No Result
View All Result
୧୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଛତିଆ :-> ଅଡମପୁର ଶନି ଯାତ୍ରା ରେ ଉଦୀୟମାନ ସ୍ବେଚ୍ଛାସେବୀ ଛତିଆ ଶାଖା ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତ ମନକୁ ଦହି ପଣା , ଲେମ୍ବୁ ପାଣି ଓ ଥଣ୍ଡା ପାନୀୟ ପ୍ରଦାନ କରା କରିଥିଲେ । କେଉଁ ଅନାଦି କାଳରୁ ବିଭିନ୍ନ ଅଞ୍ଚଳ ରୁ ମାନସିକ ଧାରି ଲକ୍ଷାଧିକ ଭକ୍ତ ଏହି ପୀଠ କୁ ଜଳ ଲାଗି କରିବାକୁ ଏହି ମେଳା କୁ ଆସିଥାନ୍ତି । ଏହା କୁ ଆଧାର କରି ସୋଚ୍ଛାସେବି ବନ୍ଧୁ ମାନେ ସେମାନଙ୍କୁ ଜଳଦାନ ପ୍ରଦାନ କରିଥାନ୍ତି , ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶାଖା ସଭାପତି ବିପିନ ବିଶ୍ଵାଳ,
ମୁଖ୍ୟ ଶାଖା ସଂଯୋଜକ ରଶ୍ମୀରଂଜନ ଦାସଙ୍କ ତତ୍ତ୍ଵାବଧାନ କରିଥିଲାବେଳେ , ଶାଖା ଉପ ସଭାପତି କମଳାକାନ୍ତ ସ୍ୱାଇଁ , ସମ୍ପାଦକ ସନ୍ତୋଷ କୁମାର ସାହୁ, ସହ ସମ୍ପାଦକ ଜଗନ୍ କୁମାର ସାହୁ, ସଂଯୋଜିକା କ୍ରୀଷ୍ଣା ସ୍ଵରଞ୍ଜିକା ସ୍ବେଚ୍ଛାସେବୀ ରାକେଶ ସ୍ୱାଇଁ, ଲିଲି ପ୍ରଭା ନାୟକ, ଲିଜା ନାଥ, ଅନ୍ନପୂର୍ଣ୍ଣା ସ୍ୱାଇଁ, ଗୀତାଞ୍ଜଳି ମିଶ୍ର,ଯମୁନା ଜେନା, ଆଶୁତୋଷ ମିଶ୍ର,ପ୍ରତାପ ଚନ୍ଦ୍ର ଦାସ, ଉମାକାନ୍ତ ବେହେରା ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହାକୁ ସ୍ଥାନୀୟ ରୋହିଣୀ ହସ୍ପିଟାଲ ଛତିଆ ପକ୍ଷରୁ ସାହାଯ୍ୟ ସହ ଯୋଗ ପ୍ରଦାନ କରିଥିଲେ।
No Result
View All Result