ଓଡ଼ିଶା ତାଜା ନ୍ୟୁଜ୍ (୧୧ ଫେବୃଆରୀ ଗୁରୁବାର ) ପଦ୍ମପୁର :- ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ,ଲଖମରା ଠାରେ ପ୍ରଧାନଶିକ୍ଷକ ଶ୍ରୀ ହେମକାନ୍ତ ସୁନାଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ଗାଇଡ କ୍ୟାପଟେନ ରଶ୍ମିତା ଡନସନା ପ୍ରଥମେ ଗାଇଡ ଛାତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇ















