ନୟାଗଡ଼ ( ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନୟାଗଡ଼ ମ୍ୟୁନିସିପାଲଟିର କିଛି କର୍ମଚାରୀ ଆଉ କିଛି ପରିବା ଗୋଦାମର ଭିତିରିଆ ସମ୍ପର୍କର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକ । ପ୍ରାୟ ପ୍ରତ୍ୟେକ ଦିନ ଅନେକ ଗାଡ଼ି ଓ ଲୋକ ଫସୁଥିବାବେଳେ ଆଜି ଫସିଛି ଗୋଟିଏ ଆମ୍ବୁଲାନ୍ସ। ନୟାଗଡ଼ ଖଣ୍ଡପଡ଼ା ରୋଡ଼ ରେ ଥିବା LIC ଅଫିସ ଠାରୁ ଗୋପିନାଥ ହୋଟେଲ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।

















