No Result
View All Result
ଆଦିବାସୀ ମାନେ ହିନ୍ଦୁ ନୁହନ୍ତି ବୋଲି କିଛି ଖୋଳ ପ୍ରକୁତି ବ୍ୟକ୍ତି ପ୍ରଚାର କରୁଛନ୍ତି ସେହି ମାନେ ଜାଣି ରଖିବା ଦରକାର ରାମାୟଣ ପୁରାଣ କେବଳ ବନବାସୀ ଶବର ସମ୍ପ୍ରଦାୟକୁ ନେଇଅନେକ ଉଦାହରଣ ରହିଛି !
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଡିସେମ୍ବର ଶୁକ୍ରବାର ) ରାୟଗଡ ଗଜପତି :- ରାୟଗଡ ବ୍ଲକ ନିକଟ ଜିରାଙ୍ଗ ରଘୁନାଥପୁରୁ ଗୁଦୁଗୁଡା ଠାରେ ଆଜି ରାଷ୍ଟ୍ରୀୟ ସ୍ୱଂୟ ସେବକ,ବିଶ୍ୱହିନ୍ଦୁ ପରିଷଦ,ବନବାସୀ କଲ୍ୟାଣ ସମିତି,ବିଜେପି, ଆଖ ପାଖ ଅଞ୍ଚଳରୁ ଆସିଥିବା ବିଭିନ୍ନ ସଂଗଠନର କାର୍ୟ୍ଯକର୍ତ୍ତା ଭାଇ ମାନଂକୁ ନେଇ ଆଜିର ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟତ ପୁଣ୍ୟ ମହେନ୍ଦ୍ରଗିରିର ସୁରକ୍ଷା ପାଇଁ,ମହେନ୍ଦ୍ରଗ୍ରୀରି ଅଧୀନରେ ଆସୁଥିବା ସମସ୍ତ ଗ୍ରାମପଂଚାୟତ ଗ୍ରାମକୁନେଇ ବିଭିନ୍ନ ଜାତିପନ୍ଥୀ ସମ୍ପ୍ରଦାୟର ହିନ୍ଦୁ ସମାଜକୁ ଏକତ୍ରିତ କରିବାପାଇଁ ଏକ ଖସଡ଼ା କରାଯାଇଥିଲା ପ୍ରତି ପଂଚାୟତ ମଧ୍ୟରେ କାର୍ଯ୍ୟକର୍ତ୍ତା ମାନଂକୁ ଦାୟୀତ୍ୱ ଦିଆ ଯାଇଥିଲା !
କେନ୍ଦ୍ର ସରକାରଙ୍କ ଭାରତବର୍ଷରେ ତେରଗୋଟି ସ୍ଥାନକୁ ଭଗବାନ ରାମଚନ୍ଦ୍ର ରାମାୟଣ ସଟସର୍କିଟ ଅଧୀନରେ ଆସୁଥିବା ଓଡିଶାର ଗଜପତି ଜିଲ୍ଲା ମହେନ୍ଦ୍ରଗିରି ସ୍ଥାନପାଇଥିବା ହେତୁ ବୈଠକରେ ଉପସ୍ଥିତ ସମସ୍ତ କାର୍ଯ୍ୟ କର୍ତ୍ତା ଖୁସିବ୍ୟକ୍ତ କରିଥିଲେ ! ଆଦିବାସୀ ମାନେ ହିନ୍ଦୁ ନୁହନ୍ତି ବୋଲି କିଛି ଖୋଳ ପ୍ରକୁତି ବ୍ୟକ୍ତି ପ୍ରଚାର କରୁଛନ୍ତି ସେହି ମାନେ ଜାଣି ରଖିବା ଦରକାର ରାମାୟଣ ପୁରାଣ କେବଳ ବନବାସୀ ଶବର ସମ୍ପ୍ରଦାୟକୁ ନେଇଅନେକ ଉଦାହରଣ ରହିଛି ! ମହେନ୍ଦ୍ରଗିରି ପାହାଡ଼ ପର୍ବତଘେରା ଜଙ୍ଗଲ ମଧ୍ୟରେ ରହିଥିବା ଅନେକ ଓଷଧି ୟବୃକ୍ଷ ରହିଛି ! ଆଜି ମହେନ୍ଦ୍ର ଗିରି କୁ ଯିବାପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତାଶେଷ ପର୍ଯ୍ୟାୟ ହେଲାଣି !
ଆଗାମୀ ଦିନରେ ପର୍ଯ୍ୟଟକ ମାନଙ୍କ ଆଗମନକୁ ନେଇ ଏହି ଅଂଚଳରେ ଉନ୍ନତି କିପରି ହୋଇ ପାରିବ,ସେଥି ନିମନ୍ତେ ଆଲୋଚନା ହୋଇଥିଲା l ଏଥିରେ ସମାଜସେବି ଲାବଣ୍ୟ ଶବର ,ଅଶୋକ ରଣଜିତ,ଦୁର୍ଗା ପ୍ରସାଦ ସୁବୁଦ୍ଧି,ପଣ୍ଡା ମଣ୍ଡଳ, ଜଗନ୍ନାଥ ଖାଡାଙ୍ଗାଲୁ, ପ୍ରେମା ମହାନ୍ତି ,ନରେନ୍ଦ୍ର ଯାନି, ଗଣେଶ ବିଶୋଇ, ଯୁରିଆ ଯାନି ,ଶ୍ୟାମ ସୁନ୍ଦର ଶବର, ବୁଦ୍ଧିଆ ଶବର, ଟୁକୁନା ଘଡ଼ାଇ, କୃଷ୍ଣ ଚନ୍ଦ୍ର ଭୂୟାଁ ,ସୁବାସ ଚନ୍ଦ୍ର ବେହେରା,ରଂଜିତ ଶବର, ଉପସ୍ଥିତ ଥିଲେ l (ଗଜପତି ରାୟଗଡ ସଞ୍ଜୀବ କୁମାର ପାଣି)
No Result
View All Result