• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନିଷ୍ଠା ଭବନ,ଖଣ୍ଡହଥା ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
March 2, 2021
in ଓଡ଼ିଶା, ବରଗଡ଼, ହୋମ୍
0
ନିଷ୍ଠା ଭବନ,ଖଣ୍ଡହଥା ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର) ବରଗଡ଼ :- ରବିବାର ଦିନ ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ ର ମିଳିତ ଉଦ୍ୟମ ରେ ଏକ କମ୍ପ୍ୟୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର କୁ ମାତୃଛାୟା ର ପ୍ରତିଷ୍ଠାତା ତଥା ସମାଜସେବୀ ଦେବଦତ୍ତ ତ୍ରିପାଠୀଙ୍କ ମାଁ ହରିମତୀ ତ୍ରିପାଠୀ ଫିତା କାଟି ଶୁଭାରମ୍ଭ କରି ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ।ନିଷ୍ଠା ର ସଦସ୍ଯ ତଥା ପୁର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରଭାସ ସିଂହ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ ।

ଏଥିରେ ୧୬୯ ଜଣ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟ ରୁ ୪୬ ଜଣଙ୍କ ର ମାଗଣା ଚକ୍ଷୁ ଅପରେସନ ପାଇଁ ପଣ୍ଡାପାଲି ଚିକିତ୍ସାଳୟକୁ ବସ ଯୋଗେ ପଠାଯାଇଅଛି। ଦ୍ବିତୀୟ ପର୍ଯ୍ୟାୟରେ ଆଉ ୬ ଜଣଙ୍କୁ ଅପରେସନ ପାଇଁ ପଠାଯିବ । ନିଷ୍ଠା ପରିବାର ଦ୍ବାରା କିଛି ଗରିବ ରୋଗୀଙ୍କୁ ମାଗଣାରେ ଚଷମା ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଶିବିର ରେ ଡାକ୍ତର ୟସ ଅଗ୍ରୱାଲା,ଟେକେନିସିଆନ ସୁଜିତ ଥପା ଓ ତାଙ୍କ ଟିମ୍ ସହ ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ବିନୀ ତ୍ରିପାଠୀ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ନିଷ୍ଠା ପରିବାର ର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ ।

ଦୀର୍ଘ ଦଶ ବର୍ଷ ଧରି ଅସହାୟଙ୍କ ସେବାରେ ଉତ୍ସାର୍ଗୀକୃତ ନିଷ୍ଠା ପରିବାର  ବରଗଡ ଜିଲ୍ଲା କଂଣ୍ଟାକ୍ଟର ଏସୋସିଏସନ ର ବରିଷ୍ଠ ତଥା ମୂଳଦୁଆ ସଦସ୍ୟ ମାନଙ୍କୁ ନେଇ ଏକ ସାଧାରଣ ସଭା ହୋଇଥିଲା । ଏସୋସିଏସନ ର କାର୍ଯକଳାପ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଶୂଙ୍ଖଳା ଉପରେ ସମସ୍ତେ ଜୋର ଦେଇଥିଲେ ।  ବିଶୃଙ୍ଖଳିତ ଆଚରଣ ପାଇଁ ସୁନୀଲ କୁମାର ମହାପାତ୍ର (ମୁନା) ଏବଂ ତୋଷବନ୍ତ ଦାଶ ଙ୍କୁ ଏସୋସିଏସନ ର ପ୍ରାଥମିକ ସଦସ୍ୟ ପଦ ରୁ ବହିଷ୍କୃତ କରାଗଲା ।  ଆସନ୍ତା ମାର୍ଚ 14 ରବିବାର ଦିନ ସାଧାରଣ ପରିଷଦ ର ବୈଠକ ଦିନ 11 ଘନ୍ଟା ସମୟ ରେ ଅନୁଷ୍ଠିତ ହେବ ଏବଂ ପରବର୍ତ୍ତୀ କର୍ମକର୍ତ୍ତା ନିର୍ବାଚନ ହେବ ।

ସେ ସମୟ ପର୍ଯ୍ୟନ୍ତ ଏସୋସିଏସନ ର ନିତି ଦିନିଆ କାର୍ଯ୍ୟକ୍ରମ ସଂପାଦନ ପାଇଁ ପୂର୍ବତନ ସଂପାଦକ ସୁବାଷ ବାରିକ ଙ୍କୁ ଦାୟିତ୍ବ ଦିଆଗଲା । ଏହି ସଭା ରେ ରାଜକୁମାର ବିଶି କୃଷ୍ଣ ଚନ୍ଦ୍ର ଦାଶ ପ୍ରଭାତ ଆଦିତ୍ଯ ମିଶ୍ର ମାନଭଂଜନ କର ମୁକୁନ୍ଦ ରଥ ଲକ୍ଷ୍ମୀ ରଥ ବିରଞ୍ଚି ଦାସ ଆଦିତ୍ଯ ମିଶ୍ର ଦେବେନ୍ଦ୍ର ପାଣିଗ୍ରାହୀ ସୁଧାନ୍ଶୁ ଗଡତିଆ ଗୌତମ ମିତ୍ର ରାଧେଶ୍ଯାମ ନାୟକ ତିର୍ନାଥ ଦୋରା ରମେଶ ସାହୁ ଗିରିଧାରୀ ଦାଶ ଦିଲିପ ଦାଶ ସୁବାଷ ବାରିକ ବିଜୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ନିଜସ୍ୱ ମତାମତ ଦେଇଥିଲେ । ବିଶୃଙ୍ଖଳିତ ଆଚରଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସମସ୍ତେ ଦାବି ରଖିଥିଲେ ।  (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପରିବାରର ମହାନ ଉଦାରତା : ଉତ୍କଳ ହସ୍ପିଟାଲରେ ଜୀବନ ରକ୍ଷା ପାଇଁ ଶ୍ରୀମତୀ ଉର୍ମିଳା ହରିଚନ୍ଦନଙ୍କ ଯକୃତ ଦାନ

ପରିବାରର ମହାନ ଉଦାରତା : ଉତ୍କଳ ହସ୍ପିଟାଲରେ ଜୀବନ ରକ୍ଷା ପାଇଁ ଶ୍ରୀମତୀ ଉର୍ମିଳା ହରିଚନ୍ଦନଙ୍କ ଯକୃତ ଦାନ

March 15, 2026
କ୍ଷମା ମାଗନ୍ତୁ କୁଳପତି : ଓଡିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଂକ ଦାବି

କ୍ଷମା ମାଗନ୍ତୁ କୁଳପତି : ଓଡିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଂକ ଦାବି

March 15, 2026
କାନଭାସରେ ଜୀବନ୍ତ ହେଲା ୬୪ ଯୋଗିନୀଙ୍କ ଅବତାର  ଆକର୍ଷଣ ସୃଷ୍ଟି କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

କାନଭାସରେ ଜୀବନ୍ତ ହେଲା ୬୪ ଯୋଗିନୀଙ୍କ ଅବତାର ଆକର୍ଷଣ ସୃଷ୍ଟି କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026
ନୟାଗଡ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨୮୩ଟି ମାମଲାଫଏସଲା

ନୟାଗଡ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨୮୩ଟି ମାମଲାଫଏସଲା

March 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପରିବାରର ମହାନ ଉଦାରତା : ଉତ୍କଳ ହସ୍ପିଟାଲରେ ଜୀବନ ରକ୍ଷା ପାଇଁ ଶ୍ରୀମତୀ ଉର୍ମିଳା ହରିଚନ୍ଦନଙ୍କ ଯକୃତ ଦାନ

ପରିବାରର ମହାନ ଉଦାରତା : ଉତ୍କଳ ହସ୍ପିଟାଲରେ ଜୀବନ ରକ୍ଷା ପାଇଁ ଶ୍ରୀମତୀ ଉର୍ମିଳା ହରିଚନ୍ଦନଙ୍କ ଯକୃତ ଦାନ

March 15, 2026
କ୍ଷମା ମାଗନ୍ତୁ କୁଳପତି : ଓଡିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଂକ ଦାବି

କ୍ଷମା ମାଗନ୍ତୁ କୁଳପତି : ଓଡିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଂକ ଦାବି

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version