• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱର , କଟକ ଓ ସୁନ୍ଦରଗଡ଼ ଗୋଟିଏ ପରେ ଗୋଟିଏ ସ୍ଥାନରେ କରୋନା କାୟା ମେଳାଇ ଚାଲିଛି

Proprietor Abhimanyu Maharana by Proprietor Abhimanyu Maharana
March 29, 2021
in ଓଡ଼ିଶା, ଗଞ୍ଜାମ, ଦେଶ, ମହାନଗର, ହୋମ୍
0
ଭୁବନେଶ୍ୱର , କଟକ ଓ ସୁନ୍ଦରଗଡ଼ ଗୋଟିଏ ପରେ ଗୋଟିଏ ସ୍ଥାନରେ କରୋନା କାୟା ମେଳାଇ ଚାଲିଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୮ ମାର୍ଚ୍ଚ ରବିବାର ) ବ୍ରହ୍ମପୁର :- ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ପ୍ରଥମ ଥର ପାଇଁ ରାଜ‌୍ୟରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା । ଯେତେବେଳେ ଜିଲ୍ଲାରୁ ଜିଲ୍ଲାକୁ କରୋନା ବ୍ୟାପିଚାଲିଥିଲା, ସେହି ସମୟରେ ଗଂଜାମର ସ୍ଥିତି ଢେର ଭଲ ରହିଥିଲା । ଗଂଜାମ ଜିଲ୍ଲାବାସୀଙ୍କ ସହଯୋଗ ଓ ପ୍ରଶାସନର ଉପଯୁକ୍ତ ପଦକ୍ଷେପ ଯୋଗୁଁ କରୋନା ଗଂଜାମରେ ମାଡ଼ି ପାରି ନଥିଲା । କିନ୍ତୁ ୨୦୨୦ ଏପ୍ରିଲ ୨୮ରେ ପ୍ରବାସୀମାନେ ଫେରିବା ପରେ କରୋନା ମେ‘ ୨ ତାରିଖରେ ଗଂଜାମରେ ପାଦ ଥାପିଥିଲା । ଗ୍ରୀନ ଜୋନରେ ଥିବା ଗଂଜାମ କରୋନା ହଟସ୍ପଟ ହୋଇଥିଲା। ଅକ୍ଲାନ୍ତ ପରିଶ୍ରମ ପରେ ଜିଲ୍ଲାର ସ୍ଥିତି ସ୍ବାଭାବିକ ହୋଇଥିଲା । ବର୍ତ୍ତବାନ ପୁଣି କରୋନାର ଦ୍ବିତୀୟ ଲହର ଫେରିଛି ।ଭୁବନେଶ୍ୱର , କଟକ ଓ ସୁନ୍ଦରଗଡ଼ ଗୋଟିଏ ପରେ ଗୋଟିଏ ସ୍ଥାନରେ କରୋନା କାୟା ମେଳାଇ ଚାଲିଛି ।

ଗଂଜାମରେ ଗତ ୧୦ ତାରିଖ ଠାରୁ ନିୟମିତ ଭାବେ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ ହେ, ତାହା ଏକକ ସଂଖ୍ୟା ମଧ୍ୟରେ ରହିଛି । ୧୦ ତାରିଖ ଠାରୁ ଗତ ୧୮ ଦିନ ମଧ୍ୟରେ ଆଜି ସର୍ବାଧିକ ୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ଥିବା କହି ପ୍ରଶାସନ ସବୁ କଟକଣାକୁ ଭୁଲି ଯାଇଛି। ଗଂଜାମକୁ ଏକ ବଡ଼ ଧରଣର ବିପଦ ମାଡ଼ି ଆସୁଛି। ପ୍ରତିଦିନ ସୁରତ ଓ ମହାରାଷ୍ଟ୍ରରୁ ଗୋଟିଏ ଲେଖାଏଁ ଟ୍ରେନ ଆସୁଛି। କରୋନାର ଦ୍ବିତୀୟ ଲହର ପରେ ହଟସ୍ପଟ ପାଲଟିଥିବା ଏହି ୨ ସହରରୁ ପ୍ରତ୍ୟେକ ଦିନ ଶହ ଶହ ପ୍ରବାସୀ ଗଂଜାମକୁ ଛୁଟି ଆସୁଛନ୍ତି ।

ହେଲେ ସେମାନଙ୍କୁ କେବଳ ଥର୍ମାଲ ସ୍କ୍ରିନିଂ ପରେ ଛାଡ଼ି ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ରେଳଷ୍ଟେସନରେ ୩୨ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଥିବା ବେଳେ ୨ ଜଣଙ୍କର ପଜିଟିଭ ବାହାରିଛି । ସେମାନଙ୍କ ସଂପର୍କରେ ପ୍ରଶାସନ କୌଣସି ବିବରଣୀ ରଖୁ ନଥିବା ଚର୍ଚ୍ଚା ହେଉଛି । ଗତ ୨ ଦିନ ତଳେ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଥିଲେ ଯେ, ବାହାର ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଆରଟିପିସିଆର ରିପୋର୍ଟ ଧରି ଆସିବା ବାଧ୍ୟତାମୂଳକ ।

ପ୍ରବାସୀ ମାନେ ଗଂଜାମରେ ପହଂଚିବା ପରେ ସ୍ଥାନୀୟ ସରପଂଚ, ବିଡିଓ କିମ୍ବା ସହରାଂଚଳର ଅଧିକାରୀଙ୍କୁ ନିଜର ବିବରଣୀ ଦାଖଲ କରି ସ୍ବାସ୍ଥ୍ୟ ପରୀକ୍ଷା କରାଇବେ ଏବଂ ୭ ଦିନ ଗୃହ ସଂଗରୋ‌ଧରେ ରହିବେ । ଛତ୍ରପୁର ଓ ଖଲ୍ଲିକୋଲ ଷ୍ଟେସନରେ ମଧ୍ୟ ଥର୍ମାଲ ସ୍କ୍ରିନିଂ ଆରମ୍ଭ କରାଯିବ। ବର୍ତ୍ତମାନ ସୁଦ୍ଧା ଏହି କଟକଣା କାର୍ଯ୍ୟକାରୀ ‌‌ହୋଇନାହିଁ । ଏହି ସବୁକୁ ଅନୁଧ୍ୟାନ କଲେ ଗୋଟିଏ ପଟେ କଟକଣା ନାହିଁ । ଅନ୍ୟପଟେ ଶହ ଶହ ପ୍ରବାସୀ ଜିଲ୍ଲାକୁ ଫେରୁଛନ୍ତି ।(ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍‌ପି 

ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍‌ପି 

June 28, 2026
ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

June 28, 2026
ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର – ବିଜେଡି

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର – ବିଜେଡି

June 28, 2026
State Bank of India Approves Metro Kinaaraa

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେଟ୍ରୋ କିନ୍ନାରାକୁ ଅନୁମୋଦନ କଲା

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍‌ପି 

ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍‌ପି 

June 28, 2026
ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version