ମାହାଙ୍ଗା (ଓଡିଶା ତାଜା ନିଉଜ) 2020-: ମାହାଙ୍ଗା ବ୍ଲକ ରାହାଣିଆ ଗ୍ରାମ ପଞ୍ଚାୟତ ରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ ଉତ୍ସବ ରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଯୋଗଦେଇ ପାଖାପାଖି ଏକ କୋଟି ଟଙ୍କା ବ୍ୟୟ ରେ ନିର୍ମିତ ନୂତନ ଭୁତଲ ଜଳ ପ୍ରକଳ୍ପ ଉଦଘାଟନ କରି ଥିଲେ, ଏହି ustavre ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା,
ପଂଚାୟତ ବିଜେଡି ସଭାପତି ଯୁଗଳ କିସୋର ସାମଲ, ସରପଞ୍ଚ କାର୍ତ୍ତିକ ଜେନା, ସମିତିସଭ୍ୟ ପ୍ରମିଳା ବରାଳ, ବ୍ଲକ ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କନକ ଲତା ବେହେରା, ଅଶୋକ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ,
ଯୁବନେତା ଅଭୟ ବିଶ୍ୱାଳ, ଅମୀୟ ବରାଳ,bipracharana, ବରାଳ, ପ୍ରତାପ ପୃଷ୍ଟି ପ୍ରିୟବ୍ରତ ସିଂହ ହେମନ୍ତ ସିଂହ ମନୋରଞ୍ଜନ ରାଉତରାୟ ପ୍ରମୁଖ ଉତ୍ସବ ଆୟୋଜନରେ ସହଯୋଗ କରିଥିଲେ, ଅବସରରେ ସେହି ପଞ୍ଚାୟତ ଦୁଇ ଜଣ ୱାଡ ସଭ୍ୟ ଓ ସଭ୍ୟା ତାଙ୍କ ସମର୍ଥକ ସହ ଅନ୍ୟ ଦଳ ପରିତ୍ୟାଗ ବିଜେଡ଼ିି ରେ ସାମିଲ୍ ହୋଇଥିଲେ, ସଭା ଆରମ୍ଭ ରେ ମନ୍ତ୍ରୀ ଜେନା ଙ୍କୁ ବିଜେଡି ଦଳର ଶହଶହ କର୍ମୀ ମାନେ bagasrapur ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ସଭା ସ୍ଥଳକୁ ଆଣିଥିଲେ, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ,