No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) ରାୟଗଡ଼ :– ଗଜପତି ରାୟଗଡ଼ ବ୍ଲକ ପକ୍ଷରୁ ଭଗବାନ ଶ୍ରୀରାମ ଙ୍କ ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ ପ୍ରଥମ ଦିନରେ ଏକଇଷି ଗୋଟି ଗ୍ରାମ ପଂଚାୟତ ଶହ ଶହ ରାମଭକ୍ତ ଦ୍ଵାରା ଏକ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି l ମଣ୍ଡଳ ସାହି ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରୁ ଆର ଏସ ଏସ ଖଣ୍ଡ କାର୍ଯ୍ୟବାହ ମାର୍କଣ୍ଡ ନାୟକ ଙ୍କ ଦ୍ଵାରା ଶୁଭା ରମ୍ଭ କରିଥିଲେ ମଣ୍ଡଳ ସାହି ଠାରୁ ଜିରାଙ୍ଗ ଶ୍ରୀ ବଳ ଦେବ ମନ୍ଦିର ପହଂଚି କଇଁପୁରୁ,ଲଷ୍ମୀପୁରୁ, ଗଙ୍ଗାବାଡ଼, କେରାଣ୍ଡି ଆଖ ପାଖ ଅଂଚଳ ରାମ ଭକ୍ତ ସାମିଲ ହୋଇ ଲାଞ୍ଜି ପଦର ଅଭିମୁଖେ ଆସିଥିଲେ l ସେଠାରେ ନାରାୟଣପୁରୁ, ଗଣ୍ଡାହାତୀ, ଲାଇ ଲାଇ, ଏସ କରଡାସିଙ୍ଗି , ବହୁବକ୍ତ ସାମିଲ ହୋଇ ରାୟଗଡ଼ ଅଭିମୁଖେ ବାହାରି ଥିଲେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରଥ ପ୍ରାନ୍ତସଭା ଅନୁଷ୍ଠିତ ହୋଇଥିଲା ମୁଖ୍ୟ ବକ୍ତା ଶିକ୍ଷା ବିକାଶ ସମିତି ଓଡିଶା ପୂର୍ବ (ସମ୍ଭାଗ ସମ୍ପାଦକ ) ପ୍ରକାଶ ଚନ୍ଦ୍ର ତ୍ରିପାଠୀ
ଙ୍କ ଦ୍ଵାରା ଅଭି ଭାଷଣ ହୋଇଥିଲା ଦୀର୍ଘ ଚାରି ଶହ ବର୍ଷର ହିନ୍ଦୁ ମାନଙ୍କ ଆରାଧ୍ୟ୍ୟ ଦେବତା ଶ୍ରୀ ରାମ ଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି ଏଥି ନିମନ୍ତେ ହଜାର ହଜାର କରସେବକ ବଳିଦାନ କରିଥିଲେ ଆଜି ସେମାନଙ୍କର ଆତ୍ମା ଶାନ୍ତି ହେବାକୁ ଯାଉଛି l ପବିତ୍ର କାର୍ଯ୍ୟରେ ସମସ୍ତ ଭାରତୀୟଙ୍କ ରାୟଗଡ଼ ବ୍ଲକପକ୍ଷରୁ ସହଯୋଗ କାମନା କରି ମୁକ୍ତ ହସ୍ତରେ ଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ ଏହି କାର୍ଯ୍ୟକ୍ରମ କୁ ଅଞ୍ଚଳର ଅନନ୍ତ ବିଷୋୟୀ, ବିଜୟ କୁମାର ନାୟକ, ଗଙ୍ଗାଧର ଗୌଡ଼, ପ୍ରମାନନ୍ଦ ମାହାନ୍ତି, ଶ୍ୟାମ ସୁନ୍ଦର ଶବର, ଭୀମ ଶବର, ନରେଶ ଶବର, ଗଣେଶ ବିଷୋୟୀ , ଟାକୁନା ଘଡ଼ାଇ, ନୀଳକଣ୍ଠ ରଇତ, ପ୍ରସାଦ ଘଡ଼ାଇ, ବାପ ସୁବୁଦ୍ଧି,ବଲୁ ପଟ୍ଟନାୟକ, ଗଙ୍ଗାଧର ଶବର, ନବ କିଶୋର ଶବର, ପ୍ରଦୀପ କୁମାର ବିଷୋୟୀ, ଶଙ୍କର ଶବର,ତ୍ରିନାଥ ଶବର,ମହେନ୍ଦ୍ର କୁମାର ବେହେରା, ସୁବାଷ ଚନ୍ଦ୍ର କାର୍ଜୀ, ଲାବଣ୍ୟ ରାଇକା, ବୈରାଗୀ ଗମାଙ୍ଗ, ପ୍ରମୁଖ କାର୍ଯକର୍ତ୍ତା ସହଯୋଗ ହୋଇଥିଲା l ( ସଂଜୀବ କୁମାର ପାଣି ରାୟଗଡ ଗଜପତି )
No Result
View All Result