No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର ) ରାୟଗଡ ଗଜପତି :- ସର୍ବ ଭାରତୀୟ କୃଷକ ଆନ୍ଦୋଳନକୁ ସମର୍ଥନ କରି ଆଜି ସି ପି ଆଇ ଏମ ର ଦେଶ ବ୍ୟାପି ରାସ୍ତା ରୋକରେ ସାମିଲ ହୋଇ ରାୟଗଡ଼ ମୁଖ୍ୟ ରାସ୍ତା ରେ ନାରାବାଜି କରି ଥାନା ଛକ ଠାରେ ରାସ୍ତା ରୋକ କରିଥିଲେ l କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧକରି ଦିଲ୍ଲୀ ଠାରେ ହଉଥିବା ଆନ୍ଦୋଳନ ଦେଶ ବ୍ୟାପି ରାସ୍ତା ରୋକ ଡ଼ାକରାରେ ଆଜି ରାୟଗଡ ସି ପି ଆଇ ଏ ମ ପକ୍ଷରୁ ଜିଲ୍ଲା ସମ୍ପାଦକ ସଦସ୍ୟ ମୋହିତ ମିସାଲଙ୍କ ନେତୃତ୍ୱରେ ଆନ୍ଦୋଳନ ସଫଳ ତାର ସହପାଳନ ହୋଇଥଲା l
ରାୟଗଡ ଥାନା ଏ ଏସ ଆଇ ଅଭିମନ୍ୟୁ ପାଣିଗ୍ରାହୀ ଆନ୍ଦୋଳନ କାରି ଙ୍କୁ ବୁଝା ସୁଜା କରିବା ପରେ ଆନ୍ଦୋଳନ କାରି ରାସ୍ତା ରୋକ ରୁ ଉଠିଥିଲେ ଏଥିରେ ରତାଙ୍ଗ ଶବର,ପ୍ରଭାତ ଲିମା,ସାମିଲ ଏବଂ ସତାର୍ଦ୍ଧିକ କର୍ମୀ ଙ୍କ ସହ ରାସ୍ତା କୁ ଓଲାଇଥିବା ଦେଖୁବକୁ ମିଳିଥିଲା l (ଗଜପତି,ରାୟଗଡ ସଂଜୀବ କୁମାର ପାଣି) l
No Result
View All Result