• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଟଳ ଇନ୍‌କ୍ୟୁବେଶନ ସେଂଟର୍‌ର ଶୁଭାରମ୍ଭ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଷଢଙ୍ଗୀଙ୍କ ଦ୍ୱାରା ଶୁଭ ଉଦଘାଟନ

Proprietor Abhimanyu Maharana by Proprietor Abhimanyu Maharana
March 3, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଅଟଳ ଇନ୍‌କ୍ୟୁବେଶନ ସେଂଟର୍‌ର ଶୁଭାରମ୍ଭ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଷଢଙ୍ଗୀଙ୍କ ଦ୍ୱାରା ଶୁଭ ଉଦଘାଟନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (0୩ ମାର୍ଚ୍ଚ ବୁଧବାର ) ଭୁବନେଶ୍ୱର :-  ଭାରତ ସରକାରଙ୍କ ନିତି ଆୟୋଗ ସହ ସହଭାଗିତାରେ ଭୁବନେଶ୍ୱରର ଚନ୍ଦକାଠାରେ ଅବସ୍ଥାପିତ ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନର ସ୍ଥାପନା ସହିତ ଏକ ନୂତନ ଟେକ୍ନୋଲୋଜି ବିଜ୍‌ନେସ୍ ଇନ୍‌କ୍ୟୁବେଶନ ସେଂଟର୍‌, ଅଟଳ ଇନ୍‌କ୍ୟୁବେଶନ ସେଂଟର୍‌ର ଶୁଭାରମ୍ଭ କରାଯାଇଛି । ଉକ୍ତ ସେଂଟର ଓଡିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ କରିବା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ୨ ମାର୍ଚ୍ଚ୨୦୨୧ରେ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟଚାଷ ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ଏଆଇସି-ଏନ୍‌ଆଇଟିଏଫ୍‌ର ନିର୍ଦ୍ଦେଶକ ଶ୍ରୀ ତପନ କୁମାର ଚାନ୍ଦଙ୍କ ସମେତ ବହୁସଂଖ୍ୟକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ଷ୍ଟେଟ୍ ଅଫ୍ ଆର୍ଟ ଇନ୍‌କ୍ୟୁବେଶନ ସେଂଟର୍‌କୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ଶ୍ରୀଯୁକ୍ତ ପ୍ରତାପ ଷଢଙ୍ଗୀ କହିଛନ୍ତିଯେ,

“ସମ୍ମାନନୀୟ ପ୍ରଧାନମନ୍ତ୍ରୀ, ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ଆତ୍ମନିର୍ଭର ଭାରତକୁ ପୂରଣ କରିବାରେ ଉକ୍ତ ସେଂଟର ଏକ ପ୍ରମୁଖ ଭୁମିକା ଗ୍ରହଣ କରିବ । ଉକ୍ତ ସେଂଟର ଆହୁରୀ ମଧ୍ୟ ଷ୍ଟାର୍ଟଅପ ମାନଙ୍କୁ ସେମାନଙ୍କ ଚିନ୍ତାଧାରାକୁ ବାସ୍ତବତାରେ ପରିଣତ କରିବାରେ ସହାୟକ ହୋଇପାରିବ । ଏକ ବିସ୍ତୃତ ବଜାରରେ ସେମାନଙ୍କ ଉତ୍ପାଦର ବିପଣନ ଏବଂ ବିକ୍ରୟ କରିବା ପାଇଁ ସେମାନେ ଏଠାରେ ପ୍ରଶିକ୍ଷିତ ହୋଇପାରିବେ ।” ଏଆଇସି-ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ (ଏଆଇସି- ଏନ୍‌ଆଇଟିଏଫ୍‌) ହେଉଛି ଓଡିଶାରେ ପ୍ରଥମ ଅଟଳ ଇନ୍‌କ୍ୟୁବେଶନ ସେଂଟର୍ ଯାହାକି ଭାରତ ସରକାରଙ୍କ ନିତି ଆୟୋଗର ଅଟଳ ଇନୋଭେଶନ ମିଶନ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ପରିକଳ୍ପିତ ଓ ସମର୍ଥିତ ଏବଂ ଷ୍ଟାର୍ଟଅପ୍ ଓଡିଶା ଦ୍ୱାରା ସ୍ୱୀକୃତିପ୍ରାପ୍ତ । ଏଆଇସି- ଏନ୍‌ଆଇଟିଏଫ୍ ଦେଶର ଉଦୀୟମାନ ଉଦ୍ୟୋଗୀମାନଙ୍କ ପାଇଁ ଏକ ୧୦,୦୦୦ ବର୍ଗଫୁଟ୍‌ର ଇନ୍‌କ୍ୟୁବେଶନ (ଉଷ୍ମାୟନ) ସ୍ଥାନ,

ଏକ ସୁନ୍ଦର ସବୁଜ କ୍ୟାମ୍ପସ ସମେତ ଷ୍ଟେଟ୍ ଅଫ୍ ଦ ଆର୍ଟ ଭିତିଭୂମି ସହାୟତା, ସେକ୍ଟର-ସ୍ପେଶିଫିକ୍ ଲ୍ୟାବ୍‌/ ଫ୍ୟାବ୍‌ଲ୍ୟାବ୍ ସହ ଅତ୍ୟାଧୁନିକ ପ୍ରୋଟୋଟାଇପିଙ୍ଗ୍ ବ୍ୟବସ୍ଥା ଓ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ବସ୍ତୁ ପ୍ରଦାନ କରୁଛି । ଏହି ଇନ୍‌କ୍ୟୁବେଶନ ସେଂଟର୍ ଶିଳ୍ପ, ସରକାର ଓ ଷ୍ଟାର୍ଟଅପ୍ ଇକୋସିଷ୍ଟମରୁ ଡୋମେନ୍‌ ଏକ୍ସପର୍ଟ ଓ ପ୍ରଖ୍ୟାତ ପେସାଦାରମାନଙ୍କଠାରୁ ବିଶ୍ୱସ୍ତରୀୟ ସହାୟତା ପ୍ରଦାନ କରୁଛି । ଏଆଇସି-ଏନ୍‌ଆଇଟିଏଫ୍ ସ୍ୱତନ୍ତ୍ର ନିବେଶ ସଂଯୋଗ ମାଧ୍ୟମରେ ଷ୍ଟାର୍ଟଅପ୍‌ଗୁଡିକର ବିନିଯୋଗ କ୍ଷମତାକୁ ବିକଶିତ କରିବା ପାଇଁ ବହୁସଂଖ୍ୟକ ବ୍ୟବସାୟ ସ୍ଥାପନ ସେବା ଓ ନେଟ୍‌ୱାର୍କିଙ୍ଗ୍ ସୁଯୋଗ ପ୍ରଦାନ କରିଛି । ଏହି ସେଂଟର୍ ଦେଶରେ ଉଦ୍ୟୋଗୀକରଣ ଇକୋସିଷ୍ଟମର ବିକାଶ ପାଇଁ ଏଆଇଏମ୍ ଓ ନିତି ଆୟୋଗର ଲକ୍ଷ୍ୟକୁ ବାସ୍ତବ ରୂପ ଦେବା ପାଇଁ ପ୍ରାରମ୍ଭିକ ସ୍ତରର ତଥା ନୂଆ ଉଦ୍ୟୋଗୀମାନଙ୍କୁ ଆଗକୁ ବଢାଇବା ସହ ସମର୍ଥନ କରୁଛି । ଯାହାଫଳରେ ନୂତନ ଉଦ୍ଭାବନ ଓ ବ୍ୟବସାୟ ସୃଷ୍ଟି ହୋଇପାରିବ, ବିକଶିତ ହୋଇପାରିବ ଓ ଆମର ଦେଶର ବର୍ଦ୍ଧିତ ଅର୍ଥନୀତିରେ ଯୋଗଦାନ ଦେଇପାରିବ ।

ବାଲ୍‌କୋ ଆଣ୍ଡ ଡିଜି, ଏଆଇସି-ଏନ୍‌ଆଇଟିଏଫ୍‌ର ନିର୍ଦ୍ଦେଶକ ଶ୍ରୀ ତପନ କୁମାର ଚାନ୍ଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବିଶେଷ କରି ଓଡିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ବିକାଶ ଦିଗରେ ସେମାନଙ୍କର ଦୃଢ ପ୍ରତିବଦ୍ଧତା ପାଇଁ ଧନ୍ୟବାଦ ଜଣାଇଥିଲେ । ସେ ଏଆଇସି- ଏନ୍‌ଆଇଟିଏଫ୍‌ର ଦୃଷ୍ଟିକୋଣ,ଲକ୍ଷ୍ୟ ଓ ଉଦ୍ଦେଶ୍ୟ (ଭିଏମ୍‌ଓ)କୁ ଏକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ବିଜ୍‌ନେସ୍ ଇନ୍‌କ୍ୟୁବେଶନ ସେଂଟର୍ ଏବଂ ପୂର୍ବ ଭାରତରେ ଷ୍ଟାର୍ଟଅପ୍‌ ଓ ଉଦ୍ୟୋଗଗୁଡିକର ଏକ ହବ୍ ଭାବେ ଉପସ୍ଥାପନ କରିଥିଲେ । ସେ ଆମ ଦେଶ ରୋଜଗାର ଆବଶ୍ୟକ କରୁଥିବା ସର୍ବାଧିକ ପ୍ରତିଶତର କାର୍ଯ୍ୟରତ ଜନସଂଖ୍ୟା ସହିତ ଦ୍ରୁତ ବେଗରେ ଆଗକୁ ବଢୁଥିବା ବେଳେ ଦେଶରେ ଷ୍ଟାର୍ଟଅପ୍ ଓ ନିଯୁକ୍ତି ସୃଷ୍ଟିକର୍ତାଙ୍କ ସକ୍ଷମକାରୀ ଭାବେ ଇନ୍‌କ୍ୟୁବେଟର୍‌ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ୧୦ଟି ଷ୍ଟାର୍ଟଅପ୍ ପାଇଁ ୧୬.୫ କୋଟି ଟଙ୍କାର ନିବେଶ ଘୋଷଣା କରାଯାଇଥିଲା, ଯାହାକୁ ଫଣ୍ଡ୍ ଫ୍ଲୋ ଇଷ୍ଟ ସମିଟ୍‌ରେ ସ୍ଥାପନ କରାଯାଇଥିଲା ।

ପ୍ରଖ୍ୟାତ ନିବେଶକଙ୍କଠାରୁ ପାଣ୍ଠି ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ଷ୍ଟାର୍ଟଅପ୍‌ଗୁଡିକ ମଧ୍ୟରେ ଟେକ୍‌ନିକ୍ସିଆ ଅଟୋମେଶନ ପ୍ରାଇଭେଟ୍ ଲିମିଟେଡ୍‌, ଓଏସ୍‌ସିବି ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍‌, ଏଜିପାନ୍ ଆନିମଲ୍ ବାୟୋକେୟାର, ଫୁଡ୍ ରାଜୁ, ଦୁଧ୍ ସାଗର୍‌, ଆର୍‌.ଏ.ୟୁ ଇଣ୍ଡଷ୍ଟ୍ରୀଜ୍ ଏଲ୍‌ଏଲ୍‌ପି, ମିଟ୍ଟି କ୍ୟାଫେ, ୟୋଟ୍ଟା ଆଗ୍ରୋ ଫାର୍ମସ୍ (ଜେଟା ଫାର୍ମସ୍‌). ଗ୍ରୋପିଟାଲ, ସେ ରୁମ୍‌ସ ଓ ଏଆଇମାର୍ଟ ଆଦି ସାମିଲ ଅଛନ୍ତି । ୨୦୨୦ରେ ଏହାର କାର୍ଯ୍ୟ ଆରମ୍ଭ ପରଠାରୁ ଏଆଇସି-ଏନ୍‌ଆଇଟିଏଫ୍ ଗୁଣାତ୍ମକ ଷ୍ଟାର୍ଟଅପ୍ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛି ଯାହାର ସାମାଜିକ ଓ ଆର୍ଥିକ ପ୍ରଭାବ ରହିଛି । ଏହା ଓଡିଶାରେ ଏଆଇଏମ୍ ଇନ୍ ଓଡିଶା, ବିଚାର, ଫଣ୍ଡ୍ ଫ୍ଲୋ ଇଷ୍ଟ୍‌ ସମିଟ୍‌,ଷ୍ଟାର୍ଟଅପ୍ କନେକ୍ଟ କ୍ୟାମ୍ପେନ୍ ଭଳି ଅନେକ ପ୍ରଭାବଶାଳୀ କାର୍ଯ୍ୟକ୍ରମଗୁଡିକର ପରିଚାଳନା କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version