No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ର ଚଙ୍ଗରିଆ ଗ୍ରାମ ଆଦର୍ଶ ଶିକ୍ଷକ ସ୍ବର୍ଗତ ଧ୍ରୃବ ଚରଣ ଗୁରୁ ଙ୍କ କନିଷ୍ଠ ପୁତ୍ର ଅଞ୍ଚଳ ର ଛୋଟ ବଡ଼ ସମସ୍ତ ଙ୍କର ଜଣାଶୁଣା ସମାଜସେବୀ ଶ୍ରୀଯୁକ୍ତ ଶୁସିଲ କୁମାର ଗୁରୁ । ସେ ଜଣେ ଉଚ୍ଚ ଶିକ୍ଷିତ । ଜଣେ ପରୋପକାରୀ , ସମାଜ ସେବୀ ,ସେ ପିଲା ଦିନରୁ ମହାପୁରୁଷଙ୍କ ଦେଶ ମାତୃକାର ସେବା ରେ ଅନୁପ୍ରାଣିତ ହୋଇ ସମାଜ ସେବା ନିଜ ଜୀବନ ରେ ବ୍ରତ କରିନବା ସଙ୍ଗେ ନିଜ ସାମିଲ କରିଛନ୍ତି । ତାଙ୍କର ଉଦ୍ୟମ ରେ ଅଞ୍ଚଳ ଅନେକ ବିକାଶ ହେଇଛି ।ସେ ଜଣେ ଉଚ୍ଚ ଶିକ୍ଷିତ ।
ଚାକିରି କରିଥାନ୍ତି । ହେଲେ ତାଙ୍କର ମନ ରେ ଗରିବ ଲୋକଙ୍କ ସେବା କରିବାକୁ ଆଗେଇ ଆସିଛନ୍ତି । ଶ୍ରୀ ଗୁରୁ ରାଜନୈତିକ କ୍ଷେତ୍ରରେ ଜଣେ ଆଗଧାଡିର ନେତା ଭାବରେ ପାଟଣାଗଡ଼ ବଲାଙ୍ଗୀର ସମେତ ସଦୁର ପଡୋଶୀ ଜିଲ୍ଲା ମାନଙ୍କରେ ମଧ୍ୟ ରେ ବେଶ ପରିଚିତ । ସେ ବାଘ ମୁଣ୍ଡ ପଞ୍ଚାୟତ ସମିତି ସଭ୍ୟ ଓ ଖପ୍ରାଖୋଲ ଜୋନ୍ ନଂ ୪ ଜିଲ୍ଲା ପରିଷଦ ଭାବରେ ନିର୍ବାଚିତ ହୋଇଥିଲେ । ସେ ଅଞ୍ଚଳର ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ କରିଛନ୍ତି । ତାଙ୍କର ଉଦ୍ୟମ ରେ ନିଜ ଗ୍ରାମ ଚଙ୍ଗରିଆ ରେ ନୂତନ ପଞ୍ଚାୟତ ହୋଇପାରିଛି । ସେ ମାଁ ପାଟଣେଶ୍ଵରୀ ମହାବିଦ୍ୟାଳୟ ଚଙ୍ଗରିଆ ପାଞ୍ଚଛକ ରେ ପ୍ରତିଷ୍ଠା କରିଛନ୍ତି ।
ଯାହାଫଳରେ ଅଞ୍ଚଳରେ ଉଚ୍ଚ ଶିକ୍ଷା ର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସୁବିଧା ରେ ପୁଅ ଝିଅ ମାନେ ଶିକ୍ଷା ଲାଭ କରିପାରୁଛନ୍ତି । ସେ ସାରା ବିଶ୍ବରେ କରୋନା ମହାମାରୀ ବିପତ୍ତି ସମୟରେ ନିଜ କୁ ସୁରକ୍ଷିତ ରଖିବା ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ସାନିଟାଇଜର ଗ୍ଲୋଭ ଆଦି ବ୍ୟବହାର କରିବା । ଘରେ ରହିବା ସୁସ୍ଥ ରହିବା ପାଇଁ ସେ ଅନୁରୋଧ କରିଛନ୍ତି । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପାଟଣାଗଡ଼ ଉପଖଣ୍ଡ ର ସମସ୍ତ ଅନ୍ନଦାତା ଚାଷୀ ମାନଙ୍କୁ ଏବଂ ଗୁରୁ ଜନ, ଭାଇଭଉଣୀ , ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ସହ ଶୁଭ କାମନା । (ବଲାଙ୍ଗୀର ଜିଲ୍ଲା,ପାଟଣାଗଡ଼ ରିପୋର୍ଟ /ଗୋରେଖନାଥ ବରିହା )
ଶ୍ରୀ ଯୁକ୍ତଶୁସିଲ କୁମାର ଗୁରୁ,ପୁର୍ବତନ ଜିଲ୍ଲା ପରିଷଦ , ସମିତି ସଭ୍ୟ । ପ୍ରତିଷ୍ଠାତା- ଜୟ ମାଁ ପାଟଣେଶ୍ଵରୀ ମହାବିଦ୍ୟାଳୟ ଚଙ୍ଗରିଆ ପାଞ୍ଚଛକ,ଚଙ୍ଗରିଆ ଖପ୍ରାଖୋଲ ପାଟଣାଗଡ଼ ବଲାଙ୍ଗୀର
No Result
View All Result