No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜାନୁଆରୀ ମଙ୍ଗଳବାର ) ତିର୍ତ୍ତୋଲ :-ଚଳିତ ବର୍ଷ ଗୋପାଳ କପ୍ କିକ୍ରେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇ ଯାଇଅଛି । ଗତ କାଲି ଏହି ଟୁର୍ଣ୍ଣାମେଣ୍ଟ ର ଉଦଯାପିତ ଦିବସ ପାଳିତ ହୋଇଯାଇଛି । କପ୍ ଟୁର୍ଣ୍ଣାମେଣ୍ଟ ରେ 16 ଟି ଦଳ ଭାଗ ନେଇ ଥିଲେ ଫାଇନାଲ ରାଉଣ୍ଡ ରେ କଟକ ସଦର ଓ ଖେଟାଳ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଓ ଏଥିରେ ଖେଟାଳ ଦଳ ବିଜୟୀ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ବିଜୁ ଜନତାଦଳ ର ସଭାପତି ଦିପୁ ତ୍ରିପାଠୀ , ‘ମୋ ପରିବାର ‘ସଦସ୍ୟ ଡେଜଲିନ୍ ମହାପାତ୍ର , ସମାଜସେବୀ ସୁରେନ୍ଦ୍ର ମହାପାତ୍ର , ଦେବାଶିଷ ବୋଷ ରତନ ସିହ୍ନା , ସମିତି ସଭ୍ୟ ଛବିଲତା ମଲ୍ଲିକ ଯୋଗ ଦେଇ ଉକ୍ତ ଖୋଟାଳ ଟିମ୍ କୁ ପୁରସ୍କାର ପ୍ରଦାନ କରିଥିଲେ । ( ରିପୋର୍ଟ ଭାସ୍କର ପଟ୍ଟନାୟକ )
No Result
View All Result