• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡାକ୍ତର ବାଚସ୍ପତି ଦାସ ସମର୍ଥକଙ୍କ ମାରିଦେବାର ଧମକ ପରେ ଥାନାରେ ଏତଲା

Proprietor Abhimanyu Maharana by Proprietor Abhimanyu Maharana
May 29, 2021
in ଓଡ଼ିଶା, ବଲାଙ୍ଗିର, ହୋମ୍
0
ଡାକ୍ତର ବାଚସ୍ପତି ଦାସ ସମର୍ଥକଙ୍କ ମାରିଦେବାର ଧମକ ପରେ ଥାନାରେ ଏତଲା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ପାଟଣାଗଡ଼ :- ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟର ଏସ.ଡି.ଏମ.ଓ ଡାକ୍ତର ବାଚସ୍ପତି ଦାସ ଜଣେ ପ୍ରସୂତୀ ମହିଳା ଙ୍କର ପ୍ରସୂତୀ କରିବା ପାଇଁ କୋଡିଏ ହଜାର ଲାଞ୍ଚ ଦାବୀ କରି ମୁଲଚାଳ ପରେ ପାଞ୍ଚ ହଜାର ରେ ଛିଣ୍ଡିଥିଲା । ଡାକ୍ତର ଟଙ୍କା ଲାଞ୍ଚ ନେବାର ଭିଡ଼ିଓ କେମେରା ରେ କଏଦ ହୋଇଥିଲା ଓ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଥିଲା । ଏ ବିଷୟରେ ପାଟଣାଗଡ଼ କଂଗ୍ରେସ, ବିଜେପି, କୋଶଲ ରାଜ୍ୟ ସଂମନ୍ଵୟ ସମିତି ତରଫରୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ କୁ ଅଭିଯୋଗ ମଧ୍ୟ ହୋଇଥିଲା । ଏହାକୁ ଭିତ୍ତିକରି ସି.ଡି.ଏମ.ଓ ଏକ ତଦନ୍ତକାରୀ ଟିମ ଗଠନ କରି ତା.୨୧.୦୫.୨୧ ରେ ରେ ପାଟଣାଗଡ଼ ଡାକ୍ତରଖାନା କୁ ଆସି ତଦନ୍ତ କରିଥିଲେ ।

ତଦନ୍ତ ରେ ସହଯୋଗ କରିବା ପାଇଁ କିଛି ସଂଗଠନ ତଥା ଯାହାଙ୍କ ଠାରୁ ଡାକ୍ତର ଲାଞ୍ଚ ନେଉଥିଲେ ତାଙ୍କୁ ମଧ୍ୟ ପକ୍ଷଭୁକ୍ତ କରି ତଦନ୍ତ କରିଥିଲେ ।ତଦନ୍ତରେ ଶ୍ରୀ ରମେଶ ସେଠ ପୂର୍ବରୁ ଘଟଣା ଯାହା ଘଟିଥିଲା ତଦନ୍ତ କାରୀ ଅଧିକାରୀ ମାନଙ୍କୁ ଘଟଣାର ସତ୍ୟାସତ୍ୟ କହିଥିଲେ । ତଦନ୍ତ ପୂର୍ବରୁ ଅଭିଯୋଗ କାରୀଙ୍କ ବୟାନକୁ ଏପଟ ସେପଟ କରିବା ତଥା ଡାକ୍ତରଙ୍କ ସପକ୍ଷରେ କହିବା ପାଇଁ ଡାକ୍ତରଙ୍କ ସମର୍ଥକ ମାନେ ଅଭିଯୋଗ କାରୀଙ୍କୁ ଶ୍ରୀ ରମେଶ ସେଠଙ୍କୁ ପାଟଣାଗଡ଼ ବାବାଜୀପଡା ର ସୁକାନ୍ତ ଦାସ ତାଙ୍କ ମୋଟର ସାଇକେଲ ରେ ବସେଇ ନେଇ ପାଟଣାଗଡ଼ ସୁବର୍ଣ୍ଣରେଖା ନଦୀ ପଠାରେ ଥିବା ଡିଙ୍ଗର କୁମ୍ଭାର ଙ୍କ ଘରକୁ ନେଇଥିଲେ । ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଡିଙ୍ଗର କୁମ୍ଭାର, ବାପି ସାମଲ ଓ ଡ଼ା ବାଚସ୍ପତି ଦାସ ଓ ଅନ୍ୟମାନେ ବିଭିନ୍ନ ପ୍ରଲୋଭନ ଦେଖେଇ , ଧମକ ଚମକ ଠେଲାପେଲା ଓ ଭୟଭୀତ କରି ଡାକ୍ତରଙ୍କ ସପକ୍ଷରେ କହିବାକୁ ଏକ ଭିଡ଼ିଓ ମଧ୍ୟ ଅଭିଯୋଗକାରୀ ଙ୍କ ଠୁ ବନେଇବାରେ ସଫଳ ହୋଇଥିଲେ ।

ଭୟରେ ଶ୍ରୀ ରମେଶ ସେଠ ଡ଼ାକ୍ତର ଙ୍କ ସପକ୍ଷରେ କହିଦେଲେ । କିନ୍ତୁ ଡାକ୍ତରଙ୍କ ସମର୍ଥକ ମାନେ ତଦନ୍ତ ଦିନର ଘଟଣା ସମ୍ପର୍କରେ ଜାଣି ପୁଣି ଶ୍ରୀ ରମେଶ ସେଠ ଙ୍କୁ ଆମେ ଯାହା କହିଥିଲୁ ତଦନ୍ତ ଦିନ କହିଲୁ ନାହିଁ ,ଆମ ସହିତ ଲାଗୁଛୁ ,ଡାକ୍ତରଙ୍କ ସହ ଲାଗୁଛୁ ବୋଲି ଧମକ ଚମକ,ଜୀବନରେ ମାରିଦେବାର ମଧ୍ୟ ଧମକ ଦେଇଛନ୍ତି । ଶ୍ରୀ ରମେଶ ସେଠ ଭୟଭୀତ ହୋଇ ଜୀବନ ପ୍ରତି ବିପଦ ଥିବାରୁ ଜୀବନ ଓ ଜୀବନ ଜୀବିକା କୁ ସୁରକ୍ଷା ଦେବାପାଇଁ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ରମେଶ ସେଠଙ୍କ ଅଭିଯୋଗ କୁ ଭିତ୍ତି କରି ପାଟଣାଗଡ଼ ଥାନାରେ ଥାନା କେଶ ନଂ.୯୫/ତା.୨୮.୦୫.୨୧ କେସ ରୁଜୁକରି ଦଫା.୨୯୪,୩୨୩,୫୦୬,୩୪ ମାମଳା ରୁଜୁ ହୋଇଥିବା ଜଣାପଡିଛି । ପାଟଣାଗଡ଼ (ଗୋରେଖନାଥ ବରିହା )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version