ଏହି ଅବସରରେ ମୁଖ୍ୟ ଅତିଥି ସହ ବିରୋଧୀ ଦଳର ନେତା ଶ୍ରୀ ପ୍ରଦୀପ୍ତ ନାୟକ, ସଂମାନନିତ ଅତିଥି ପୂର୍ବତନ ସାଂସଦ ତଥା ଅନୁସୂଚିତ ଜାତି ମୋର୍ଚ୍ଚା ର ରାଜ୍ୟ ସଭାପତି ଡ଼କ୍ଟର ବିଭୂ ପ୍ରସାଦ ତରାଇ, ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ସଭାପତି ଶ୍ରୀ କିଶୋର କୁମାର ପଣ୍ଡାଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ବହୁ ବିଶିଷ୍ଟ ରାଜନୀତିଜ୍ଞ ଓ ଛାତ୍ର ନେତା ମାନେ ମଧ୍ୟ ଯୋଗଦାନ କରିଥିଲେ । (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )© 2023 Odisha Taza News.