No Result
View All Result

ଓଡ଼ିଶା ତାଜା ନ୍ୟୁଜ (୦୮ ଡିସେମ୍ବର ମଙ୍ଗଳବାର) ରାଜନଗର :- ରାଜନଗର ବ୍ଲକ କଂଗ୍ରେସ ଦଳ ତରଫରୁ ଆଜି ସକାଳ 6ଟା ସମୟରୁ ଭାରତ ବନ୍ଦ କୁ ସଫଳ କରିବା ନେଇ ରାଜନଗର ହଂସୁଆ ନଦୀ ପୋଲ ପାଖ ମୁଣ୍ଡରେ ବାଉଁଶ ବାନ୍ଧି ଭିତରକନିକା ଓ କଟକ ମୁଖ୍ୟ ରାଜରାସ୍ତା କୁ ସମ୍ପୂର୍ଣ ଭାବେ ବନ୍ଦ କରିଶତାଧିକ ସଂଖ୍ୟାରେ ବସିଥିଲେ, ଅନ୍ୟ ପଟେ ସେମାନଙ୍କର ଦୃଢ଼ ଦାବୀ ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର କୃଷି ବିଲ କୁ ପ୍ରତ୍ୟାହାର କରି ନେବା ସହିତ ଆଉ ଠାରେ ପୁନର୍ବାର ବିଚାର କରାଯାଇକଂଗ୍ରେସ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ସହିତ ପଟ୍ଟାମୁଣ୍ଡାଇ ରେଭାରତ ବନ୍ଦ ପାଳନ ରେ ନିଜେ ସାମିଲେ ହୋଇଥିଲେ
ବିଲ ଟିକୁ ସଂଶୋଧନ କରାଯାଉ ନ ଚେତ ଆଗମୀ ଦିନରେ ଏହି କାର୍ଯ୍ୟକ୍ରମ କୁ ଜୋରଦାର କରାଯିବ ନେଇ ରାଜନଗର ବ୍ଲକ ଯୁବ ନେତା ସୁନୀଲ ରାଉଳ ଓ 31ଜୋନ ସଭାପତି ସନ୍ତୋଷ କୁମାର ମହାନ୍ତି, ରଞ୍ଜନ ମହାନ୍ତି, ପ୍ରମୋଦ ପ୍ରଧାନ, କାହ୍ନୁ ଚରଣ ପରିଡା, ପବିତ୍ର ମଳିକ, ସୁମନ୍ତ ସେଠୀ ପ୍ରମୁଖ ସମେତ ଅନେକ ଦଳୀୟ କର୍ମୀମାନଙ୍କ ସହ ଚାଷୀ ନେତା ମାନଙ୍କୁ ଘଟଣା ସ୍ଥଳରେ ଦେଖିବାକୁ ମିଳିଥିଲା, ତେବେ ଏନେଇ ରାଜନଗର ପୋଲିସ ବହୁ ଆଗରୁ ବ୍ୟାପକ ପୋଲିସ ଫୋର୍ସ ଓ ଜନସାଧାରଣ ଙ୍କୁ ସୁରକ୍ଷା ନିମନ୍ତେ ରାଜନଗର ଅଂଚଳ ର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ କର୍ମଚାରୀ ମାନଂକୁ ଆଲର୍ଟ କରିଥିଲା, (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )
No Result
View All Result