No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୧ ଜାନୁଆରୀ ଗୁରୁବାର ) ରାୟଗଡ଼ :- ଗଜପତି ଜିଲ୍ଲାର ଜିରାଙ୍ଗ ବଳଦେବ ମନ୍ଦିର ଠାରେ ଶ୍ରୀରାମ ଜନ୍ମ ଭୂମି ମନ୍ଦିର ନିର୍ମାଣ ନିଧି ସଂଗ୍ରହ ନିମନ୍ତେ ଏକ ବଡ଼ ଧରଣର ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବିଶ୍ୱ ହିନ୍ଦୁ ପରିଷଦ ମୁଖ୍ୟ ଅତିଥି ଶ୍ରୀ ତରେନି ସେନ ଦାସ ଙ୍କ ଦ୍ଵାରା ଦୀପ ପ୍ରଜୁଳନ ହୋଇଥିଲା ଅଯୋଧ୍ୟା ଠାରେ ଘଟିଥିବା ଘଟଣା ବର୍ଣ୍ଣନା କରିଥିଲେ ନିଧି ସଂଗ୍ରହ ଶୁଭାରମ୍ଭ କରାଗଲା ଆଖ ପାଖ ଅଞ୍ଚଳ କୁରୁଗୁବା, ଗଲଗଣ୍ଡା, ରଘୁନାଥପୁରୁ, ଘାଟିତଳ, ଅଙ୍ଗରବା , ନୁଆସାହି, ଗୁରସାହି, ବାଙ୍ଗୁରୁବା, ରସିବାଡ, ରାଶି ବଡ଼ ଗ୍ରାମ ମାନଂକରୁ

ଶତାଧିକ ମା ବାପା ଭାଇ ଭଉଣୀ ମାନେ ଯୋଗଦାନ କରି ଜିରାଙ୍ଗ ଗ୍ରାମ ଆଜି ଆଧ୍ୟାମ୍ତିକ ପରିବେଶ ହୋଇଥିଲା ଏହି କାର୍ଯ୍ୟ ରେ ଅଯୋଧ୍ୟା ଠାରେ ଜିରାଙ୍ଗ ଗ୍ରାମ ପକ୍ଷରୁ ପ୍ରଥମ କର ସେବକ ସୀମାଡ୍ରି ଗୁରୁ, ମାଗତା ଦଳାଇଙ୍କୁ ଉପକୂଧନିକା ଦେଇ ସମ୍ଭର୍ଦ୍ଧିତ କରାଗଲା, ପ୍ରେମା ନନ୍ଦ ନାହାନ୍ତି, ବ୍ଲକ ନିଧି ସଂଗ୍ରହ ପ୍ରମୁଖ ବାପ ସୁବୁଦ୍ଧି, ଟୁକୁ ଗମାଙ୍ଗ, ପ୍ରତାପ ପାଇକ, କୋରା ପାଇକ, ଆନନ୍ଦ ପାଇକ, ସନ୍ୟାସୀ ଶବର ,ଶ୍ୟାମ ସୁନ୍ଦର ଶବରଶବର , ସୁଶାନ୍ତ ଗମାଙ୍ଗ , ଲକ୍ଷ୍ମଣ ଶବର,ଶଙ୍କର ଶାନ ପଣ୍ଡା, ସୁଧାକର ପାଇକ, ସନ୍ତୋଷ ଗୌଡ଼, ରାଜପତି ଭୂୟାଁ, ପ୍ରଭାତ ବଡ଼ ଦଳାଇ, ଭାଗିରଥି ଗୌଡ଼, ଉପେନ୍ଦ୍ର କୁମ୍ଭ, ଭୀମ ଶବର, ରାମ ପରିଛା, ଚତୁରଭୁଜା ଶବର,ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା l (ସଞ୍ଜୀବ କୁମାର ପାଣି ରାୟଗଡ ଗଜପତି )
No Result
View All Result