• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଲେଶ୍ୱରରେ ଶିଳ୍ପାୟନର ଅଧୋଗତି : ଜିଲ୍ଲାରେ ବନ୍ଦ ପଡିଛି ଏକାଧିକ ବୃହତ ଶିଳ୍ପ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ମଧ୍ୟ ସମାନ ଅବସ୍ଥା – ପୁନରୁଦ୍ଧାର ଲାଗି ସରକାରଙ୍କ ପ୍ରୟାସ

Proprietor Abhimanyu Maharana by Proprietor Abhimanyu Maharana
March 30, 2021
in ଓଡ଼ିଶା, ବାଲେଶ୍ଵର, ହୋମ୍
0
ବାଲେଶ୍ୱରରେ ଶିଳ୍ପାୟନର ଅଧୋଗତି : ଜିଲ୍ଲାରେ ବନ୍ଦ ପଡିଛି ଏକାଧିକ ବୃହତ ଶିଳ୍ପ  କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ମଧ୍ୟ ସମାନ ଅବସ୍ଥା – ପୁନରୁଦ୍ଧାର ଲାଗି ସରକାରଙ୍କ ପ୍ରୟାସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ମଙ୍ଗଳବାର ) ବାଲେଶ୍ୱର :- ବାଲେଶ୍ୱରରେ ଶିଳ୍ପର ହାଲ ବେହାଲ । ଏଭଳି ସ୍ଥିତିରେ ଦୀର୍ଘ ୨୨ ବର୍ଷ ପରେ ରାଜ୍ୟ ସରକାରଙ୍କର ଉତ୍ତର ଓଡିଶାରେ ଶିଳ୍ପ ଅଭିବୃଦ୍ଧି କଥା ମନେ ପଡିଛି । ବାଲେଶ୍ୱର ଗସ୍ତରେ ଆସି ଶିଳ୍ପଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତୀଙ୍କ ପ୍ରମୁଖ ପରାମର୍ଶଦାତା । ଉତ୍ତର ଓଡିଶାର ବାଲେଶ୍ୱର,ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ଶିଳ୍ପର ଅଭିବୃଦ୍ଧି କିପରି ହେବ ସେ ନେଇ ଆଲୋଚନା କରିଥିଲେ । ହେଲେ ପ୍ରକୃତ ଚିତ୍ର ଅଲଗା, ଅନକ ଶିଳ୍ପ ବନ୍ଦ ପଡିଥିବାବେଳେ ଶିଳ୍ପାୟନ ଏବେ ରୁଗଣ ଅବସ୍ଥାରେ ।

ଦିନ ଥିଲା ଉତ୍ତର ଓଡିଶାର ଶିଳ୍ପ କହିଲେ ବାଲେଶ୍ୱରର ବିର୍ଲା ଟାୟାର୍ସ, ଇସ୍ପାତ ଆଲୋଏଜ୍ ଏବଂ ଇମାମି ପେପର ମିଲ୍ସ ଭଳି କିଛି ହାତଗଣତି ବୃହତ ଶିଳ୍ପର ନାଁ ସାମନାକୁ ଆସୁଥିଲା । ଏହି ସବୁ ବଡ଼ ଉଦ୍ୟୋଗ ସହ ଅନେକ ଛୋଟ ଶିଳ୍ପ ମଧ୍ୟ ଗଢି ଉଠିଥିଲା ହେଲେ ବିଗତ ଦୁଇ ଦଶନ୍ଧି ହେବ ବାଲେଶ୍ୱରରେ ଅନେକ ଶିଳ୍ପରେ ତାଲା ଝୁଲୁଛି । ଶିଳ୍ପର ସ୍ଥିତି ନେଇ ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ବାଲେଶ୍ୱରରେ ଉତ୍ତର ଓଡିଶାର ଶିଳ୍ପପତିଙ୍କ ସହ ଆଲୋଚନା କରିି ସେମାନଙ୍କ ସମସ୍ୟା ବୁଝିଥିଲେ । ଶିଳ୍ପକୁ ନୂତନ ଦିଗ ଦେବାକୁ ଏପ୍ରିଲରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଷ୍ଟ୍ରି ଇଣ୍ଡଷ୍ଟ୍ରିଜ୍ ପ୍ରମୋସନ ଏଜେନ୍ସି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

୯୦ ଦଶକରେ ତିଆରି ହୋଇଥିବା ଉତ୍ତର ଓଡିଶାର ସବୁଠାରୁ ବଡ କାରଖାନା ବିର୍ଲା ଟାୟାର୍ସ ଏବେ ଏକ ପ୍ରକାର ବନ୍ଦ ପଡିଛି । ଶତାଧିକ ଶ୍ରମିକ ରୋଜଗାର ହରାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ସେହିପରି ବାଲେଶ୍ୱର ଇସ୍ପାତ ଆଲୋୟଏଜ୍ ମଧ୍ୟ ସମାନ ଅବସ୍ଥା । ମିତ୍ତଲ ଗ୍ରୁପର ଫେରୋ ଆଲଏଜ୍ ସଂସ୍ଥା ରୁଗଣ ଅବସ୍ଥାରେ । ତେବେ ଶିଳ୍ପ ଓ ନିଯୁକ୍ତିର କଥା କହୁଥିବା ସରକାରଙ୍କ ୨୨ ବର୍ଷ ପରେ ପୁଣିଥରେ ଶିଳ୍ପ କଥା ମନେପଡିଛି ବୋଲି ସମାଲୋଚନା କରିଛନ୍ତି ବିରୋଧୀ ଏବଂ ଶ୍ରମିକ ସଂଗଠନର ଅନେକ ନେତା ।

ସେପଟେ ବିଳମ୍ବରେ ହେଉ ପଛେ ରାଜ୍ୟ ସରକାରଙ୍କର ଶିଳ୍ପ କଥା ମନେପଡିଥିବାରୁ ଏହାକୁ ସ୍ୱାଗତ କରିଛି ନର୍ଥ ଓଡିଶା ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି । ରେମୁଣା ବ୍ଲକର ଆର୍ମଳା ଗ୍ରାମବାସୀ କିନ୍ତୁ ସରକାରଙ୍କ ଉପରେ ଖପ୍ପା । ୨୦୧୧ରୁ ଶିଳ୍ପ ନାଁରେ ହଜାରେ ୯୯ ଏକର ଜମି ଅଧିଗ୍ରହଣ ହୋଇଥିଲେ ମଧ୍ୟ ବିସ୍ଥାପିତଙ୍କୁ କ୍ଷତିପୂରଣ ମିଳିନଥିବା ଲୋକେ ଅଭିଯୋଗ କରିଛନ୍ତି । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାରା ରାଜ୍ୟରେ ସାରର ଘୋର ଅଭାବ : ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ : ବିଜେଡି

ସାରା ରାଜ୍ୟରେ ସାରର ଘୋର ଅଭାବ : ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ : ବିଜେଡି

July 23, 2026
ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ ’

ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ ’

July 23, 2026
ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ

ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ

July 23, 2026
ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାରା ରାଜ୍ୟରେ ସାରର ଘୋର ଅଭାବ : ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ : ବିଜେଡି

ସାରା ରାଜ୍ୟରେ ସାରର ଘୋର ଅଭାବ : ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ : ବିଜେଡି

July 23, 2026
ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ ’

ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ ’

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version