ବାଲେଶ୍ୱର ନୂଆ ଏଡ଼ିଏମ୍ ହେଲେ ନୀଲୁ ମହାପାତ୍ର

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଏପ୍ରିଲ ବୁଧବାର ) ବାଲେଶ୍ୱର :- ବାଲେଶ୍ୱରର ଅତିରିକ୍ତ ଜିଲ୍ଲା ପାଳ ନୀଲୁ ମହାପାତ୍ର ଆବସ୍ଥାପିତ ହୋଇଛନ୍ତି lସେ ବାଲେଶ୍ୱରରେ ଉପଜିଲ୍ଲାପାଳ ଓ ପରେ ଡ଼ିଆରଡ଼ିଏ ର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ lଏବେ ତାଙ୍କର ଅତିରିକ୍ତ ଜିଲ୍ଲା ପାଳ ଭାବେ ବଦଳି ହୋଇଛି l କଟକ ଡ଼ିଆରଡ଼ିଏ ର ଏପିଡ଼ି ଥିବା ପ୍ରଣୟ କୁମାର ଜେନାଙ୍କୁ ବାଲେଶ୍ୱର ଡ଼ିଆରଡଡ଼ିଏ ର ଏପିଡ଼ି (ଏଡ଼ମିନ ) ଭାବରେ ବଦଳି କରାଯାଇଛି l ( ଦୀପ୍ତିମାନ ପତି, ବାଲେଶ୍ୱର)