• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶା ମାଗେ ହିସାବ ଦିଅ , ନେଉଛ କେତେ ଦେଉଛ କେତେ : ଅରୁଣ

Proprietor Abhimanyu Maharana by Proprietor Abhimanyu Maharana
December 27, 2020
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଓଡିଶା ମାଗେ ହିସାବ ଦିଅ , ନେଉଛ କେତେ ଦେଉଛ କେତେ : ଅରୁଣ
Share on FacebookShare on TwitterWhatsapp

ଗୁମାସ୍ତା ହୋଇ ମାଲିକ ବୋଲଇବା ବନ୍ଦ କର ବନ୍ଦ କର ଆଗେ ଆମକୁ ହିସାବ ଦିଅ ବିଜେଡି ମାଗୁଚି ହିସାବ ଦିଅଜମି ଆମର, ଜଙ୍ଗଲ ଆମର, ପାଣି ଆମର, ଖଣି ଆମର – ଆମରି ଟଙ୍କା ଆମକୁ ଦେଇ ନିଜର କହିବା ବନ୍ଦ କର – ବିଜେଡି ମାଗୁଚି ହିସାବ ଦିଅ ଓଡିଶା ମାଗେ ହିସାବ ଦିଅ ।

ଓଡ଼ିଶା ତାଜା ନ୍ୟୁଜ (୨୬ ଡିସେମ୍ବର ଶନିବାର ) ନୟାଗଡ଼ /ଅଭିମନ୍ୟୁ ରିପୋର୍ଟ :- ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ସମାରୋହ ରେ ବିଗତ 1997 ମସିହା ଡିସେମ୍ବର 26 ତାରିଖରେ ବିଜୁ ବାବୁ ଙ୍କ ଆବର୍ତ୍ତମାନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳ ଗଠନ ହୋଇଥିଲା । ଆଜକୁ ୨୩ ବର୍ଷ ର ପୂର୍ତ୍ତି ବିଜୁ ଜନତା ଦଳର ପ୍ରତିଷ୍ଠା ପାଳନ ଅବସର ରେ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀ ଡ଼ଃ ଅରୁଣ ସାହୁ ବିଜୁ ଜନତା ଦଳର ୨୪ ବର୍ଷ ପ୍ରତିଷ୍ଠା ଦିବସ ରେ ଦଳୀୟ କର୍ମକର୍ତ୍ତା ଏବଂ ସମସ୍ତ ନୟାଗଡ଼ବାସୀ ଙ୍କୁ ଉଦବୋଧନ କରିଛନ୍ତି ଡ଼ଃ. ସାହୁ । ୨୦ ବର୍ଷ ର ଶାସନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଓଡିଶା ବାସୀ ଆଶ୍ରୀବାଦ ଅର୍ପଣ କରିଛନ୍ତି ।

୨୪ ତମ ପ୍ରତିଷ୍ଠା ଦିବସ ପାଳନ ଅବସର ରେ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ ରେ ୧୪୭ ସଦସ୍ୟ ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ସ୍ତରୀୟ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳନ କରିବା ସଙ୍ଗେ ସଙ୍ଗେ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଦଳ ପ୍ରମୁଖ ଙ୍କ ନିର୍ଦେଶ ଅନୁସାରେ ନୟାଗଡ଼ ଜିଲ୍ଲାରେ ପ୍ରତିଷ୍ଠା ଦିବସ ପାଳନ କରାଯିବା ସହିତ ରକ୍ତଦାନ ଶିବିର ର ମଧ୍ୟ ଆୟୋଜନ କରଯାଇଥିଲା । ଡ଼ଃ .ସାହୁ ଙ୍କ ଉଦବୋଧନରେ … କେଉଁ ଉଦେଶ୍ୟ ରେ ବିଜୁ ଜନତା ଦଳ ଗଠନ ହୋଇଥିଲା ଏବଂ 23 ବର୍ଷ ପରେ ଏହାର ହିସାବ ନିକାସ ହେବା ଜରୁରୀ …?  ସ୍ବର୍ଗତ ବିଜୁ ପଟ୍ଟନାୟକ ଯିଏ ଜୀବନ ବ୍ୟାପି ତ୍ୟାଗ ତଥା ସାଧନା କରିଥିଲେ ଚେଷ୍ଟା, ନିଷ୍ଠା , ପ୍ରଚେଷ୍ଟା ଢାଳି ଦେଇଥିଲେ ଓଡିଶା କୁ ଭାରତ ବର୍ଷର ତଥା ଏସିଆ ମହାଦେଶ ର ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଣତ କରିବା ପାଇଁ ସେହି କଥାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2000 ରେ ଓଡିଶା ର ଜନସାଧାରଣ ଙ୍କ ଆଶ୍ରିବାଦ ଲାଭ କରି ନିରନ୍ତର ଭାବରେ ଓଡିଶା କୁ ଅଗ୍ରଣୀ କରିବା ଦିଗରେ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପ୍ରମୁଖ ଙ୍କ ଉପସ୍ଥିତି ରେ ବିଜୁ ଜନତା ଦଳର ପ୍ରତ୍ୟେକ ନିର୍ବାଚନ ରେ ଭୋଟ ବୃଦ୍ଧି ହେଉଛି । ନିର୍ବାଚନ ପରେ ନିର୍ବାଚନ ଭୋଟ ହାର ବୃଦ୍ଧି ହିଁ ବିଜୁ ଜନତା ଦଳ ପ୍ରତି ଜନସାଧାରଣ ଙ୍କ ଆଶ୍ରୀବାଦ ବୋଲି ପ୍ରମାଣିତ ହୋଇଛି । ୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟି ସାଙ୍ଗରେ ଥିଲେ । ୨୦୦୪ ମସିହା ରେ ଭାରତୀୟ ଜନତା ପାର୍ଟି ବିଜୁ ଜନତା ଦଳ ସାଙ୍ଗରେ ଥାଇ ମଧ୍ୟ ଭାରତୀୟ  ଜନତା ପାର୍ଟି ର ସଦସ୍ୟ ସଂଖ୍ୟା କମ ଯାଇଥିଲା । ୨୦୦୯ ମସିହାରେ ବିଜେପି ଦଳ ଙ୍କୁ ମେଣ୍ଟ ରୁ ବିଦାୟ ଦିଆଗଲା ବିଧାନସଭା ରେ ବିଜୁ ଜନତା ଦଳ ୧୦୪ ଆସନରେ ବିଜୟୀ ହୋଇ ଭାରତୀୟ ଜନତା ପାର୍ଟି ର ହାତ ଛାଡ଼ି ସ୍ବତନ୍ତ୍ର ହୋଇ ବିଜୁ ଜନତା ଦଳ ୩୮% ଭୋଟ ପାଇ ଜନସାଧାରଣ ଙ୍କ ପାଖରେ ସ୍ଥାନ ପାଇଥିଲା ।

୨୦୧୪ ରୁ ୪୩% କୁ ଭୋଟ ଅଭିବୃଦ୍ଧି ହୋଇଥିଲା , ୨୦୧୯ ତଥା ୪ଟି ଉପନିର୍ବାଚନ ରେ ବିଜୁ ଜନତା ଦଳ ର ବିଜୟ ପତକା ଉଡାଇ ଚାଲିଛି ଏବଂ ନୟାଗଡ଼ ମାଟି ରୁ ବିଜୁ ଜନତା ଦଳର ପ୍ରଚାର ପ୍ରସାର ଆରମ୍ଭ କରିଥିଲା ଏହା ପରେ ର ରହସ୍ୟ ଯୁବକ ,ଛାତ୍ର , ଆଦିବାସୀ , ମହିଳା , ଶିଶୁ ଙ୍କ ପାଈଁ ବିଭିନ୍ନ ପ୍ରକାର ଯୋଜନା ଖଞ୍ଜି ଦେଇଥିବା ପ୍ରଥମ ରାଜ୍ୟ ଓଡିଶା ସମଗ୍ର ଦେଶ ରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରେରଣା , ନିସ୍ୱାର୍ଥପର ନିଷ୍ଠା ଓ ପ୍ରଚେଷ୍ଟା ଆଜି ବିଜୁ ଜନତା ଦଳ କୁ ଏକ ପରିଚୟ ସୃଷ୍ଟି କରିଛି । ଗୁମାସ୍ତା ହୋଇ ମାଲିକ ବୋଲଇବା ବନ୍ଦ କର ବନ୍ଦ କର ଆଗେ ଆମକୁ ହିସାବ ଦିଅ ବିଜେଡି ମାଗୁଚି ହିସାବ ଦିଅଜମି ଆମର, ଜଙ୍ଗଲ ଆମର, ପାଣି ଆମର, ଖଣି ଆମର – ଆମରି ଟଙ୍କା ଆମକୁ ଦେଇ ନିଜର କହିବା ବନ୍ଦ କର – ବିଜେଡି ମାଗୁଚି ହିସାବ ଦିଅ ଓଡିଶା ମାଗେ ହିସାବ ଦିଅ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version