No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର ) ବରଗଡ଼ :- ବରଗଡ଼ ଓକିଲ ସଂଘ ର ନୂତନ ସଭାପତି ଭାବେ ଶ୍ୟାମ ସୁନ୍ଦର ଅଦାବର ନିର୍ବାଚିତ ହୋଇଛନ୍ତି। ଆଜି ସଂଘ ର ଲାଇବ୍ରେରୀ ହଲଠାରେ ଅନୁଷ୍ଠିତ ନିର୍ବାଚନ ରେ ସମ୍ପାଦକ ଭାବରେ ହରିହର ପ୍ରଧାନ, ଉପସଭାପତି ମାନଭଞ୍ଜନ ତ୍ରିପାଠୀ ଏବଂ ଯୁଗ୍ମ ସମ୍ପାଦକ ଭାବରେ ରାଜେନ୍ଦ୍ର ମହାନ୍ତି ନିର୍ବାଚିତ ହୋଇଛନ୍ତି ।
ସଂଘ ର ସମୁଦାୟ ସଦସ୍ୟ ମାନଙ୍କ ମଧ୍ୟରେ ୨୮୬ ଜଣ ଭୋଟ ଦେଇଥିଲେ । ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଓକିଲ ଯୁଗଲ ପ୍ରସାଦ ସିଂ ପରିଚାଳନା କରିଥିଲେ। ତାଙ୍କୁ ସୋମଦତ୍ତ ମହାପାତ୍ର ଏବଂ କିଶୋର ଦଫାଦାର ସହଯୋଗ କରିଥିଲେ।(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result