• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଇଣ୍ଡିଆ ଇଂଟର୍‌ନ୍ୟାଶନାଲ ଟ୍ରାଭେଲ୍ ଏଗ୍‌ଜିବିଶନ (ଆଇଆଇଟିଇ)-ଭୁବନେଶ୍ୱରରେ ନିଜ ଦ୍ରୁତ ଅଭିବୃଦ୍ଧିଶୀଳ ପର୍ଯ୍ୟଟନ କ୍ଷେତ୍ରର ପ୍ରଦର୍ଶନ କରିଛି ମଧ୍ୟପ୍ରଦେଶ ଟୁରିଜିମ୍‌ ବୋର୍ଡ

Proprietor Abhimanyu Maharana by Proprietor Abhimanyu Maharana
March 13, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଇଣ୍ଡିଆ ଇଂଟର୍‌ନ୍ୟାଶନାଲ ଟ୍ରାଭେଲ୍ ଏଗ୍‌ଜିବିଶନ (ଆଇଆଇଟିଇ)-ଭୁବନେଶ୍ୱରରେ ନିଜ ଦ୍ରୁତ ଅଭିବୃଦ୍ଧିଶୀଳ ପର୍ଯ୍ୟଟନ କ୍ଷେତ୍ରର ପ୍ରଦର୍ଶନ କରିଛି ମଧ୍ୟପ୍ରଦେଶ ଟୁରିଜିମ୍‌  ବୋର୍ଡ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୨ ମାର୍ଚ୍ଚ ଶୁକ୍ରବାର ) ଭୁବନେଶ୍ୱର  :-  ମଧ୍ୟପ୍ରଦେଶ ଟୁରିଜିମ୍ ବୋର୍ଡ ନିଜ ଦ୍ରୁତ ଅଭିବୃଦ୍ଧିଶୀଳ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରଦର୍ଶନ କରିବା ପାଇଁ ଭୁବନେଶ୍ୱରର ଜୟଦେବ ବିହାରସ୍ଥିତ ହୋଟେଲ୍‌ ପାଲ୍ ହାଇଟ୍‌ସଠାରେ ମାର୍ଚ୍ଚ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଇଣ୍ଡିଆ ଇଂଟର୍‌ନ୍ୟାଶନାଲ ଟ୍ରାଭେଲ୍ ଏଗ୍‌ଜିବିଶନ (ଆଇଆଇଟିଇ)ରେ ଅଂଶଗ୍ରହଣ କରିଛି । ମଧ୍ୟପ୍ରଦେଶ ହେଉଛି ଅର୍ଥନୀତି ଦୃଷ୍ଟିରୁ ଦେଶର ବିକଶିତ ରାଜ୍ୟଗୁଡିକ ମଧ୍ୟରୁ ଅନ୍ୟତମ ଏବଂ ଏହା ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶର ବିପୁଳ ସମ୍ଭାବନାରେ ଭରି ରହିଛି । ମଧ୍ୟପ୍ରଦେଶ ହେଉଛି ଏକ ସର୍ବୋତମୁଖୀ ରାଜ୍ୟ ଯେଉଁଠାରେ ବିଭିନ୍ନ ପ୍ରକାରର ପର୍ଯ୍ୟଟନ ଉତ୍ପାଦ ରହିଛି ଏବଂ ଏହା ଆବିଷ୍କାର ଓ ଅନୁଭବ କରିବା ପାଇଁ ଅନେକ ପର୍ଯ୍ୟଟନସ୍ଥଳୀ, ବନ୍ୟଜନ୍ତୁ ସଫାରୀ, ପ୍ରାକୃତିକ ସୌନ୍ଦର୍ଯ୍ୟ, ଆଡ୍‌ଭେନ୍‌ଚର ଆକ୍ଟିଭିଟି, କ୍ୟାମ୍ପିଙ୍ଗ୍‌, ଜଳ କ୍ରୀଡା, ଖାଦ୍ୟ, ଐତିହ୍ୟ, ଆଦିବାସୀ ସଂସ୍କୃତି, ହସ୍ତଶିଳ୍ପ, ୱେଲ୍‌ନେସ୍ ଓ ଆକର୍ଷଣୀୟ ପର୍ଯ୍ୟଟନ ଭଳି ଅନେକ କିଛି ପ୍ରଦାନ କରୁଛି ।

ଏହି ରାଜ୍ୟ ହୋମ୍ ଷ୍ଟେ, ଗ୍ରାମ ଷ୍ଟେ ଓ ଫାର୍ମ ଷ୍ଟେ ସ୍କିମ୍ ଆଦି ବିକଶିତ କରିଛି ଯାହାଫଳରେ ପର୍ଯ୍ୟଟକମାନେ ରାଜ୍ୟରେ ରହିବା ସହିତ ଗ୍ରାମୀଣ ସଂସ୍କୃତି ଓ ପରମ୍ପରାଗୁଡିକର ଅନୁଭବ ପାଇପାରିବେ । ଏମ୍‌ପିଟିବି ଅଧିକ ଘରୋଇ ପର୍ଯ୍ୟଟକ ହାସଲ କରିବା, ଐତିହ୍ୟ, ସଂସ୍କୃତି, ଆଡ୍‌ଭେଂଚର, ବନ୍ୟପ୍ରାଣୀ, ଆଧ୍ୟାତ୍ମିକ, ଗ୍ରାମୀଣ ଓ ୱେଲ୍‌ନେସ୍‌ ଗନ୍ତବ୍ୟସ୍ଥଳୀଗୁଡିକୁ ଆବିଷ୍କାର କରୁଥିବା ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ବର୍ଗରେ ନୂଆ ଟ୍ରାଭେଲ ସର୍କିଟ୍‌ଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ରଣନୀତି ସହ କାର୍ଯ୍ୟ କରୁଛି । ମଧ୍ୟପ୍ରଦେଶ ଟୁରିଜିମ୍ ବୋର୍ଡର ଡ଼େପୁଟି ଡ଼ାଇରେକ୍ଟର, ଇଭେଣ୍ଟଓ ଏବଂ ମାର୍କେଟିଂ, ୟୁବରାଜ ପାଡ଼ୋଲେ କହିଛନ୍ତିଯେ, “ମଧ୍ୟପ୍ରଦେଶକୁ ଏକ ପର୍ଯ୍ୟଟକ ଅନୁକୂଳ ଗନ୍ତବ୍ୟସ୍ଥଳୀରେ ପରିଣତ କରିବା ପାଇଁ ଯୋଜନା କରାଯାଇଥିବା ବିଭିନ୍ନ ଗତିବିଧି ସହିତ ରାଜ୍ୟ ପାଇଁ ଆମର ଏକ ସ୍ପଷ୍ଟ ଦୃଷ୍ଟିକୋଣ ରହିଛି । ମଧ୍ୟପ୍ରଦେଶରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଦୃଷ୍ଟିରୁ ଅନେକ କିଛି ରହିଛି । ଭାରତରେ ପର୍ଯ୍ୟଟନ କ୍ଷେତ୍ରକୁ ଆକାର ଦେବାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛୁ । ଏଭଳି ଭ୍ରମଣ ଓ ପର୍ଯ୍ୟଟନ ମେଳାରେ ଅଂଶଗ୍ରହଣ ମଧ୍ୟପ୍ରଦେଶ ଟୁରିଜିମ୍‌କୁ ନିଜର ସୌନ୍ଦର୍ଯ୍ୟ ଓ ବିବିଧତାକୁ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟ୍‌ଫର୍ମ ପ୍ରଦାନ କରିବ ।”

ଏହି ଅବସରରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରଭେଲ ଏକ୍ସିବସନର ଡ଼ାଇରେକ୍ଟର, ଅନୁରାଗ ଗୁପ୍ତା କହିଛନ୍ତିଯେ, “ଆମେ ଚଳିତ ବର୍ଷ ଉକ୍ତ ଏକ୍ସିବିସନ ଆୟୋଜନ କରିବାରେ ୫ମ ବର୍ଷରେ ପଦାର୍ପଣ କରିଛୁ । ଭାରତର ବିଭିନ୍ନ ଦର୍ଶନୀୟ ସ୍ଥାନକୁ ପ୍ରୋତ୍ସାହିତ କରିବା ତଥା “ଦେଖୋ ଆପନା ଦେଶ” ଉକ୍ତିକୁ ପ୍ରତିପାଦନ କରିବା ପାଇଁ ଆମେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଛୁ ।” କୋଭିଡ୍‌-୧୯ ପରେ ବାର୍ଷିକ ପର୍ଯ୍ୟଟନ କାର୍ଯ୍ୟକ୍ରମ ଯେପରିକି ଜଳମହୋତ୍ସବ, ମଣ୍ଡୁ ଫେଷ୍ଟିଭାଲ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକୁ ସମସ୍ତ ଏସଓପି, ସ୍ୱାସ୍ଥ୍ୟ ଓ ସୁରକ୍ଷା ଗାଇଡ୍‌ଲାଇନ୍‌ଗୁଡିକର ପାଳନ କରାଯାଇ ଆୟୋଜନ କରାଯାଉଛି । ଏହା ଟ୍ରାଭେଲ ବ୍ୟବସାୟଗୁଡିକୁ ଏକ ସକାରାତ୍ମକ ବାର୍ତା ପଠାଉଛି ଯେ, ଏହି ରାଜ୍ୟ ଭ୍ରମଣ ପାଇଁ ସୁରକ୍ଷିତ ଅଟେ ଏବଂ ଏଠାରେ ବିଭିନ୍ନ କ୍ଷେତ୍ରରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଅନେକ ଆକର୍ଷଣ ଓ ଉତ୍ପାଦ ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version