• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଭିଡ-୧୯ ନିୟମ କୁ ଫୁ ,ଆନ୍ଧ୍ର ଓଡ଼ିଶା ସୀମାରେ ଥିବା ମହେନ୍ଦ୍ର ତନେୟା ନଦୀ ତଟରେ ଥିବା ସ୍ଵର୍ଗଦ୍ଵାର ପାର୍ଶ୍ଵରେ ବ୍ୟବହୃତ ପିପିଇ କିଟ୍ ରାସ୍ତା ଉପରେ ପଡ଼ିରହିଛି – ପାରଳାଖେମୁଣ୍ଡି

Proprietor Abhimanyu Maharana by Proprietor Abhimanyu Maharana
December 7, 2020
in ଓଡ଼ିଶା, ଗଜପତି, ହୋମ୍
0
କଭିଡ-୧୯ ନିୟମ କୁ ଫୁ ,ଆନ୍ଧ୍ର ଓଡ଼ିଶା ସୀମାରେ ଥିବା ମହେନ୍ଦ୍ର ତନେୟା ନଦୀ ତଟରେ ଥିବା ସ୍ଵର୍ଗଦ୍ଵାର ପାର୍ଶ୍ଵରେ ବ୍ୟବହୃତ ପିପିଇ କିଟ୍ ରାସ୍ତା ଉପରେ ପଡ଼ିରହିଛି – ପାରଳାଖେମୁଣ୍ଡି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୬ ଡିସେମ୍ବର ରବିବାର ) ଗଜପତି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମହେନ୍ଦ୍ରତନୟା ନଦୀ ତଟରେ ବ୍ୟବହୃତ ପିପିଇ କିଟ୍ ପଡିଥିବାର ଦେଖିବାକୁ ମିଳୁଛି । କୋଭିଡ୍‌-୧୯ରେ ବ୍ୟବହୃତ ହୋଇଥିବା ପିପିଇ କିଟ୍‌, ଗ୍ଲୋଭସ୍ ଓ ମାସ୍କ ଗୁଡିକ ଏଣେ ତେଣେ ଫପାଡୁଥିବାର ନଜିର ରହିଥିଲେ ମଧ୍ୟ ଆଜି ଶନିବାର ଦିନ ସହରର ନଦୀ ତଟରେ ପଡିରହିଥିବାର ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ମହେନ୍ଦ୍ରତନୟା ନଦୀ ପାଶ୍ୱର୍ରେ ଥିବା ଶ୍ମଶାନ ଘାଟ ରହିଛି । ଏହା ଓଡିଶା ଏବଂ ଆନ୍ଧ୍ର ସୀମାରେ ରହିଅଛି ।

ଏହି ଶ୍ମଶାନଘାଟ ଠାରେ ଦୈନିକ ଶବ ସଂସ୍କାର କରାଯାଇଥାଏ । ତେବେ କୋଭିଡ୍ କିମ୍ବା ସାଧାରଣ ଭାବେ ମୃତ୍ୟୁ ହେଲେ ମଧ୍ୟ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା ଯୋଗୁଁ ପ୍ରାୟତଃ ସବୁ ଶବ ଏଠାରେହିଁ ଶତ୍କାର ହୋଇଥାଏ । କୋଭିଡ୍‌-୧୯ ଗାଇଡଲାଇନ ଅନୁଯାୟୀ କରୋନା ସଂକ୍ରମଣରୁ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିର ଶବଦାହ କଲାବେଳେ ତାଙ୍କ ପରିବାର କିମ୍ବା ଆତ୍ମିୟ ପରିଜନ ମାନେ ପିପିଇ କିଟ୍‌, ଗ୍ଲୋଭସ୍ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ଏହା ବ୍ୟତୀତ ଶବଦାହ ଶେଷ ହେବାପରେ ସେମାନେ ପିନ୍ଧିଥିବା ପିପିଇ କିଟ୍ ଗୁଡିକ ପ୍ରଶାସନର ଉପସ୍ଥିତିରେ ନଷ୍ଟ କରାଯିବାର ନିର୍ଦ୍ଦେଶନାମା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ଆରମ୍ଭ କରି ଆଇସିଏମ୍‌ଆର, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଆଦିର ନିର୍ଦ୍ଦେଶନାମା ମୁତାବକ ସେଗୁଡିକ ନଷ୍ଟ ନକରାଯାଇ ଏଣେତେଣେ ପକାଇଦେଲେ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ । କୋରନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ଶେଷ କୃତ୍ୟ ସମ୍ପନ୍ନ ବେଳେ ଉପସ୍ଥିତଥିବା ପରିବାର ଓ ଆତ୍ମୀୟ ମାନେ ବ୍ୟବହାର କରିଥିବା ପିପିଇ କିଟ୍‌, ଗ୍ଲୋଭସ୍ ଓ ମାସ୍କ ଗୁଡିକ ଶ୍ମଶାନଘାଟ ଅଞ୍ଚଳ ଯଥା ଶ୍ମଶାନକୁ ଯିବା ପାହାଚ, ମହେନ୍ଦ୍ରତନୟା ବ୍ରିଜ ଉପରେ, ରାସ୍ତାଘାଟ ଓ ନଦୀ ତଟରେ ଫୋପାଡି ଦେଉଛନ୍ତି ।

ସେଠାରେ ଉପସ୍ଥିତ ଥିବା ଏଥିପ୍ରତି ଉପଯୁକ୍ତ ଧ୍ୟାନ ଦେଉନଥିବାରୁ ଏଭଲି ପରିସ୍ଥିତ ଉପୁଜିଛି । ଏଣେ ଜିଲ୍ଲା ପ୍ରଶାସନ କୋଭିଡ୍‌-୧୯ର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ, ସୁଚିନ୍ତିତ ଯୋଜନା ମାନ କରି ସଂକ୍ରମଣ ହ୍ରାସ କରିବାରେ ସଫଳ ହୋଇଛନ୍ତି । କିନ୍ତୁ କେତେ ଜଣଙ୍କର ଦାୟିତ୍ୱହୀନତା ଯୋଗୁଁ ପ୍ରଶାସନର ସମସ୍ତ ଉଦ୍ୟମକୁ ବୃଥା କରିଦେଉଛନ୍ତି । ଏହି କୋଭିଡ୍‌-୧୯ ଜନିତ ବର୍ଜ୍ୟବସ୍ତୁ ଗୁଡିକ ଏପରି ଭାବେ ପଡିଥିବାର ଦେଖି ଯାତାୟତ କରୁଥିବା ଲୋକେ ଭୟଭିତ ଓ ଆଶଙ୍କା ମଧ୍ୟରେ ରହୁଛନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ନିମନ୍ତେ ସାଧାରଣରେ ଦାବୀ ହୋଇଛି । ଯଦି ଏଥି ପ୍ରତି ତ୍ୱରିତ ପଦକ୍ଷେପ ନନିଆଯାଏ ତେବେ ଆଗକୁ ଏକ ବଡ ସମସ୍ୟା ଦେଖା ଦେଇପାରେ ବୋଲି ଆଲୋଚନା ହେଉଛି ।                (ରିପୋର୍ଟ –  ଗରୁଡ଼ ଧ୍ୱଜ ଚୌଧୁରୀ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version