No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୪ ମେ , ମଙ୍ଗଳବାର ) ଭୁବନେଶ୍ୱର :– ଲକଡାଉନ ସମୟରେ ଘରକୁ ଯାଇ ଏତଲା ଆଣିବ ପୋଲିସ । ଲକଡାଉନ ସମୟରେ କମିଶନରେଟ ପୋଲିସ ପକ୍ଷରୁ ଏମିତି ଏକ ବିଶେଷ ବ୍ୟବସ୍ଥା କାରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।
ଶ୍ରୀ ଦାସଙ୍କ ଅନୁଯାୟୀ 100 ନମ୍ବରକୁ କଲ କରି ସମ୍ପୃକ୍ତ ଆଇଆଇଆସିଙ୍କୁ ଏବାବଦରେ ଜଣାଇ ପାରିବେ । ଚୋରି, ଡକାୟତି କିମ୍ବା ଅନ୍ୟକିଛି ଅଘଟଣ ଘଟିଥିଲେ ଫୋନକୁ କଲ କରି ଜଣାଇବେ ।
No Result
View All Result