No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ୨୦୨୦,ମଙ୍ଗଳବାର ) କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ଜିଲ୍ଲା ରେ ପ୍ରତ୍ୟେକ ବ୍ଲକ ଗୋଷ୍ଠୀସ୍ୱା ସ୍ଥ୍ୟ କେନ୍ଦ୍ର ରେ ବହୁଳ ମାତ୍ରାରେ 108ଆମ୍ବୁଲାନ୍ସ ରଘୋର ଅଭାବ ଦେଖିବାକୁ ମିଳିଛି । ସତ କହିବାକୁ ଗଲେ ରାଜ୍ୟ ତଥା ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ରେ କେତେ ସଂଖ୍ୟା କ ସରକାରୀ ଆମ୍ବୁଲାନ୍ସ ବର୍ତମାନ ପରିପ୍ରେକ୍ଷୀରେ କେତେ ଦୂର ଚଳା ଚଳ କରୁଥିବା ସହିତ ଅନ୍ୟ ଦିଗରେ କେତେକାଂଶ ରେ ଅନେକ ସ୍ଥାନ ରେ ଦେଖିବାକୁ ମିଳୁଛି ।
108ଆମ୍ବୁଲାନ୍ସ ଗାଡି ମରାମତି ଅବହେଳା ଯୌଗୁଁ ଆଉ କାର୍ଯ୍ୟକାରୀ ହୋଇପାରୁନାହିଁ, ତେବେ ଏହି ସବୁ ଘଟଣା ପାଇଁ କାହାକୁ ଜନସାଧାରଣ ଦାୟୀ କରିବେ ।(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)
No Result
View All Result