No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ମାର୍ଚ୍ଚ ବୁଧବାର )କବିସୂର୍ଯ୍ୟନଗର :- କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡ଼ିଆଳି ପଞ୍ଚାୟତର ଠାରେ ଶତ ପ୍ରତିଶତ ଘରୋଇ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିଥିବା ବେଳେ ବରିଷ୍ଠ ନେତା ଗୌରହରୀ ଭୂୟାଁ ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା
। ଏହି ଉତ୍ସବ ରେ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ , ସରପଞ୍ଚ କୁମାର ଭୂୟାଁ , ସୁନୀଲ ପଲେଇ , ତପନ ପ୍ରଧାନ, ସମିତି ସଭ୍ୟ ପ୍ରଦୀପ ଗୌଡ଼, ଗୁଡ଼ିଆଳି ସମିତି ସଭ୍ୟା , ଯନ୍ତ୍ରୀ ସନ୍ତୋଷ କୁମାର ଦାଶ, ପ୍ରମୁଖ ଯୋଗ ଦେଇ ନବୀନ ସରକାର ରେ ପ୍ରତ୍ୟେକ ଘରେ ପିଇବା ପାଣି ଯୋଗାଇଦେବା ଉଦ୍ୟମକୁ ଜନସାଧାରଣ ଙ୍କୁ ସଚେତନତା କରିଥିଲେ । ( ରିପୋର୍ଟ : ଶେଷଦେବ ସାହୁ )
No Result
View All Result