No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଏପ୍ରିଲ , ଶୁକ୍ରବାର ) ଭୁବନେଶ୍ୱର :- କଟକ, କଟକ ବଡ଼ ମେଡ଼ିକାଲ ଭିତରେ ଅଘଟଣ। ସ୍ବରେଜ ଟାଙ୍କିରେ ଫସି ଜଣେ ଗୁରୁତର। କଟକ ବଡ଼ ମେଡ଼ିକାଲ ସର୍ଜରୀ ବିଭାଗ ରେ ଏକ ନୀର୍ମାଣଧିନ ସ୍ବରେଜ ଟାଙ୍କିରେ ଅସାବଧାନତା ଯୋଗୁଁ ଜଣେ ଶ୍ରମିକ ଖସି ପଡ଼ିଥିଲେ ।
ଟାଙ୍କି ଭିତରେ ତାଙ୍କ ଦେହରେ ଅତଡା ଖସି ପୋତି ହୋଇରହିଯାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ମାଟି ଅତଡା ଖୋଳି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ମେଡିକାଲ ର କାଜୁଆଲିଟି ରେ ଭର୍ତି କରାଯାଇଛି । ଏନେଇ ସାଧାରଣ ରେ ଅସନ୍ତୋଷ ଦେଖାଦେଇଛି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result