No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଏପ୍ରିଲ , ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ସମ୍ବିଧାନ ପ୍ରଣେତା ବାବା ସାହେବ୍ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଉପଲକ୍ଷେ ଆପ୍ ଦଳ ଗଜପତି ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନୂତନ ବସ୍ ଷ୍ଟାଣ୍ଡ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ, କିଶୋର ଚନ୍ଦ୍ର ଗୁରୁ,
ଦେବେନ୍ଦ୍ରନାଥ ଜମାଦାର, ଲିଙ୍ଗରାଜ ପାଣିଗ୍ରାହୀ,ଏଲିୟାଜର ମଣ୍ଡଳ, ତ୍ରିନାଥ ପଟ୍ଟନାୟକ,ଶେଖ ମୋଜିବ୍,ଆମ ଅଞ୍ଚଳର ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ସଂସ୍କୃତ ଶିକ୍ଷକ ତ୍ରିପତି ପ୍ରସାଦ ପଣ୍ଡା ଓ ରାମଗିରି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ତଥା ଗଜପତି ଜିଲ୍ଲା ସାମାଜିକ ସମରସତା ସଂଯୋଜକ ନରସିଂହ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result