(ବିଜୁ ଜନତା ଦଳର ନୂଆ ଜିଲ୍ଲା ସଭାପତିଙ୍କ ନାମ ଓ ଏଥିରେ ରହିଛନ୍ତି ୧୪ ପୁରୁଣା ଓ ୧୯ ନୂଆ ମୁହଁ )
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ବିଜୁ ଜନତା ଦଳର 21.2.2020 :- ଘୋଷଣା ହୋଇଥିବା ଦଳର ୩୩ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ଭୁବନେଶ୍ୱର ଜିଲ୍ଲା ସଭାପତି ହୋଇଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା । ସେହିପରି ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ସଭାପତି କରାଯାଇଥିବା ବେଳେ ଗଞ୍ଜାମ- ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଖୋର୍ଦ୍ଧା-ବିଭୂତି ଭୂଷଣ ବଳବନ୍ତରାୟ, ମୟୂରଭଞ୍ଜ ସଦର-ସୁଦାମ ମାରାଣ୍ଡି, ପୁରୀ-ମହେଶ୍ୱର ମହାନ୍ତି, ରାଉରକେଲା -ସାରଦା ପ୍ରସାଦ ନାୟକ ଓ ସମ୍ବଲପୁର ପାଇଁ ସିର୍ଦ୍ଧାଥ ଦାସଙ୍କୁ ଜିଲ୍ଲା ସଭାପତି କରାଯାଇଛି । ସେହିପରି ମନ୍ତ୍ରୀ ଟୁକୁନି ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ବିଜେଡି ସଭାପତି କରାଯାଇଥିବା ବେଳେ ଅନୁଗୁଳ-ମହେନ୍ଦ୍ର ବସ୍ତିଆ, ବାଲେଶ୍ୱର-ରବୀନ୍ଦ୍ର କୁମାର ଜେନା, ବରଗଡ଼-ବିଜୟ ରଞ୍ଜନ ସିଂ ବରିହା, ଭଦ୍ରକ-ଜଗନ୍ନାଥ ସ୍ୱାଇଁ, ବୌଦ୍ଧ-ମହିଧର ରଣା, ଦେବଗଡ଼-ରୋମାଞ୍ଚ ରଂଜନ ବିଶ୍ୱାଳ, ଢେଙ୍କାନାଳ-ପ୍ରଫୁଲ୍ଲ ମଲ୍ଲିକ, ଗଜପତି-ପ୍ରଦୀପ ନାୟକ, ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି, ଯାଜପୁର-ସରୋଜ ମହାପାତ୍ର, ଝାରସୁଗୁଡ଼ା-କିଶୋର ମହାନ୍ତି, କଳାହାଣ୍ଡି-ପୁଷ୍ପେନ୍ଦ୍ର ସିଂଦେଓ, କେନ୍ଦ୍ରାପଡ଼ା-ଉତ୍କଳ କେଶରୀ ପରିଡ଼ା ଓ କନ୍ଧମାଳ ପାଇଁ ସରୋଜ କୁମାର କର୍ଣ୍ଣଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାବ୍ୟତୀତ ମାଧବ ସର୍ଦ୍ଦାରଙ୍କୁ କେନ୍ଦୁଝର ଜିଲ୍ଲା ସଭାପତି କରାଯାଇଥିବା ବେଳେ କୋରାପୁଟ-ଈଶ୍ୱର ପାଣିଗ୍ରାହୀ, ମାଲକାନଗିରି-ପୂର୍ଣ୍ଣଚନ୍ଦ୍ର ବାକା, ମୟୂରଭଞ୍ଜ-କାଶୀନାଥ ହେମ୍ବ୍ରମ, ନବରଙ୍ଗପୁର-ରମେଶ ଚନ୍ଦ୍ର ମାଝୀ, ନୟାଗଡ-ରମେଶ ବେହେରା, ନୂଆପଡ଼ା-ମନୋଜ ମିଶ୍ର, ରାୟଗଡ଼ା-ସୁଧୀର ଦାସ, ସୁବର୍ଣ୍ଣପୁର-ସରୋଜ କମ୍ପ ଓ ସୁନ୍ଦରଗଡ଼ର ସଭାପତି ହୋଇଛନ୍ତି ବିନୟ ଟପ୍ପୋ ।
ବିଜେଡି ଜିଲ୍ଲା ସଭାପତିଙ୍କ ପୂରା ତାଲିକା : – 1.ଅନୁଗୋଳ-ମହେନ୍ଦ୍ର ବସ୍ତିଆ 2.ବାଲେଶ୍ୱର- ରବୀନ୍ଦ୍ର ଜେନା 3.ବରଗଡ଼- ବିଜୟ ରଂଜନ ସିଂହ ବରିହା 4.ଭଦ୍ରକ- ଜଗନ୍ନାଥ ସ୍ୱାଇଁ 5.ବଲାଙ୍ଗିର- ଟୁକୁନି ସାହୁ 6.ବୌଦ୍ଧ- ମହିଧର ରଣା 7.କଟକ- ଦେବାଶିଷ ସାମନ୍ତରାୟ 8.ଦେବଗଡ଼- ରୋମାଞ୍ଚ ରଂଜନ ବିଶ୍ୱାଳ 9.ଢେଙ୍କାନାଳ- ପ୍ରଫୁଲ୍ଲ ମଲ୍ଲିକ 10.ଗଜପତି- ପ୍ରଦୀପ ନାୟକ 11.ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ 12.ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି 13.ଯାଜପୁର- ସରୋଜ ମହାପାତ୍ର 14.ଝାରସୁଗୁଡ଼ା- କିଶୋର ମହାନ୍ତି 15.କଳାହାଣ୍ଡି- ପୁଷ୍ପେନ୍ଦ୍ର ସିଂହଦେଓ 16.କନ୍ଧମାଳ- ସରୋଜ କର୍ଣ୍ଣ 17.କେନ୍ଦ୍ରାପଡ଼ା- ଉତ୍କଳ କେଶରୀ ପରିଡ଼ା 18.କେନ୍ଦୁଝର- ମାଧବ ସର୍ଦ୍ଦାର 19.କୋରାପୁଟ- ଈଶ୍ୱର ପାଣିଗ୍ରାହୀ 20.ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା 21.ପୁରୀ- ମହେଶ୍ୱର ମହାନ୍ତି 22.ମୟୂରଭଞ୍ଜ- କାଶୀନାଥ ହେମ୍ବ୍ରମ 23.ମୟୂରଭଞ୍ଜ ସଦର- ସୁଦାମ ମାରାଣ୍ଡି 24.ନବରଙ୍ଗପୁର- ରମେଶ ମାଝୀ 25.ନୟାଗଡ଼- ରମେଶ ବେହେରା 26.ନୂଆପଡ଼ା- ମନୋଜ ମିଶ୍ର 26.ରାୟଗଡ଼ା- ସୁଧୀର ଦାସ 27.ରାଉରକେଲା- ସାରଦା ନାୟକ 28.ସମ୍ବଲପୁର- ସିଦ୍ଧାର୍ଥ ଦାସ 29.ସୁବର୍ଣ୍ଣପୁର- ସରୋଜ କମ୍ପ 30.ସୁନ୍ଦରଗଡ଼- ବିନୟ ଟପ୍ପୋ