No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର ) ରାୟଗଡ :- ମାନ୍ୟବର ମୁଖ୍ୟମନ୍ତ୍ରୀ କୌଣସି ପ୍ରକାରେ ଜନବିରୋଧୀ ବା ଦୁର୍ନୀତି ଗ୍ରସ୍ତ ଲୋକଙ୍କୁ କେବେମଧ୍ୟ ପ୍ରୟାସ ଦେଉନାହାନ୍ତି କି ଦେବେ ନାହିଁ l ଦଳର କେତେ ବରିଷ୍ଠ ନେତା ବା ଦଳର କୌଣସି ବ୍ୟକ୍ତି ଜନବିରୋଧୀ ବା ଦୁର୍ନୀତି ରେ ଲିପ୍ତ ଅଛନ୍ତି ତୁରନ୍ତ ତାଙ୍କ ବିରୋଧରେ ପଦକ୍ଷେପ ନେଇଛନ୍ତି l
ଏଣୁ ଗୋପାଳପୁର ବିଧାୟକ ଙ୍କ ଉପରେ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ ସ୍ବlଗତ ଯୋଗ୍ୟ ପଦକ୍ଷେପ ନିଆଯାଇଛି ବୋଲି l ରାଜ୍ୟ ବିଜୁଜନତା ଦଳର ସଂଖ୍ୟାଲଘୁ ସେଲ ସାଧାରଣ ସମ୍ପାଦକ ପଲ୍ଲବ ଲିମା କହିଛନ୍ତି l (ଗଜପତି/ରାୟଗଡ ସଂଜୀବ କୁମାର ପାଣି )
No Result
View All Result