• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

କଟକ ବାଙ୍କୀ ପରେ ଜଗତପୁର ପାଗା ଛକରେ ଦୋକାନୀକୁ ବିଭତ୍ସଭାବେ ହତ୍ୟା

Proprietor Abhimanyu Maharana by Proprietor Abhimanyu Maharana
February 19, 2020
in ଅପରାଧ, ଓଡ଼ିଶା, ହୋମ୍
0
କଟକ ବାଙ୍କୀ ପରେ ଜଗତପୁର ପାଗା ଛକରେ ଦୋକାନୀକୁ ବିଭତ୍ସଭାବେ ହତ୍ୟା
Share on FacebookShare on TwitterWhatsapp

ମାହାଙ୍ଗା, କଟକ (ଓଡିଶା ତାଜା ନ୍ୟୁଜ୍ ) ଜଗତପୁର ପାଗା ଛକ 19/02/2020 :- କମିସନରେଟ ପୋଲିସ ଅଧୀନରେ ଥିବା ବହୁ ଥାନା ମାନଙ୍କରେ ଦିନକୁ ଦିନ ଅପରାଧ ବଢିଚାଲିଥିବା ବେଳେ ଅପରାଧ ଦମନ ପାଇଁ ସତେ ଯେମିତି କମିସନରେଟ ପୋଲିସ ବିଭାଗ ମୁକ ହୋଇ ନିରବ ଦଷ୍ଟ୍ରା ହୋଇଯାଇଛି, ସାଧାରଣ ମଣିଷ ଆଉ ନିଜକୁ ସୁରକ୍ଷିତ ମଣୁନାହାନ୍ତି, କୋଉଠି ଦିନ ଦ୍ୱିପ୍ରହରରେ ତ କୋଉଠି ରାତି ଅଧ ଘଟୁଛି ଗୁରୁତର ଅପରାଧ, ରେ କେତେକ ପୋଲିସ ବାବୁଙ୍କ ଅପରାଧୀ ପ୍ରେମ ନୀତି ଯୋଗୁ ଅପରାଧୀ ମାନେ ଅପରାଧ ଘଟାଇବାକୁ ପଛଘୁଞ୍ଚା ଦେଉନାହାନ୍ତି,

ଅପରାଧୀ ମାନେ ଅପରାଧ ଘଟାଇ ଖୁଲମଖୁଲା ବୁଲୁଥିବା ବେଳେ ପୋଲିସ ସେଥିପ୍ରତି ଧ୍ୟାନ ବି ଦଉନି, କଟକ ଜିଲ୍ଲା ବାଙ୍କୀ ଥାନା ପରେ ଏବେ ସଙ୍ଗିନ ହତ୍ୟା ଘଟଣା ଘଟିଛି କଟକ ଜଗତପୁର କମିସନରେଟ ପୋଲିସ ଥାନାର ପାଗା ଫାଣ୍ଡି ଅଧୀନରେ ଥିବା ପାଗା ଛକ ରେ, ଜଣେ ସାଧାରଣ ଲୋକ ନିଜର ଗୁଜୁରାଣ ମେଣ୍ଟାଇବାକୁ ସେଠାରେ ଦୋକାନ କରି ନିଜ ଗୁଜୁରାଣ ମେଣ୍ଟାଉ ଥିଲା, ହେଲେ ଗତ ସୋମବାର ରାତିରେ ସେଇ ଦୋକାନ ଭିତରେ କେଇ ଦୁର୍ବୁତ୍ତ ମାନେ ଦୋକାନ ମଲିକ କୁ ଅତି ନୃଶଂସ ଭାବେ ବେକ କାଟି ହତ୍ୟା କରିଚି, ଯାହାକୁ ନେଇ ସମଗ୍ର କଟକ ଜିଲ୍ଲାରେ ପୋଲିସ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି, କଟକ ଚାନ୍ଦବାଲି ରାସ୍ତାର ପାଗା ଫାଣ୍ଡି ଠାରୁ ମାତ୍ର ୧00 ମିଟର ଦୂରରେ ରାସ୍ତା କଡର ମଦ ଦୋକାନ ନିକଟରେ ଥିବା ଏହି ପାନ ଦୋକାନୀକୁ କେମିତି ହତ୍ୟା କରାଗଲା ତାହା କୁ ନେଇ ସମସ୍ତେ ଚକିତ ହୋଇଛନ୍ତି, ହତ୍ୟା ର ଶିକାର ହୋଇଥିବା ଲଷ୍ମୀନାରାୟଣ ପୁର ଗାଁ ର କ୍ଷୀରୋଦ ଭୋଇ (55) ପାଗା ଛକରେ ଦୋକାନ କରିଥିଲେ, ଗତକାଲି ସେ ଘରକୁ ରାତିରେ ନଫେରିବାରୁ ଆଜି ସକାଳୁ ତାଙ୍କ ପୁଅ ଶଙ୍କର୍ଷଣ ଦୋକାନକୁ ଯାଇଥିଲେ ବାପାକୁ ଖୋଜିବାକୁ, ଗଲାବେଳକୁ ଟଙ୍କା ବାପା ମୁହଁ ଓ ବେକରେ ହଣା ହୋଇଥିବା ସହ ସେ ମାରିପଡିଥିବା ନେଇ ପୋଲିସ କୁ ଖବର ଦେଇଥିଲେ, ଘଟଣା ସ୍ଥଳରେ ପୋଲିସ ପହଂଚି ପ୍ରାଥମିକ ତଦନ୍ତ ଚଳାଇଥିବା ବେଳେ କିଏ କାହିଁକି ତାକୁ ହତ୍ୟାକଲା ତାଜଣାପଡ଼ିନି, ମୃତ କ୍ଷୀରୋଦ ର ସମସ୍ତଙ୍କ ସହ ଭଲ ସମ୍ପର୍କ ଥିବାବେଳେ କାହାରି ସହ ପୁରା ଶତ୍ରୁତା ବି ନଥିବା ଜଣାଯାଇଛି,

କ୍ଷୀରୋଦ ନିଜ ଦୋକାନ ଖାତା ଉପରେ ଶୋଇରହିଥିବା ବେଳେ ସୀତା ବସ୍ତ୍ର ବି ପରିଧାନ କରିଚନ୍ତି, ତାଙ୍କୁ ହତ୍ୟା କରାଯିବାପରେ ତାଙ୍କ ଦୋକାନରେ ହତ୍ୟାକାରୀମାନେ ଆଣି ଶୁଆଇ ଦେଇଥିବା ଚର୍ଚ୍ଚା ହେଉଛି, ମେରୀ ରାୟ ନୀତିରେ ଚାଲିଛି କଟକ ଜିଲ୍ଲା ରେ ଆଇନ ସୁରକ୍ଷା ବ୍ୟବସ୍ତା, କଟକ ଜିଲ୍ଲା ବାଙ୍କୀ ଅଂଚଳରେ ଦିନ ଦିପ୍ରହରର ଡବଲ ମର୍ଡର ଘଟଣାର 6 ଦିନ ପରେ ପୁଣି ଜଗତ ପୁର ଥାନା ରେ ଘଟିଛି ଏଭଳି ହତ୍ୟା କାଣ୍ଡ,ପୋଲିସ ଏଯାଏଁ ଅପରାଧୀ ମାନଙ୍କର ଟେର ପାଉନଥିବା ଅଭିନୟ କରି ସେମାନଙ୍କୁ ଖସି ଯିବାରେ ସାହାଯ୍ୟ କରୁଛି ବୋଲି ସବୁ ଆଡେ ଆଲୋଚନା ହେଉଛି, ଏଠି ହତ୍ୟାକାରୀଙ୍କ ରକ୍ଷା କବଚ ସାଜିଛି କଟକ ପୋଲିସ ବୋଲି ଚର୍ଚ୍ଚା ଜୋର ହେଉଛି, ତୁରନ୍ତ ଉଭୟ ହତ୍ୟା କାଣ୍ଡ ଘଟଣାରେ ହତ୍ୟାକାରୀ ମାନଙ୍କୁ ଗିରଫ କରାନଗଲେ ଆଗମୀଦିନରେ କଟକ ପୋଲିସ ମୁଖ୍ୟାଳୟରେ ଆନ୍ଦୋଳନ ହେବବୋଲି ସାଧାରଣ ଜନତା ମାନେ ଚେତାବନୀ ଦେଇଛନ୍ତି,

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ

ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ

March 8, 2026
ମହିଳା ଦିବସ ଉପଲକ୍ଷେ ଯୋଗ ଶିବିର ଅନୁଷ୍ଠିତ

ମହିଳା ଦିବସ ଉପଲକ୍ଷେ ଯୋଗ ଶିବିର ଅନୁଷ୍ଠିତ

March 7, 2026
କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

March 7, 2026

Recent News

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ

ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ

March 8, 2026
ମହିଳା ଦିବସ ଉପଲକ୍ଷେ ଯୋଗ ଶିବିର ଅନୁଷ୍ଠିତ

ମହିଳା ଦିବସ ଉପଲକ୍ଷେ ଯୋଗ ଶିବିର ଅନୁଷ୍ଠିତ

March 7, 2026
କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

March 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ

ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version