ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର ) ବାଲେଶ୍ୱର :- ବାଲେଶ୍ୱର ଜିଲ୍ଲା ର ଅଟଳ ଯୁବଶକ୍ତି ପକ୍ଷ ରୁ ସନ୍ଧ୍ୟାରେ ଛତିଶଗଡ ରେ ଦେଶ ପାଇଁ ପ୍ରାଣ ବଳି ଦେଇଥିବା ସହୀଦ ଯବାନ ମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ସିନେମା ଛକ ଠାରେ ଅନୁଷ୍ଠିତ ହୋଇଯାଇଛି |
ଏହି ସଭାରେ ଅଟଳ ଯୁବଶକ୍ତି ପକ୍ଷ ରୁ ସମସ୍ତ ମେମ୍ବର ମାନେ ଉପସ୍ଥିତ ଥିଲେ l ସହୀଦ ଯବାନ ଆମର ରହେ, ଭାରତ ମାତାକି ଜୟ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ l (ଦୀପ୍ତିମାନ ପତି, ବାଲେଶ୍ୱର )