ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ବଡ଼ଚଣା :- ବଡ଼ଚଣା ଦୁର୍ଗା ମଣ୍ଡପ ଠାରେ ୭୨ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି । ଆଜି ସକାଳ ୯ଘଟିକା ସମୟରେ ସମାଜସେବୀ ତଥା ବିଜୁଜନତା ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ମନୋରମା ଆଚାର୍ଯ୍ୟ ପତକା ଉତ୍ତୋଳନ କରଯାଇଥିଲା ।


© 2023 Odisha Taza News.