No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ବରଗଡ :- ଆଜି ସମ୍ବଲପୁର ଜିଲ୍ଲା ଗୋଶାଲା ନିକଟ ଝାରମୁଣ୍ଡା ଗ୍ରାମର ଉପର ପାଡା ର ଜଣେ ସୁନାମଧନ୍ୟ ଯୁବତୀ ଭାରତୀୟ ଆସାମ ରାଇଫଲରେ ମନୋନିତ ହୋଇଥିବା ଖବର ପାଇ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ସମ୍ମାନୀତ କରାଗଲା ମାନପତ୍ର , ମୁକୁଟ , ଗାମୁଛା ଦେଇ ଅନୁଷ୍ଟାନ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ସମ୍ମାନିତ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ସହଯୋଗୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଗୋଶାଲାର ଯୁବ ସମାଜ ସେବୀ ତଥା ଜନ କଲ୍ୟାଣ ସେବା ଟ୍ରଷ୍ଟ ର ଜଣେ ସକ୍ରିୟ ସହଯୋଗୀ ଶ୍ରୀ ମନୋଜ ସାହୁ କାଯ୍ୟକ୍ରମ କୁ ପରିଚାଲନା କରିଥିଲେ । ଓ ଧନକଉଡା ଜୋନ୍ -2ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ସଯୁକ୍ତା ପଧାନ କାଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ଏହା ସହିତ ମହିଳା ସମାଜସେବୀ ଗୋଶାଲାର ଚାଚି ମଧ୍ୟ କାର୍ଯ୍ୟକ୍ରମରେ ରେ ସହଯୋଗ କରିଥିଲେ । ( ରିପୋର୍ଟ -ସତ୍ୟ ନାରାୟଣ ପ୍ରଧାନ )
No Result
View All Result