No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) କେନ୍ଦ୍ରାପଡା :- ଏହି ଭଳି ଘଟଣା ଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନରେ ଥିବା ଖଣତା ପଂଚାୟତ ର ଖୋଦ ଖଣତା ଗ୍ରାମରେ ଆଜକୁ ପ୍ରାୟ ତିନି ବର୍ଷ ହେବ ସ୍ବର୍ଗତ ପ୍ରକାଶ ଚନ୍ଦ୍ର ମଳିକ, ଯାହାକି ସେଥିଲେ ତାଙ୍କ ଛୋଟିଆ ସଂସାର ପାଇଁ ରୋଜଗାରିଆ ହଟାତ ତାଙ୍କ ର ଦେହ ଅସୁସ୍ଥତା କାରଣ ରୁ ସେ କୌଣସି ପ୍ରକାର ଦୁଃଖ ଓ କଷ୍ଟରେ କଟକ ବଡ଼ ମେଡିକାଲ ଯାଇ ପରୀକ୍ଷା କରାଇବା ପରେ ଜାଣିପାରିଲେ, ବା ଡାକ୍ତର ତାଙ୍କୁ ପରାମର୍ଶ ଦେଲେ ପ୍ରକାଶ ଙ୍କର ଦୁଇଟି କୀଡୀନ ଅଧା ଭଳି ଅଂଶରେ ନଷ୍ଟ ହୋଇଯାଇଛି, ତେବେ ଏତେ ପରିମାଣରେ ଅର୍ଥ ଆସିବ ବା କେଉଁ ଆଡୁ ଏପଟେ ଯଦି ଗୋଟିଏ ଦିନ ମୁଲ ମଜୁରୀ ଖଟିବାକୁ ନ ଗଲେ,
ପରିବାର କେମିତି ପ୍ରତିପୋଷଣ ହେବେ, ତେବେ ଏଠାରେ ଗୋଟିଏ ପ୍ରଶ୍ନ ଆସେ ସତରେ ଗରିବ ଲୋକ ହୋଇଥିବାରୁ ତା ପାଇଁ କଣ କିଛି ସରକାରୀ ସ୍ତରରେ ରୋଗ ଓ ରୋଗୀ ଚିକିତ୍ସା ପାଇଁ ହଜାର ହଜାର କୋଟି ଅର୍ଥ ମଞ୍ଜୁରୀଥିବା ବେଳେ ଦୁଃଖ ଓ ପରିତାପର ବିଷୟ ଶେଷରେ ଲିଭର କ୍ୟାନସର ରୋଗରେ ପୀଡିତ ହୋଇ ତାଙ୍କ ଜୀବନ ଦୀପ ଲିଭି ଯାଇଛି, କାହା ସ୍ୱାର୍ଥରେ ଲାଗୁଛି, ଏହି ଦୁଖୀ ଗରିବ ବାପ ଛେଉଣ୍ଡ ପିଲାମାନଂକର ଭବିଷ୍ୟତ କଣ ହେବ ଟିକେ ଆମେ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଙ୍କୁ ବିଶେଷ ଅନୁରୋଧ ସରକାରୀ ସାହାଯ୍ୟ ର ହାତ ବଢ଼ାଇ ଦେବା ନିମନ୍ତେ,(କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ)
No Result
View All Result