• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତୃତୀୟ ସପ୍ତାହାନ୍ତ ସଟଡ଼ାଉନ ବଜାର, ରାସ୍ତାଘାଟ ଶୁନଶାନ : ସାହି ଓ ଗଳିକନ୍ଦିରେ ଚାଲିଛି ଗୁଲିଖଟି

Proprietor Abhimanyu Maharana by Proprietor Abhimanyu Maharana
May 9, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ତୃତୀୟ ସପ୍ତାହାନ୍ତ ସଟଡ଼ାଉନ ବଜାର, ରାସ୍ତାଘାଟ ଶୁନଶାନ : ସାହି ଓ ଗଳିକନ୍ଦିରେ ଚାଲିଛି ଗୁଲିଖଟି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ହିଞ୍ଜିଳିକାଟୁ :- କରୋନା ସଂକ୍ରମଣର ଚେନକୁ ରୋକ ଲଗାଇବା ପାଇଁ ଗତ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଲକଡ଼ାଉନ ବଳବତର ରହିଥିବା ବେଳେ ଚଳିତ ବର୍ଷର ସହରାଂଚଳରେ ଲାଗୁ କରାଯାଇଥିବା ସପ୍ତାହାନ୍ତ ସଟଡ଼ାଉନର ୩ୟ ପର୍ଯ୍ୟାୟ ଶନି ଓ ରବିବାର ମୋଟାମୋଟି ଭାବରେ ହିଞ୍ଜିଳିକାଟୁ ଅଂଚଳରେ ସଫଳ ହୋଇଛି । ସପ୍ତାହାନ୍ତ ସଟଡ଼ାଉନରେ ବହୁ ସଚେତନ ଲୋକେ ଘରୁ ବାହାରକୁ ବାହାରିନଥିବା ବେଳେ କିଛି ଅମାନିଆ ବାଇକ ଧରି ସାହି ସାହି ବୁଲି ଚକ୍କର କାଟୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ପୌରାଂଚଳର ମୁଖ୍ୟ ସଡ଼କ, ବଜାର ପୁରା ଶୁନଶାନ ରହିଥିବା ବେଳେ କିଛି ଅମାନିଆ ମାନେ ସାହି ବସ୍ତିରେ ଅଯଥା ଗହଳି କରି ଗୁଲିଖଟି କରିବା ସହ ତାସ ଖେଳୁଥିବାର ଦେଖିବାକୁ ମିଳିଥିଲା । ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ୨ଟି ପୁଲିସ ପେଟ୍ରୋଲିଂ ଗାଡ଼ି ସାଇରନ ବଜାଇ ପୌରାଂଚଳ ପରିସରଭୁକ୍ତ ଅଂଚଳରେ ପଇଁତରା ମାରୁଥିବାର ଦେଖିବାକୁ ମିଳିଥିଲା ।

ଚିକିତ୍ସା ପାଇଁ ମେଡ଼ିକାଲକୁ ଯାଉଥିବା ଲୋକ ଓ ଔଷଧ କିଣିବା ପାଇଁ ଯାଉଥିବା ଲୋକଙ୍କୁ ଯିବା ପାଇଁ ଅନୁମତି ଦିଆଯାଉଥିବା ବେଳେ ଅନ୍ୟ ସମସ୍ତଙ୍କୁ ବାରଣ କରାଯାଇଥିଲା । ସହରର ଆରଏମସି ଛକ, ବିଜୁ ପଟ୍ଟନାୟକ ଛକ ଓ ବଇଁଚବଣିଆ ଛକ ନିକଟରେ ଯାଂଚ କଡ଼ାକଡ଼ି କରାଯାଉଥିଲା । ବିନା କାଣରେ ବାହାରେ ବୁଲୁଥିବାେ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଉଥିବା ବେଳେ କଡ଼ା ତାଗିଦ କରି ଘରକୁ ଫେରିବା ପାଇଁ ନିର୍ଦ୍ଦେଶ ଦେଉଥିବାର ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ଓ ବିଡ଼ିଓ ସୁବ୍ରତ କୁମାର ଜେନା ପୌରାଂଚଳ ବୁଲି ବୁଲି ଘଟଣାର ତୀକ୍ଷ୍ମ ନଜର ରଖିଥିଲେ । ବିଭିନ୍ନ ସାହି ବସ୍ତିରେ ଅମାନିଆ ଯୁବକ ମାନେ ମିଳିମିଶି ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଗୁଲିଖଟି କରୁଥିବା ବେଳେ ପ୍ରଶାସନର ଗାଡ଼ିକୁ ଦେଖି ଘଟଣଶ ସ୍ଥଳରୁ ଦୌଡ଼ି ପଳାଉଥିବାର ଦେଖିବାକୁ ମିଳିଥିଲା । ଗାଡ଼ି ଯିବା ପରେ ପୁଣି ଅମାନିଆ ମାନେ ପୂର୍ବାବସ୍ଥାକୁ ଫେରୁଥିବାର ଦେଖିବାକୁ ମିଳିଥିଲା । ଏଭଳି ଅମାନିଆଙ୍କ ଯୋଗୁଁ ସ୍ଥାନୀୟ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ମତ ପ୍ରକାଶ ପାଇଛି । ଏଭଳି ଅମାନିଆଙ୍କ ବିରୁଦ୍ଧରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା

July 29, 2026
ବୁଧବାର ଶ୍ରୀମନ୍ଦିରରେ ବନକଲାଗି ୫ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ବୁଧବାର ଶ୍ରୀମନ୍ଦିରରେ ବନକଲାଗି ୫ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

July 29, 2026
ଜିଲ୍ଲା ପ୍ରଶାସନ ପକ୍ଷରୁ ରସଗୋଲା ବଣ୍ଟନ : ଧନ୍ୟବାଦ ଜଣାଇଲେ ଶ୍ରଦ୍ଧାଳୁ

ଜିଲ୍ଲା ପ୍ରଶାସନ ପକ୍ଷରୁ ରସଗୋଲା ବଣ୍ଟନ : ଧନ୍ୟବାଦ ଜଣାଇଲେ ଶ୍ରଦ୍ଧାଳୁ

July 29, 2026
ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

Advanced planning and a dedicated workforce have enabled TPCODL to ensure seamless power supply during the 2026 Rath Yatra

July 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା

July 29, 2026
ବୁଧବାର ଶ୍ରୀମନ୍ଦିରରେ ବନକଲାଗି ୫ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ବୁଧବାର ଶ୍ରୀମନ୍ଦିରରେ ବନକଲାଗି ୫ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

July 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version