No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ଜଳେଶ୍ୱର :- ଲକ୍ଡାଉନ୍ ରାତିରେ ଚାଲୁଥିଲା ଧଳାଜହର ଧନ୍ଦା । ଜଳେଶ୍ୱରରୁ ୨ କେଜିରୁ ଅଧିକ ବ୍ରାଉନସୁଗର ଜବତ କଲା କ୍ରାଇମବ୍ରାଞ୍ଚ STF । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨କୋଟି ଟଙ୍କା ହେବ ।
ବ୍ରାଉନସୁଗାର ବିକିବାକୁ ଜଗିଥିବାବେଳେ ଗ୍ରାହକ ବେଶରେ ମାଡିବସିଲା କ୍ରାଇମବ୍ରାଞ୍ଚ । ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଟିମ୍ । ଧଳାଜହର କେଉଁଠୁ ଆସିଥିଲା ଓ କେଉଁଠିକୁ ଚାଲାଣ ହେଉଥିଲା ସେନେଇ ଖୋଳତାଡ ଚାଲିଛି ।
No Result
View All Result