No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ମେ ଶୁକ୍ରବାର ) ରଣପୁର ରିପୋର୍ଟ/ଅଭିମନ୍ୟୁ :- ଦିନକୁ ଦିନ ସଂକ୍ରମଣ ର ହାର ବୃଦ୍ଧି ପାଉଥିବା ବେଳେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଓ ରଣପୁର ଏନଏସି , ସୁନାଖଳା କମ୍ୟୁନିଟି ରୁ ମୋଟ ୧୭୩ ଟି ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଯେଉଁଥିରୁ ୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରଣପୁର ରୁ ଲୋଧାଚୁଆ ,ଗୌରଙ୍ଗପୁର ,ବଗଲ , କୋଇଲମା , ବୃନ୍ଦାବନ ପୁର ରୁ ଜଣେ ଲେଖାଏଁ ଏବଂ ରଣପୁର ଏନଏସି ର ୨ ଜଣ ଦୁଇ ଜଣ ଚିହ୍ନଟ ହୋଇଛନ୍ତି । ତଥା ରାଜସୁନାଖଳା ରୁ ଦେଉଳି , କୋଟଗଡ , ଥାନ ପଲ୍ଲୀ , ଡିହଗାଁ , ବିନୋଦପଡା , ବାୟାପଲ୍ଲୀ ,
ସୁର୍କାବାଡ଼ିର ୩ଜଣ ରାଜସୁନାଖଳାର ୭ ଜଣ ଙ୍କ ର ଆଣ୍ଟି ଜେନ ପଜିଟିଭ ଆସିଥିବା ବେଳେ ସୁନାଖଳା କମ୍ୟୁନିଟି ରୁ ମୋଟ ୭ ଜଣ କରୋନା ସଂକ୍ରମିତ ଅଛନ୍ତି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ବୈଦ୍ୟନାଥ ନନ୍ଦ ସୂଚନା ଦେଇଛନ୍ତି ।
No Result
View All Result